Feb 4, 2024, 12:57 IST

ମୋଦୀ କହିଦେଲେ ଏତେ ବଡ କଥା.. ଓଡ଼ିଆ ଲୋକ ଆଉ ଓଡ଼ିଶା ପାଇଁ ମୁ ସବୁ ବେଳେ ପ୍ରସ୍ତୁତ....

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମନେ ଜାଣି ଥିବେ ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗ୍ରସ୍ତ ରେ ଆସି ଥିଲେ।ସେ ସମ୍ବଲପୁର ରେ ଗୋଟିଏ ଶିଳାନ୍ୟାସ କରିବା ସହିତ ଲୋକ ମାନଙ୍କୁ ଭାଷଣ ଦେଇ ଥିଲେ।ଦୀର୍ଘ ବର୍ଷ ପରେ ସେ ଓଡ଼ିଶା କୁ ଆସିଛନ୍ତି।
Special report
ଯାହାକୁ ନେଇ ଲୋକ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ଆଗକୁ ନିର୍ବାଚନ ରହିଛି।ଓଡ଼ିଶା ର ଲୋକ ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ସବୁ ଦଳ ଚେଷ୍ଟା କରିଛନ୍ତି।ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣ ରେ କହି ଥିଲେ କି ସେ ଓଡ଼ିଶା ର ଲୋକ ମାନଙ୍କୁ ସବୁବେଳେ ବେଶୀ ଗୁରୁତ୍ଵ ଦିଅନ୍ତି।
ସେ କହିଥିଲେ କି ଓଡ଼ିଶା ରାଜ୍ୟ କୁ ସବୁ କ୍ଷେତ୍ର ରେ ମୁଁ ଅଧିକ ରୁ ଅଧିକ ସମର୍ଥନ କରିଚି।ଆଗକୁ ମଧ୍ୟ କରିବି।ଓଡ଼ିଶା ର ଯେପରି ଉନ୍ନତି ହୋଇ ପାରିବ।ସେଥିପାଇଁ ଆମେ ସବୁବେଳେ ଚେଷ୍ଟା କରୁଛୁ।ଏଥିପାଇଁ କେତେକ ଯୋଜନା ମଧ୍ୟ କରା ଯାଇଛି।
ପେଟ୍ରୋଲିୟମ କ୍ଷେତ୍ର ରେ ରାଜ୍ୟ ବହୁ ଆଗକୁ ଯାଇଚି।ଆଗରୁ ଗାଁ ଗାଁ ରେ ରାସ୍ତା ନ ଥିଲା।ଏବେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ ଗାଁ ଗାଁ କୁ ରାସ୍ତା କରା ଯାଇଛି।କେନ୍ଦ୍ର ସରକାର ଙ୍କ ଚେଷ୍ଟା ରେ ଓଡ଼ିଶା ଆଜି ପେଟ୍ରୋଲିୟମ ରେ ଉନ୍ନତି କରିଛି।
Special report
ଏବେ ଓଡ଼ିଶା ବାସୀ ଙ୍କୁ ଏଥିରେ କୌଣସି ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁ ନାହି।ଓଡ଼ିଶା ରେ ରେଳପଥ ର ବିକାଶ ପାଇଁ ୧୨ ଗୁଣ ଅଧିକ ବଜେଟ ଦିଆ ଯାଇଛି। ଦଶ ବର୍ଷ ଭିତରେ ଓଡ଼ିଶା ର ରେଳ ପଥ ରେ ଉନ୍ନତି ଦେଖା ଦେଇଛି।
ଝାଡ଼ଖଣ୍ଡ ଓ ଓଡ଼ିଶା ମଧ୍ୟରେ ସମ୍ପର୍କ ବଢ଼ାଇବା ପାଇଁ ଜାତୀୟ ରାଜପଥ କୁ ନିର୍ମାଣ କରା ଯାଇଛି।ଏହାକୁ ବିଭିନ୍ନ ରାଜ୍ୟ ସହିତ ସଂଯୁକ୍ତ କରା ଯାଇଛି।କେନ୍ଦ୍ର ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି ଓଡ଼ିଶା ର ଉନ୍ନତି କରିବା ପାଇଁ।ଆଗକୁ ମଧ୍ୟ ଓଡ଼ିଶା ଉପରେ ଆମେ ଅଧିକ ଗୁରୁତ୍ଵ ଦେବୁ।
ଓଡ଼ିଶା ର ଘରେ ଘରେ ଲୋକ ମାନଙ୍କୁ ପାଣି,ବିଜୁଳି ଓ ଶିକ୍ଷା ଯୋଗାଇ ଦିଆ ଯିବ।ରେଳପଥ ର ବିକାଶ କରା ଯିବ। ଯୁବ ପୀଢ଼ି ମାନଙ୍କୁ ରୋଜଗାର ଦିଆ ଯିବ।
ଲୋକ ମାନେ ଆଉ ବାହାର ରାଜ୍ୟ କୁ କାମ କରିବାକୁ ଯିବେ ନାହି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଏଭଳି ଭାଷଣ ରେ ସମସ୍ତେ ବହୁତ ଖୁସି ହୋଇ ଯାଇ ଥିଲେ।ଏଥିରେ ହଜାର ହଜାର ସଂଖ୍ୟା ରେ ଲୋକ ମାନେ ଯୋଗ ଦେଇଥିଲେ।

Advertisement