Updated: Apr 22, 2024, 02:30 IST

ବିଜେପି ରେ ମିଶୁ ମିଶୁ କାରଖାନା ଭାଉଜ ଙ୍କୁ ଧମକ.. ଭାଉଜ ବି କହିଲେ ହଁ ଆମେ ଦେଖିନେବୁ ଯିଏ ଆସୁଚି ଆସୁ...

Vb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜନୀତିରେ ପଶୁ ପଶୁ ନେହା ପାଣିଗ୍ରାହୀ ଙ୍କୁ ଧମକ ମଧ୍ୟ ମିଳିଲାଣି। ଗତକାଲି କାର ଖାନା ଭାଉଜ ତଥା ଦୁଇ ଯାଆ ବିଜେପି ରେ ମିଶିଥିଲେ।
ଆଉ ଆଜି କାର ଖାନା ଖାଇବାକୁ ଅଧା ରୁ ବନ୍ଦ କରାଗଲା। ସାରା ଭୁବନେଶ୍ୱରରେ ଚର୍ଚ୍ଚା ହେଉଛି କାର ଖାନା ଭାଉଜଙ୍କ ସେହି ହାତ ରନ୍ଧା ଖାଇବା। ଦୁଇ ଯାଆ ଆସୁଥିଲେ ଏବଂ ଲୋକଙ୍କୁ କମ୍ ଟଙ୍କା ରେ ଖାଇବା ମଧ୍ୟ ଦେଉଥିଲେ।
Hh
ହେଲେ ସେତେବେଳେ କାର ଖାନା କୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା ଯେତେବେଳେ କାର ଖାନା ର ଭାଉଜ ନେହା ପାଣିଗ୍ରାହୀ ଓ ରଶ୍ମିତା ଦାସ୍ ବିଜେପି ରେ ସାମିଲ ହୋଇ ଥିଲେ। ହେଲେ ସେହି ଦିନ ଠାରୁ ଆରମ୍ଭ ହୋଇ ଯାଇଥିଲା ଆଉ ଏକ ନୂଆ ସମସ୍ୟା।
କାରଣ ଯେତେବେଳେ ଦୁଇ ଯାଆ ବିଜେପି ରେ ମିଶିଥିଲେ କାର ଖାନା ଖୋଲି ଲୋକଙ୍କୁ ଖାଇବାକୁ ଦେବା ବେଳେ ଜଣେ ମହିଳା କର୍ମୀ ତାଙ୍କୁ କୌଣସି ରିପୋର୍ଟ ମାଗିବାକୁ ଚାଲି ଆସିଥିଲେ।
ଆଉ ସେତେବେଳର ଦୃଶ୍ୟ ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।କାର ଖାନା ଆରମ୍ଭ ହେଉ ହେଉ ଏହି ଦୁଇଜଣ ଖୁବ ବାଦ ବିବାଦ ଭିତରେ ଛନ୍ଦି ହୋଇ ଯାଇଥିଲେ।
Hh
ଏମାନେ ଭୁବନେଶ୍ୱର ରେ ବିଭିନ୍ନ ସ୍ଥାନରେ ବୁଲି ବୁଲି ଲୋକ ମାନଙ୍କୁ ଖାଇବା ପରଶୁ ଥିଲେ। ହେଲେ ଏତେ ସବୁ ପରେ ମଧ୍ୟ ଏମିତି କାର ଖାନା ଦୁଇ ମହିଳା ଖାଇବା ଦେବା ବେଳେ ଜଣେ ମହିଳା କର୍ମୀ ଏମିତି ବ୍ୟବହାର କରିଥିଲେ।
ତାହାକୁ ନେଇ ଏହି କାର ଖାନା ଏବେ ପୁଣି ଥରେ ଚର୍ଚ୍ଚାରେ ରହିଥିବା ମଧ୍ୟ ଜଣା ପଡ଼ିଛି। ସେସବୁ କୁ ନେଇ ଲୋକମାନେ ମଧ୍ୟ ଏବେ ଖୁବ୍ ପ୍ରଶ୍ନ କରିବାରେ ଲାଗିଛନ୍ତି।
କୁହା ଯାଉଛି କି ଦୁଇ ଯାଆ ଙ୍କ ବିଜେପି ରେ ମିଶିବା ବୋଧ ହୁଏ ଏହି ଘଟଣାର ହିଁ ମୂଳ କାରଣ ଅଟେ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି କି ଏହାର ମୂଳ କାରଣ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement