Dec 17, 2023, 12:20 IST

ମାନିବାକୁ ପଡ଼ିବ ଆମ ପ୍ରିୟ ପାଣ୍ଡିଆନ ଙ୍କୁ, ଓଡ଼ିଶା ବାସୀ ଙ୍କ ପାଇଁ ଏତେ ସବୁ କରିଲା ପରେ ବି ତାଙ୍କ ମନ ରେ ଟିକେ ବି ଗର୍ବ ନାହିଁ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ 5T ସଚିବ ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କ ସମ୍ପର୍କରେ କହିବାକୁ ଯାଉଛୁ। ତାଙ୍କର ପଦବୀ ଲକ୍ଷ ନୁହେଁ ବରଂ ତାଙ୍କର ଲକ୍ଷ ହେଉଛି ସେବା। ସେଥିପାଇଁ ସେ ନିର୍ବାଚନ ମଧ୍ୟ ଲଢ଼ିବେ ନାହିଁ।
Special Report
ସେ କେବଳ ଓଡ଼ିଶା ବିକାଶର ସାରଥୀ ହୋଇ ହିଁ ରହିବେ। ଲୋକ ମାନଙ୍କ ସେବାରେ ମଧ୍ୟ ସେ ନିଜକୁ ଲିପ୍ତ କରି ରଖିବେ।୧୪୭ ଶାସନରେ ରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ଛିଡା ହେବେ।
ସେ ଯାହାବି କିଛି କରିଛନ୍ତି ସବୁ ପଛରେ ସେବା ଓ ସମର୍ପଣର ଉଦ୍ଦେଶ୍ୟ ରହିଛି। ସେ ଯେବେଠୁ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ହେଲେଣି ନୁଆ ଓଡ଼ିଶାର ଗଠନ ଦିଗରେ ନିଜକୁ ସେ ସମର୍ପଣ କରି ଦେଇଛନ୍ତି।
ନିଃସ୍ୱାର୍ଥପର , ନିର୍ଦ୍ଵନ୍ଦରେ ସେ ଓଡ଼ିଶା ପାଇଁ କାମ କରି ଚାଲିଛନ୍ତି। ବିକାଶ ରଥର ସାରଥୀ ସାଜି ସେ ବିକାଶ ରୁପି ରଥକୁ ଚଳାଉଛନ୍ତି। ସେ ସେବା ଓ ସମର୍ପଣ ର ମନୋଭାବ ନେଇ ଆଗକୁ ବଢ଼ିବାରେ ଲାଗିଛନ୍ତି।
Special Report
ଏହା ବଦଳରେ ତାଙ୍କୁ ଅନେକ ସମାଲୋଚନା ର ଶିକାର ହେବା ପାଇଁ ମଧ୍ୟ ପଡିଛି। ହେଲେ ସେ ମହାବାହୁ ଜଗନ୍ନାଥ ଙ୍କ ନିକଟରେ ନିଜକୁ ସମର୍ପଣ କରି ସେ ଆଗକୁ ଚାଲି ଯାଉଛନ୍ତି। ଓଡ଼ିଶା ର ବିକାଶ ହିଁ ତାଙ୍କର ଏକମାତ୍ର ଲକ୍ଷ ଅଟେ।
ମୁଖ୍ୟମନ୍ତ୍ରୀ ଙ୍କ ତ୍ୟାଗ ପାଣ୍ଡିଆନ ଙ୍କୁ ବେଶ ଅନୁପ୍ରାଣିତ କରି ଚାଲିଛି। ଓଡ଼ିଶାରେ କାର୍ଯ୍ୟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିକଟରେ କାମ କରିବାର ସୁଯୋଗ ପାଇ ସେ ଖୁବ ଗର୍ବିତ ମଧ୍ଯ।
ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ଶାସନ ଢାଞ୍ଚା କୁ ବଦଳାଇ ରାଜ୍ୟରେ ବିକାଶର ଦିଗରେ ଅଗ୍ରସର କରିବାରେ ଭିକେ ପାଣ୍ଡିଆନ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିପାଇଁ ସେ ଖୁବ ଗର୍ବିତ ମଧ୍ୟ।
ଆଉ ସେ ଆଗକୁ ମଧ୍ୟ ଆହୁରି ଓଡ଼ିଶାରେ ବିକାଶ ମୂଳକ କାର୍ଯ୍ୟ କରିବାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement