ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଭାଇ ଭଉଣୀ ଏକାଠି ହେବେ ପାଣ୍ଡିଆନ ଓ ବିଜେଡ଼ି କୁ ସେମାନେ ଟକ୍କର ମଧ୍ଯ ଦେବେ। ଏଥର ନିର୍ବାଚନରେ ମିଳିମିଶି ଏକାଠି ହୋଇ ଲଢ଼ିବେ ଭାଇ ଧର୍ମେନ୍ଦ୍ର ଓ ଭଉଣୀ ଅପରାଜିତା।
ଅପରାଜିତା ଙ୍କୁ ଆଇଏସ ବୁଦ୍ଧି ସହ ଧର୍ମେନ୍ଦ୍ରଙ୍କ ସାଙ୍ଗଠନିକ ଦକ୍ଷତା ମିଶିବା ପାଇଁ ଯାଉଛି। ଆଉ ତାଙ୍କୁ ସଂପୂର୍ଣ୍ଣ ଭାବରେ ବିଜେପି ର ସମର୍ଥନ ମିଳିଛି। ଏବଂ ତାଙ୍କ ପାଇଁ ମୋଦୀଙ୍କ ସଂପୂର୍ଣ୍ଣ ଆଶୀର୍ବାଦ ମଧ୍ଯ ରହିଛି।।
ଆଉ ଦୁହେଁ ମିଶି ଶଙ୍ଖ ବଦଳରେ ଓଡ଼ିଶାରେ ପଦ୍ମ ଫୁଟାଇବେ ବୋଲି ଆଶା ରଖିଛନ୍ତି। ଏବେ ଦୁଇ ଭାଇ ଭଉଣୀ ଅପରାଜିତା ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ଏକାଠି ହେବାକୁ ଯାଉଛନ୍ତି ଆଉ ସେମାନେ ଏକାଠି ହୋଇ ନବୀନ ପଟ୍ଟନାୟକ,
ପାଣ୍ଡିଆନ ଙ୍କ ସହ ସଂପୂର୍ଣ୍ଣ ବିଜେଡ଼ି କୁ ମଧ୍ୟ କଡା ଟକ୍କର ଦେବାକୁ ଯାଉଛନ୍ତି। କାରଣ ରାଜନୀତି ରେ ସବୁକିଛି ସମ୍ଭବ ହୋଇଥାଏ। ସେଥିପାଇଁ ଏଥର ନିର୍ବାଚନକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।
ଆଉ ଏହି ଚର୍ଚ୍ଚା ହେଉଛି କି ବିଜେପି ର ବଡ଼ ନେତା ଦୁଇଜଣ ଅପରାଜିତା ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ଏକାଠି ହୋଇ ଲଢିବାକୁ ଯାଉଛନ୍ତି। ଧର୍ମେନ୍ଦ୍ର ଏବେ ଆଉ ରାଜ୍ୟସଭା ନୁହେଁ ବରଂ ସେ ଲୋକସଭା ଯିବେ ବୋଲି ଏହା ଜଣା ପଡିଛି।
ଆଉ ଅପରାଜିତା ମହାନ୍ତି ବିଧାନସଭା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ ବୋଲି ଏହା ଜଣା ପଡ଼ିଛି। ଆଉ ବିଜେଡ଼ି ବିପକ୍ଷରେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ଏହା ଦୁଇ ଭାଇ ଭଉଣୀ ଙ୍କ ମଧ୍ୟରେ କଥା ହୋଇଛି।
ଉଭୟ ହେଉଛନ୍ତି ରାଜ୍ୟ ବିଜେପି ର ଦୁଇଜଣ ଲୋକପ୍ରିୟ ଚେହେରା ଅଟନ୍ତି। ଉଭୟଙ୍କ ମଧ୍ୟ କେନ୍ଦ୍ର ନେତାଙ୍କ ସହ ଭଲ ସମ୍ପର୍କ ମଧ୍ୟ ରହିଛି। ତେଣୁ ଏକଥା ଏବେ ସାରା ଓଡ଼ିଶାରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଦୁଇଜଣ ବିଜେଡ଼ି ବିପକ୍ଷରେ ଲଢେଇ କରିବାକୁ ଯାଉଛନ୍ତି। ଆଉ ଏଥିପାଇଁ ସେମାନେ ସଂପୂର୍ଣ୍ଣ ଯୋଜନା ମଧ୍ୟ କରି ଦେଇଛନ୍ତି। ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।