Dec 5, 2023, 22:46 IST

ମୋଦୀ ଙ୍କ ଉପରେ ଗମ୍ଭୀର ଆରୋପ ଲଗେଇଲେ ସୁର, ସେ ମୋଦୀ ସବୁ ଯାକ ଭୋଟ କିଣି ଜିତିଲେ.. ଆଉ ଆମେ କଣ କରିବୁ..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଖୋର୍ଦ୍ଧା ଜଟଣୀ ବିଧାୟକ ସୁର ରାଉତ ରାୟ ଙ୍କ କଥା କେତେ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି।
Special Report
କାରଣ ସେ ସୋସିଆଲ ମିଡ଼ିଆରେ ଏଭଳି କିଛି କଥା କହିଥାନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥାଏ। ଏବେ ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ସେହି ଭିଡିଓ ରେ ସେ କଂଗ୍ରେସ ବିଷୟରେ କହିଛନ୍ତି।
ସେ କହିଥିଲେ କି ଯେଉଁ ଏରୋଡ୍ରମ ବିକ୍ରି ହୋଇଛି ଗୁଜୁରାଟ ର ସେ ଅନେକ ମାଧ୍ୟମରେ ଅର୍ଥ ଉପାର୍ଜନ କରି ସେ ଏହାକୁ କିଣିଛନ୍ତି ସେ ଭୋଟ ଗୋଟେ କୁ ୧୦ ହଜାର ଟଙ୍କା ଦେଇ କିଣୁଛନ୍ତି ବୋଲି ମଧ୍ୟ କୁହା ଯାଇଥିଲା।
ଯେତେବେଳେ ଭାରତରେ ଭୋଟ ହେବ ସେତେବେଳେ ଲୋକେ ମାନବିକତା ଦେଖାଇବେ ବୋଲି ମଧ୍ୟ ବିଧାୟକ ସୁର ରାଉତ ରାୟ କହିଥିଲେ।ଲୋକମାନେ ସେତେବେଳେ ମଧ୍ୟ କଂଗ୍ରେସ ଙ୍କୁ ଭୋଟ ଦେବେ।
Special Report
ଏଭଳି ବିଧାୟକ ସୁର ରାଉତ ରାୟ ବିଜେପି ସମ୍ପର୍କରେ ଅନେକ କଥା କହିଥିଲେ। ଆଉ ସେ କିଭଳି ଭାବରେ ଏତେ ମାତ୍ରାରେ ଅର୍ଥର ଉପଯୋଗ କରୁଛନ୍ତି ସେ ସବୁର ମଧ୍ୟ ସେ ପର୍ଦା ଫାର୍ସ କରିଥିଲେ।
ବିଜେପି ନିକଟରେ ଅଧିକ ଅର୍ଥ ଥିବା ବେଳେ କଂଗ୍ରେସ ନିକଟରେ କିନ୍ତୁ ଆଦୌ ପଇସା ନଥିବା କୁହା ଯାଇଛି। କଂଗେସ ହରିବାର ଏକମାତ୍ର କାରଣ ହେଉଛି ଅର୍ଥ ବୋଲି କହିଥିଲେ। ଆଉ କହିଥିଲେ କି ଓଡ଼ିଶା ରେ ମଧ୍ୟ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବ।
ଆଉ ସରକାର ମଧ୍ୟ କଂଗ୍ରେସ ଏଠାରେ ଗଢ଼ିବ ବୋଲି ବିଧାୟକ ସୁର ରାଉତ ରାୟ କହିଛନ୍ତି। ତାଙ୍କର ଏହି କଥାକୁ ନେଇ ଅନେକ ଲୋକ ମାନେ ମଧ୍ୟ ଅନେକ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି।
ତେବେ ଏହି କଥା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ଓ ଆପଣଙ୍କୁ କଣ ଲାଗୁଛି କି କଂଗ୍ରେସ ରାଜ୍ କରିବ କି ନାହିଁ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement