Oct 31, 2023, 10:59 IST

ମୁହଁ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ: ସବୁ ନେତା ମନ୍ତ୍ରୀ ତ ଏବେ ପାଣ୍ଡିଆନ ଶରଣଂ ଗଛାମି ଆଉ.. ହାତ ଯୋଡ଼ି ପୁରା ଭକ୍ତି ଦେଖାଉଛନ୍ତି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏହି ନିକଟ ରେ ବିଜେଡି ଦଳ ର ଭି କେ ପାଣ୍ଡିଆନ ଙ୍କୁ ୫ ଟି ର ଅଧ୍ୟକ୍ଷ ରୂପେ ନିଯୁକ୍ତି କରା ଯାଇଛି।ସେ ତାଙ୍କ ସରକାରୀ ଚାକିରି ରୁ ଇସ୍ତଫା ଦେବା ପରେ ଏବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି।
Special report
ଏହାକୁ ନେଇ ଏବେ ରାଜନୀତି ରେ ଜୋର୍ ରେ ଚର୍ଚ୍ଚା ହେଉଛି।ଏହାର ଅନେକ ଭିଡିଓ ଆପଣ ମାନେ ସୋସିଆଲ ମିଡିଆରେ ଦେଖିଥିବେ।ଏହି ଭିଡିଓ ଗୁଡ଼ିକ ଦେଖିଲେ ପାଣ୍ଡିଆନ ଙ୍କ ବିଷୟ ରେ ଅଧିକ କିଛି ଆପଣ ମାନେ ଜାଣିବାକୁ ପାଇବେ।
ଆମେ ଆଜି ସେହି ବିଷୟ ରେ କହିବାକୁ ଯାଉଛୁ। ପାଣ୍ଡିଆନ ଙ୍କୁ ୫ ଟି ଅଧ୍ୟକ୍ଷ କରା ଯିବା ପରେ ବିରୋଧୀ ଦଳ ର ନେତା ମାନେ ଏହାକୁ ଖୁବ୍ ବିରୋଧ କରିଥିଲେ।ଏପରି କି ବିଜେଡି ର କିଛି କର୍ମୀ ମାନେ ମଧ୍ୟ ଏହାକୁ ସମର୍ଥନ କରି ନ ଥିଲେ।
ଏବେ ବିଜେପି ସାଂସଦ ପ୍ରତାପ ଷଢ଼ଙ୍ଗି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି।ସେ କହିଛନ୍ତି କି ଓଡ଼ିଶା ରେ କେବଳ ନବୀନ ବାବୁ ଙ୍କ ପାଇଁ ମନ୍ତ୍ରୀ ମାନେ ଭୋଟ ପାଇ ଯାଉଛନ୍ତି।ଏବେ ସେହି ମନ୍ତ୍ରୀ ମାନେ ଦେଖିଲେଣି ପ୍ରକୃତ ଶାସନ ଏବେ ନବୀନ ଙ୍କ ହାତ ରେ ନାହିଁ।
Special report
ଶାସନ ଏବେ ପାଣ୍ଡିଆନ ଙ୍କ ହାତ ରେ ରହିଛି।ସେଥିପାଇଁ ସେମାନେ ଟିକେଟ ପାଇଁ ନବୀନ ଙ୍କ ପାଖକୁ ନ ଯାଇ ଏବେ ଭି କେ ପାଣ୍ଡିଆନ ଙ୍କ ପାଖକୁ ଯାଉଛନ୍ତି।ତାଙ୍କ ଚେୟାର ଚାରି ପଟେ ଠିଆ ହୋଇ ଯାଉଛନ୍ତି।
ଏବେ ସେ ସେମାନଙ୍କୁ ଟିକେଟ ଦେବେ।ମନ୍ତ୍ରୀ ମାନେ କେବଳ ନିଜ ସ୍ବାର୍ଥ ରକ୍ଷା ପାଇଁ ଏପରି କରୁଛନ୍ତି।ରାଜ୍ୟ ର ଉନ୍ନତି କଥା କେହି ଚିନ୍ତା କରି ନାହାନ୍ତି।ମନ୍ତ୍ରୀ ମାନଙ୍କ ର ନିଜର କିରଣ ନାହିଁ।ସେଥିପାଇଁ ସେମାନେ ପାଣ୍ଡିଆନ ଙ୍କ ପାଖରେ ନତ ମସ୍ତକ ହେଉଛନ୍ତି।
ଅନ୍ୟ ପଟେ କଂଗ୍ରେସ ନେତା ମାନେ ମଧ୍ୟ ସେହି ଏକା କଥା କହିଛନ୍ତି।ସେମାନେ କହୁଛନ୍ତି ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ।ହେଲେ ସମସ୍ତେ ପାଣ୍ଡିଆନ ଙ୍କ ପାଖକୁ ଦୌଡୁ ଅଛନ୍ତି।ଏବେ ର ଲୋକ ମାନେ ଧୀରେ ଧୀରେ ସଚେତନ ହେଲେଣି।ଆପଣ ମାନେ ଭାବନ୍ତୁ ଏପରି ହେଲେ ରାଜ୍ୟ ର ଆଗକୁ କିଭଳି ଅବସ୍ଥା ହେବ।

Advertisement