ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ନିର୍ବାଚନ ପୂର୍ବ ରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ବଡ ଘୋଷଣା।ମହିଳା ମାନଙ୍କୁ ଏଥର ପ୍ରତି ମାସ ରେ ମିଳିବ ଟଙ୍କା।ଏଭଳି ଘଟଣା ଯେ କେହି ବି ପ୍ରଥମ ଥର ପାଇଁ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇ ଯିବ।ହେଲେ ଏ କଥା ସତ।
ଆପଣ ମାନେ ସମସ୍ତେ ଜାଣିଛନ୍ତି ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ କୁ ଜିତିବା ପାଇଁ ବିଭିନ୍ନ ରାଜନୈତିକ ଦଳ ମାନେ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।ସେହିପରି ମୋଦି କାଲି କରିଛନ୍ତି ନୂଆ ଯୋଜନା।ଏଥିର ଭାରତ ର ମହିଳା ମାନେ ଅଧିକ ମାତ୍ରା ରେ ଉପକୃତ ହେବେ।
ସେମାନଙ୍କୁ ଆଉ ହଇରାଣ ହେବାକୁ ପଡିବ ନାହିଁ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ମାନଙ୍କୁ ଏଥର ୧୨୦୦୦ ଟଙ୍କା ଲେଖାଏଁ ଦେବେ।ଯାହାକୁ ନେଇ ଏବେ ଠାରୁ ଖୁବ୍ ଚର୍ଚ୍ଚା କରା ଯାଉଛି।ଫେବୃୟାରୀ ଏକ ରେ ହେବାକୁ ଥିବା ବଜେଟ ରେ ମୋଦି ସରକାର ଏହି ଘୋଷଣା କରି ପାରନ୍ତି ବୋଲି କୁହା ଯାଉଚି।
ପ୍ରତି ମହିଳା ଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ଆସିବ ୧୨୦୦୦ ଟଙ୍କା।ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ନରେନ୍ଦ୍ର ମୋଦୀ ଏହି ଯୋଜନା କୁ କରିବାକୁ ଯାଉଛନ୍ତି।ଲୋକ ଙ୍କ ମନ କିଣିବା ପାଇଁ ମୋଦି ସରକାର ଙ୍କ ବହୁତ ବଡ ଯୋଜନା।ଏହି ଯୋଜନା ରେ ସାରା ଦେଶ ରେ ମହିଳା ମାନେ ଉପକୃତ ହେବେ।
ପ୍ରଧାନ ମନ୍ତ୍ରୀ କିଶାନ ନିଧି ଟଙ୍କା ପରିମାଣ କୁ ବଢ଼ାଇବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା କରୁଛନ୍ତି।ଆଗାମୀ ବଜେଟ ରେ ସେ ଏହାକୁ ଘୋଷଣା କରିବେ ବୋଲି କୁହା ଯାଉଛି।ମହିଳା ମାନଙ୍କ ଭତ୍ତା କୁ ବଢେଇ ଦୁଇ ଗୁଣ କରିବା ପାଇଁ ମୋଦି ସରକାର ଚିନ୍ତା କରୁଛନ୍ତି।
ହେଲେ ଏ ନେଇ ଏ ଯାଏଁ କୃଷି ମନ୍ତ୍ରାଳୟ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନାହିଁ।ସରକାର ଙ୍କ ଏହି ଯୋଜନା ପରେ ସରକାର ଙ୍କ ଉପରେ ୧୨୦୦୦ କୋଟି ଟଙ୍କା ର ଅତିରିକ୍ତ ବୋଝ ପଡ଼ିବ।ଯାହାକି ବହୁତ ଅଧିକ ହୋଇ ଯିବ।କିନ୍ତୁ ଏହି ଯୋଜନା ରେ ଅନେକ ମହିଳା ମାନେ ଉପକୃତ ହେବେ।
ଆଗରୁ କୁହା ଯାଇ ଥିଲା ମହିଳା ମାନଙ୍କ ଖାତା କୁ ଟଙ୍କା ପଠାଇ ଦିଆ ଯିବ।ଓ ପ୍ରଧାନ ମନ୍ତ୍ରୀ କୃଷି ଯୋଜନା ରେ ଉଭୟ ପୁରୁଷ ଓ ମହିଳା ମାନଙ୍କ ଖାତା କୁ ବର୍ଷ କୁ ୬୦୦୦ ଟଙ୍କା ପଠାଇ ଛନ୍ତି।ଏଥିରେ ଅନେକ ଚାଷୀ ଉପକୃତ ହୋଇ ଛନ୍ତି।
ଦେଶ ରେ ଅଧିକାଂଶ ଭାଗ ହେଉଚି ମହିଳା କୃଷକ ସେମାନଙ୍କ ଭୋଟ ମୋଦି ସରକାର ଙ୍କ ପାଇଁ ଅଧିକ ଗୁରୁତ୍ବ ପୂର୍ଣ୍ଣ।ତେବେ ଆଗକୁ ଦେଖିବାକୁ ବାକି ରହିଲା ମୋଦି ସରକାର କେବେ ଏହି ବଡ ଘୋଷଣା କରୁଛନ୍ତି।