ବର୍ତମାନ ଲୋକମାନଙ୍କ ପାଇଁ ଖୁସି ଖବର ସାମ୍ନାକୁ ଆସିଛି।ମୋଦି ସରକାର ଙ୍କ ନୂଆ ଯୋଜନା।ସମସ୍ତଙ୍କୁ ବର୍ତମାନ ୭୨ ହଜାର ଟଙ୍କା ବର୍ଷକୁ ପେନସନ।ସୂଚନା ଅନୁସାରେ ବିବାହିତ ଦମ୍ପତି ମାସକୁ ବିନିଯୋଗ କରିବେ ମାତ୍ର ୨୦୦ ଟଙ୍କା।
ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଲୋକମାନେ ଇଚ୍ଛା ପ୍ରକାଶ କରିଛନ୍ତି।ଏହା ଶୁଣି ବିବାହିତ ଦମ୍ପତି ମାନେ ବହୁତ ଖୁସି ହୋଇ ଯାଇଛନ୍ତି।ଏହା ଚର୍ଚ୍ଚାର ବିଷୟ ପାଲଟିଛି।
ମୋଦି ସରକାର କର୍ମଜୀବୀ ବ୍ୟବସାୟୀ ଓ ଅନ୍ୟ ମାନଙ୍କ ପାଇଁ ଏକ ନୂଆ ପେନସନ ଯୋଜନା ଆଣିଛନ୍ତି।

ଏଥିରେ ବିବାହିତ ଦମ୍ପତି ମାସକୁ ଜଣ ପ୍ରତି ମାତ୍ର ୧୦୦ ଟଙ୍କା ବିନିଯୋଗ କରି ଦୁଇ ଜଣ ପ୍ରତି ଦୁଇ ଶହ ଟଙ୍କା ବିନିଯୋଗ କରିଲେ ବର୍ଷ କୁ ୭୨ ହଜାର ଟଙ୍କା ର ପେନସନ ପାଇ ପାରିବେ।ମାତ୍ର ୩୦ ବର୍ଷ ବୟସରେ ଏହି ଯୋଜନା ରେ ଟଙ୍କା ବିନିଯୋଗ କରିବାକୁ ପଡ଼ିବ।
ତେଣୁ ସାମାଜିକ ସୁରକ୍ଷା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି।କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୁଆର ଏହି ବିଷୟରେ ସୂଚନା ଦେଇଛନ୍ତି।
ଏହାକୁ ପ୍ରଧାନମନ୍ତ୍ରୀ ଶ୍ରମୟୋଗି ମାନ ଧାନ ଯୋଜନା ବୋଲି ନାମକରଣ କରାଯାଇଛି। ଚଳିତ ବର୍ଷ ସରକାର ବ୍ୟବସାୟୀ ଓ ବେସରକାରୀ କାମ କରୁଥିବା ଲୋକ ମାନଙ୍କ ପାଇଁ ନେଶନାଲ ପେନସନ ସ୍କିମ୍ ଲଞ୍ଚ କରିଥିଲେ।

ତେବେ ଏହି ଯୋଜନା ର ଲାଭ ଉଠାଇବା ପାଇଁ ଜଣଙ୍କର କେବଳ ଆଧାର କାର୍ଡ ଓ ସେଭିଂ ବ୍ୟାଙ୍କ ଆକାଉଣ୍ଟ ର ଆବଶ୍ୟକତା ରହିଛି।ଅନଲାଇନ୍ ରେ ଜଣେ ମାତ୍ର ଦୁଇ ରୁ ତିନି ମିନିଟ ମଧ୍ୟରେ ଏହି ଯୋଜନା ର ନାମ ପଞ୍ଜିକରଣ କରି ପାରିବେ।
୫୫ ଟଙ୍କା ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଇଁଭେଷ୍ଟ କରି ପାରିବେ।ମାସକୁ ଜଣକା ୩୦୦୦ ହଜାର ଟଙ୍କା ପେନସନ ପାଇବେ।ଜଣଙ୍କର ମୃତ୍ୟୁ ହେଲେ ସେ ୩୦୦୦ ହଜାର ଟଙ୍କା ସହିତ ୧୫୦୦ ତାଙ୍କ ପେନସନ ଅଧିକ ପାଇବେ।