Apr 4, 2024, 01:21 IST

ଅପରାଜିତାଙ୍କୁ ମନ୍ମଥଙ୍କ ତେରଛା ବାଣ..ସେ ଅନ୍ୟକୁ ଟାର୍ଗେଟ କରୁଛନ୍ତି ହେଲେ ନିଜେ କଣ କରିଛନ୍ତି ପ୍ରଚାର ଆଉ ରାଲି ଛଡ଼ା ସେ କଣ କରିଛନ୍ତି

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିଜେଡ଼ି ପ୍ରାର୍ଥୀ ମନ୍ମଥ ରାଉତରାୟ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। କାରଣ ସେ ହେଉଛନ୍ତି ବିଜେଡିର ଜଣେ ବରିଷ୍ଠ ଓ ନାମୀଦାମୀ ନେତା ଅଟନ୍ତି।
ସେ ଏବେ ପ୍ରଚାର ଆରମ୍ଭ କରି ସାରିଛନ୍ତି। ବହୁତ୍ ଭାବି ଚିନ୍ତି ଭଲ ଭଲ ପ୍ରାର୍ଥୀ ମାନଙ୍କୁ ଚୟନ କରାଯିବ ବୋଲି ସେ କହିଥିଲେ। ଏହା ମଧ୍ୟ କହିଥିଲେ କି କୌଣସି ଗୋଟେ ଟିକେଟ ନଷ୍ଟ ହେବ ନାହିଁ ବୋଲି।
Hh
ସେ ବିଜୁ ଜନତା ଦଳ ଉପରେ ସଂପୂର୍ଣ୍ଣ ଭାବରେ ଭରଷା ରଖିବା କଥା ମଧ୍ୟ କହିଥିଲେ। ସେ ବିଜେଡିର ଜଣେ ନୂଆ ପ୍ରାର୍ଥୀ ହୋଇ ମଧ୍ୟ ତାଙ୍କୁ ବିଜେଡ଼ି ରେ ସଂପୂର୍ଣ୍ଣ ଭାବରେ ସମ୍ମାନ ମିଳୁଥିବା କଥା ମଧ୍ୟ ସେ କହିଥିଲେ।
ଯେତେବେଳେ ତାଙ୍କୁ ପଚରା ଯାଇଥିଲା କି ଭୁବନେଶ୍ୱର ବିଧାନ ସଭାରେ ତାଙ୍କୁ ନୂଆ ଚେହେରା ଦେଖିବାକୁ ମିଳିବ ନା ନାହିଁ ସେତେବେଳେ ସେ କହିଥିଲେ କି ଏହା ସମସ୍ତଙ୍କ ପାଇଁ ଏକ ସରପ୍ରାଇଜ ଅଛି।
ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଘୋଷଣା କରିବେ ସେତେବେଳେ ସମସ୍ତଙ୍କୁ ମଜା ଲାଗିବ ବୋଲି ସେ ଏକଥା କହିଥିଲେ। ବିଜୁ ଜନତା ଦଳରେ ଗୋଟେ ଗୋଟେ ଆସନ ପାଇଁ ଅନେକ ଅନେକ ପ୍ରାର୍ଥୀ ମାନେ ମଧ୍ୟ ଅଛନ୍ତି।
Gh
ଯେତେବେଳେ ତାଙ୍କୁ ବିରୋଧୀ ଦଳ ମାନଙ୍କ ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ କି ତାଙ୍କୁ ପ୍ରଚାର ଓ ରାଲି ଛଡା ଆଉ କିଛି ହେଲେ ମଧ୍ୟ ଆସେ ନାହିଁ ତାଙ୍କ ନିକଟରେ ସେଭଳି କୌଣସି ମ୍ୟାଟେରିଆଲ ଦେଇ ନାହାନ୍ତି।
ସେ କହିଥିଲେ କି ସବୁବେଳେ ସେ ହୃଦୟକୁ ଛୁଇଁଲା ଭଳି କାମ କରନ୍ତି। ସେଥିପାଇଁ ପ୍ରକୃତରେ ବସି ସେବା କରିବା ଆବଶ୍ୟକ କେବଳ ମିଡ଼ିଆ ସାମ୍ନାରେ ବସି ରାଲି କରିଦେଲେ କିଛି ହେବ ନାହିଁ।ମନ୍ମଥ ରାଉତରାୟ ଏହା କହିଥିଲେ କି ସେ ସେଭଳି ଲୋକ ନୁହଁନ୍ତି ।
ଆଉ ସେଭଳି ବ୍ୟକ୍ତିତ୍ଵ ମଧ୍ୟ ସେ କେବେ ହେଲେ ମଧ୍ୟ ହେବା ପାଇଁ ଚାହୁଁ ନାହାଁନ୍ତି। ତେବେ ତାଙ୍କୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement