Apr 7, 2024, 13:12 IST

ମୋ ବସ ର ଦୁ-ର୍ଘ-ଟ-ଣା ପରେ ସାହାଯ୍ୟ ପାଇଁ ଆଗେଇ ଆସିଲେ ମନ୍ମଥ..ମାଉସୀ ବ୍ୟସ୍ତ ହୁଅନି, ମୁଁ ଅଛି ତମର କିଛି ହେବନି

Gh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଜି ଖରାବେଳ ସମୟ ରେ ମୋ ବସ୍ ଗାଡ଼ି ଟି ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇଚି।ଏଥିରେ ଅନେକ ଲୋକ ଆ-ହ-ତ ହୋଇ ଏବେ ମେଡିକାଲ ରେ ଭର୍ତି ଅଛନ୍ତି।
ସେମାନଙ୍କୁ ଦେଖିବା ପାଇଁ ଖୋର୍ଦ୍ଧା ମେଡିକାଲ ରେ ପହଞ୍ଚି ଯାଇ ଥିଲେ ବିଜେଡି ଦଳ ର ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ତାଙ୍କର ଏଭଳି କାର୍ଯ୍ୟ କୁ ଅନେକ ଲୋକ ପ୍ରଶଂସା କରିଥିବା ବେଳେ ଅନେକ ଲୋକ ନିନ୍ଦା କରି ଥିଲେ।
Hh
କିଛି ଲୋକ କହିଥିଲେ କି ମନ୍ମଥ କେବଳ ନିର୍ବାଚନ ପାଇଁ ଲୋକ ମାନଙ୍କୁ ସାନ୍ତ୍ଵନା ଦେବା ପାଇଁ ଯାଇ ଥିଲେ।ସୂଚନା ଅନୁସାରେ ଆଜି ଦିନ ଏକ ଘଟିକା ସମୟ ରେ ଭୁବନେଶ୍ୱର ରୁ ଖୋର୍ଦ୍ଧା ଆସୁଥିଲା ମୋ ବସ୍ ଗାଡ଼ି ଟି।
ସେହିପରି ଭାବେ ଅନ୍ୟ ରୋଡ ରେ ଗୋଟିଏ ଅଟୋ ଟି ଆସୁ ଥିଲା।ଅଟୋ ଟି ଭାରସାମ୍ୟ ହରାଇ ବସ୍ ଆଡ଼କୁ ମାଡ଼ି ଯାଇ ଥିଲା।ମୋ ବସ୍ ର ଡ୍ରାଇଭର ଜଣକ ଅଟୋ ଚାଳକ ଙ୍କୁ ବଞ୍ଚାଇବା କୁ ଯାଇ ନିଜେ ଗୋଟିଏ ଖାଲ ରେ ଗାଡ଼ି ପୁରାଇ ଦେଇ ଥିଲେ।
ଏହା ପରେ ଗାଡ଼ି ଟି ସିଧା ସଳଖ ଖାଲ ଭିତରେ ପଡ଼ି ଯାଇ ଥିଲା।ଯାତ୍ରୀ ମାନେ ଅଧିକ ଭୟବିତ ହୋଇ ବାହାରକୁ ଆସିବା ପାଇଁ ଚେଷ୍ଟା କରୁ ଥିଲେ।ହେଲେ ବାହାରକୁ ଆସିବା ସମ୍ଭବ ପର ନ ଥିଲା।
Gh
ବସ୍ ର କାଚ ଭାଙ୍ଗି କିଛି ଲୋକ ମାନେ ସେମାନଙ୍କୁ ଉଦ୍ଧାର କରି ଥିଲେ।ସଙ୍ଗେ ସଙ୍ଗେ ସେମାନଙ୍କୁ ନିକଟସ୍ଥ ଖୋର୍ଦ୍ଧା ଡାକ୍ତରଖାନା ରେ ଭର୍ତି କରା ଯାଇ ଥିଲା।ଏହି ଦୁର୍ଘଟଣା ରେ କୌଣସି ଲୋକ ମୃ-ତ୍ୟୁ ବରଣ କରି ନାହାନ୍ତି ବୋଲି ଶୁଣା ଯାଉଚି।
ଆହତ ଲୋକ ମାନଙ୍କୁ ଦେଖିବା ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ମିଶ୍ର ଯାଇ ଥିଲେ।ସେଠାରେ ସେ ଡାକ୍ତର ମାନଙ୍କ ସହିତ କଥା ହେବା ସହିତ ଆହତ ଲୋକ ମାନଙ୍କ ସହିତ କଥା ହୋଇ ଥିଲେ।
ଏହା ପରେ ସେ ସେଠାରୁ ଫେରି ଯାଇ ଥିଲେ।ତାଙ୍କର ଏଭଳି କାର୍ଯ୍ୟ କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement