Nov 22, 2023, 11:06 IST

ଲୋକ ଙ୍କୁ ସମ୍ବୋଧନ କଲା ବେଳେ ମୋଦୀ ଙ୍କୁ ନିଶାନା କଲେ ରାହୁଲ, ଆପଣ ମାନେ ତ ଜାଣିଥିବେ ଭାରତ ମ୍ୟାଚ ବେଳେ ଦେଖିବାକୁ କିଏ ଯାଇଥିଲା, ସେଇ ପନୋତି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜସ୍ଥାନର ଜାଲୋର୍ ଠାରେ ଆୟୋଜିତ ଏକ ସଭା ରେ ରାହୁଲ୍ ଗାନ୍ଧୀ ସିଧା ସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଟାର୍ଗେଟ କରିଛନ୍ତି। ସେଠାରେ ଏହି ସଭାରେ ଏଭଳି କିଛି ଘଟଣା ଘଟିଛି
Special Report
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।। ସେଠାରେ ଆୟୋଜିତ ଏକ ସଭାରେ ଯାହାର ସମ୍ବୋଧନ ନିଜେ ରାହୁଲ ଗାନ୍ଧୀ କରୁଥିଲେ ଲୋକମାନେ ସେଠାରେ ହଠାତ୍ ସଭାର କିଛି ଲୋକ ପନୌତି ପନୌତି ଚିଲାଇ ଥିଲେ।
ସେ କହିଥିଲେ କି ଆମ ଖେଳାଳୀ ମାନେ ନିଶ୍ଚିତ ଭାବରେ ବିଶ୍ୱକପ୍ ଜିତି ଥାନ୍ତେ ମାତ୍ର ଏହି ପନୌତି ପାଇଁ ହିଁ ସେମାନେ ବିଶ୍ୱକପ୍ ହାରି ଛନ୍ତି।ପନୌତି ର ଓଡିଆ ଅର୍ଥ ହେଉଛି ଅପଦୋଷିଆ। ସେ କହିଥିଲେ କି
ଏହାକୁ ଜନ ସଧାରଣ ମାନେ ଖୁବ ଭଲ ଭାବରେ ଜାଣିଛନ୍ତି।ଏହା ପରେ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ରାହୁଲ୍ ଗାନ୍ଧୀ ପ୍ରଚାର ସମୟରେ ଭାରତର ପରାଜୟ ସମ୍ପର୍କରେ କହିଥିଲେ।
ସେ କହିଛନ୍ତି ଯଦି ଆମ ଖେଳାଳୀ ମାନେ ବିଶ୍ୱକପ୍ ଜିତି ଥାଆନ୍ତେ ତେବେ ଖୁବ ଭଲ ହୋଇ ଥାଆନ୍ତା। ମାତ୍ର ଏହି ପନୌତି ପାଇଁ ହିଁ ଭାରତ ବିଶ୍ୱକପ୍ ହାରିଲା। ଏହା କହି ସାଧାରଣ ସଭାରେ ରାହୁଲ୍ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଟାର୍ଗେଟ କରି କହିଛନ୍ତି।
Special Report
ସେ କହିଛନ୍ତି କି ମୋଦୀଙ୍କୁ ଦେଖିବା ପରେ ହିଁ ଖେଳାଳୀ ମାନେ ଟେନସନ୍ ହୋଇ ଯାଇଥିଲେ। ଆଉ ଏହି ଭିଡିଓ ମଧ୍ଯ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ମୋଦୀ ମ୍ୟାଚ୍ କୁ ଯିବା ଉଚିତ ନୁହେଁ। ମୋଦୀ ଙ୍କ ପାଇଁ ହିଁ ଆମେ ହାରିଲୁ ବୋଲି ସେ କହିଛନ୍ତି। କାରଣ ତାଙ୍କୁ ଦେଖିବା ପରେ ଖେଳାଳୀ ମାନେ ଚାପରେ ଥିଲେ ବୋଲି ସେ କହିଛନ୍ତି।
ଆଉ ଏହା ହିଁ ମୁଖ୍ୟ କାରଣ ଥିଲା ପରାଜୟର ବୋଲି କୁହା ଯାଇଛି। ତେବେ ଆପଣ ମାନଙ୍କୁ ଏହି ଘଟଣା ସମ୍ପର୍କରେ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement