Feb 12, 2024, 10:54 IST

୩୭ ବର୍ଷ ପୂର୍ବ ରୁ ମୋଦୀ କହିଥିଲେ ବନେଇବି ରାମ ମନ୍ଦିର, ଆଜି ସେଇ ଭାଷଣ ଶୁଣିଲେ ଆପଣ ଙ୍କ ଲୋମ ଶୁଣିଲେ ରୁମ୍ ଟାଙ୍କୁରି ଯିବ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ୨୬ ଜାନୁଆରୀ ୧୯୯୨ ଏକ ଭାରତୀୟ ଇତହାସରେ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଦିନ ଥିଲା। ଜାମ୍ମୁକାଶ୍ମୀର ରେ ଆତଙ୍କବାଦ ବିଲୋପ ଘଟିଥିଲା।
Special report
ଏହି ଆତଙ୍କବାଦ କୁ ନେଇ ଅନେକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଭାଷଣ ଦେଇ ଥାଆନ୍ତି। ଏବେ ମଧ୍ଯ ନରେନ୍ଦ୍ର ମୋଦୀଙ୍କ ସେହି ଭାଷଣ ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆମେ ଏବେ ସେହି ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ।
ସେ ଓପୋଜିସନ୍ ପାର୍ଟି ର ଜଣେ ସାଧରଣ କାର୍ଯ୍ୟକର୍ତ୍ତା ଥିଲେ। ହେଲେ ସେହି ସମୟରେ ମଧ୍ଯ ସେ ଜମ୍ମୁ କାଶ୍ମୀର ରେ ଆତଙ୍କବାଦ କୁ କଡ଼ା ଭାବରେ ଜବାବ ଦେଇଥିଲେ। ସେହି ବର୍ଷ ଟେଣ୍ଟ ରେ ବିରାଜିତ ରାମଲାଲା ଙ୍କ ସମ୍ମୁଖରେ ମଧ୍ୟ ପ୍ରତିଜ୍ଞା ନେଇଥିଲେ।
୧୯୯୨ ମସିହାରେ ଜମ୍ମୁ କାଶ୍ମୀର ରେ ଆତଙ୍କବାଦୀ ଖୁବ ବଢ଼ି ଯାଇଥିଲା। ଯେତେବେଳେ କନ୍ୟା କୁମାରୀ ରୁ କାଶ୍ମୀର ପର୍ଯ୍ୟନ୍ତ ଏକତା ରାଲୀ ବାହାରି ଥିଲା ସେତେବେଳେ ଏଥିରେ ସାମିଲ୍ ଥିବା ନେତା ମାନଙ୍କୁ,
Special report
ଆତଙ୍କବାଦୀ ମାନେ ଜୀବନରୁ ମାରି ଦେବାର ଧମକ ଦେଇଥିଲେ। ହେଲେ ଏହି ରାଲୀ ରେ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ସେଠାରେ ସେ ଆତଙ୍କବାଦୀ ଙ୍କୁ କଡ଼ା ଜବାବ ମଧ୍ୟ ଦେଇଥିଲେ।
ସେମାନେ ଆକ୍ରମଣ କରିଥିଲେ ସୁଦ୍ଧା ଆମ ଦେଶ ଭକ୍ତ ମାନଙ୍କର କୌଣସି ପ୍ରକାରର କ୍ଷତି କରି ପାରି ନଥିଲେ। ନରେନ୍ଦ୍ର ମୋଦୀ ଆଧ୍ୟାତ୍ମିକ ର ତାଲାସ ରେ ବାହାରି ପଡ଼ିଥିଲେ ଏହାପରେ ସେ ହିମାଳୟ ଯାଇ ପହଞ୍ଚି ଥିଲେ।
କୁହାଯାଏ କି ସେଠାରେ ତାଙ୍କୁ ଜଣେ ସାଧୁ ମିଳିଥିଲେ। ଯାହାଙ୍କ ଶିଷ୍ୟ ହେଇ ହିଁ ସେ ତପସ୍ୟା କରିବା ଆରମ୍ଭ କରି ଦେଇଥିଲେ। ଏହାପରେ ସେ ଅନେକ ରାଜ୍ୟ ମଧ୍ଯ ଯାତ୍ରା କରିଥିଲେ।
ଏହାପରେ ତାଙ୍କୁ ଜଣେ ଋଷି କହିଥିଲେ କି ତାଙ୍କ ନିକଟରେ ଦୁଇଟି ରାସ୍ତା ଅଛି ସେ ସାଂସାରିକ ଜୀବନ ଯାପନ କରିବେ ଯାହା ଦ୍ବାରା କି ତାଙ୍କୁ ରାଜ ଋଷି କୁହାଯିବ।ଏହାପରେ ମୋଦୀ ତାଙ୍କ ଘରକୁ ଆସି ଯାଇଥିଲେ। ଆଉ ଆଜି ସେ ଯେଉଁ ସ୍ଥାନରେ ଅଛନ୍ତି ତାହା ଏହି ହିମାଳୟ ଯାତ୍ରା ପାଇଁ ହିଁ ସମ୍ଭବ ହୋଇ ପାରିଛି ବୋଲି କୁହାଯାଏ।

Advertisement