Jan 26, 2024, 11:12 IST

ଫେବୃଆରୀ ୩ ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ : ଖୁସି ରେ ନବୀନ.. ମୋଦୀ ବି ଆମର ଶ୍ରୀମନ୍ଦିର ଉନ୍ନତି ଦେଖି ଖୁସି ରେ ପାଗଳ ହେବେ

Special report

ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ କିଛି ଦିନ ମଧ୍ୟରେ ଓଡ଼ିଶା ଆସିବାକୁ ଯାଉଛନ୍ତି।ଏହି କିଛି ଦିନ ତଳେ ସେ ଉତ୍ତରପ୍ରଦେଶ ର ଅଯୋଧ୍ୟା କୁ ଯାଇ ଥିଲେ।ସେଠାରେ ସେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Special report
ଏବେ ପୁଣି ଥରେ ଓଡ଼ିଶା ଗ୍ରସ୍ତ ରେ ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।ଆପଣ ମାନେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ଏବେ ଠାରୁ ରାଜନୈତିକ ଦଳ ମାନେ ନିଜ ନିଜ ପ୍ରଚାର ଆରମ୍ଭ କରି ସାରିଛନ୍ତି।ନିଜ ନିଜ ଦଳ କୁ ଜିତେଇବା ପାଇଁ ସମସ୍ତେ ଚେଷ୍ଟା କରିଛନ୍ତି।
ସୂଚନା ଅନୁସାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗ୍ରସ୍ତ ରେ ଆସୁଛନ୍ତି।ସେ ଓଡ଼ିଶା ଗ୍ରସ୍ତ ରେ ଆସି ସମ୍ବଲପୁର ର ଆଇ ଆଇ ଏମ୍ କାର୍ଯ୍ୟକ୍ରମ ରେ ଯୋଗ ଦେବେ।ଏ ନେଇ ବିଜେପି ନେତା ମନମୋହନ ସାମଲ ଘୋଷଣା କରିଛନ୍ତି।ତାଙ୍କର ଏଭଳି ଗ୍ରସ୍ତ କୁ ନେଇ ସମସ୍ତେ ବହୁତ ଖୁସି ଅଛନ୍ତି।
ଏଥିରେ ସେ ଯୋଗ ଦେଇ ଲୋକ ଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବେ।ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରି ପାରନ୍ତି ବୋଲି କୁହା ଯାଉଚି।ଏହି ସାଧାରଣ ସଭା ରେ ଯୋଗ ଦେଇ ସେ ଲୋକ ଙ୍କ ପାଇଁ ନୂଆ ଯୋଜନା କରିବେ ବୋଲି ଆଶା କରା ଯାଉଛି।
Special report
ବର୍ତ୍ତମାନ ସମୟ ରେ ସବୁ ଠାରୁ ବଡ ଖବର ଆସି ପହଞ୍ଚି ଯାଇଛି।ଫେବୃଆରୀ ୩ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି।ଏ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।ସମ୍ବଲପୁର ରେ ଆଇ ଆଇ ଏମ୍ ରେ ସେ ଯୋଗ ଦେବେ।
ଏ ନେଇ ସେଠାରେ ଏବେ ଠାରୁ ପ୍ରସ୍ତୁତି ଜାରି ରହିଛି।ଲୋକ ଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦେଖିବା ପାଇଁ ଲୋକ ମାନେ ଅପେକ୍ଷା କରି ରହିଛନ୍ତି।କିଛି ଲୋକ ଙ୍କ ର ଆଶା ପୂର୍ଣ୍ଣ ହେବାକୁ ଯାଉଛି। ଯାହାକି ଏବେ ସବୁ ଠାରୁ ବଡ ଖବର ପାଲଟି ଯାଇଛି।
ଆସନ୍ତା ଫେବୃୟାରୀ ୩ ତାରିଖ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ର ସମ୍ବଲପୁର କୁ ଆସିବା ନେଇ ବିଜେପି ନେତା ମନମୋହନ ସାମଲ ସୂଚନା ଦେଇଛନ୍ତି।ପ୍ରଧାନ ମନ୍ତ୍ରୀ ଦୀର୍ଘ ଦିନ ପରେ ଓଡ଼ିଶା ଗ୍ରସ୍ତ ରେ ଆସିବାକୁ ଯାଉଛନ୍ତି।ଯାହାକୁ ନେଇ ସମସ୍ତେ ବହୁତ ଖୁସି ଥିବାର ସୂଚନା ମିଳିଛି।

Advertisement