Updated: Jan 22, 2024, 09:12 IST

ମାଳଦ୍ଵିପ ରେ ଥିବା ଭାରତୀୟ ଙ୍କୁ ବାହାରିଯିବା କୁ କହିଲେ ସେଠିକାର ରାଷ୍ଟ୍ରପତି, ମୋଦୀ କହିଲେ ତତେ ଫିନିସ କରିଦେବି

Maldivs

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଭାରତ ଓ ମାଳଦ୍ଵିପ ର ସମ୍ପର୍କ।ଉଭୟ ରାଷ୍ଟ୍ର ଭିତରେ ଗୋଟିଏ ଭଲ ସମ୍ପର୍କ ରହିଥିଲା।ଏବେ ଏହି ସମ୍ପର୍କ ରେ ଭଟ୍ଟା ପଡ଼ିବାକୁ ଯାଉଛୁ।୧୯୮୮ ରେ ମାଳଦ୍ୱିପ ର ରାଷ୍ଟ୍ରପତି ଅହମ୍ମଦ କହିଥିଲେ କି ଭାରତୀୟ ସେନା ମାଳଦ୍ଵିପ ଆସି ରୁହନ୍ତୁ।

 

Sjsjs

ଦେଶ ର ସୁରକ୍ଷା ପାଇଁ ସେମାନେ ଏଠାରେ ରୁହନ୍ତୁ।ସେମାନଙ୍କ ଠାରୁ ଆମେ ଅନେକ କିଛି ଶିଖିବାକୁ ପାଇବୁ।ସେ ସମୟ ରେ ଏହି କଥା ରେ ସମସ୍ତେ ରାଜି ହୋଇ ଯାଇଥିଲେ।ଭାରତୀୟ ସେନା ଯାଇ ସେଠାରେ ରହିଥିଲା।

ଏବେ ଏହି କଥା କୁ ନେଇ ବିବାଦ ଦେଖା ଯାଉଛି। ମାଳଦ୍ଵିପ ରେ ବର୍ତ୍ତମାନ ନୂଆ ଶାସକ ନିଯୁକ୍ତି ହୋଇଛନ୍ତି।ତାଙ୍କ ନାମ ହେଉଚି ମହମ୍ମଦ ମାଇଜୁ ଗାଦି ସମ୍ଭାଳିବା ଦିନ ଠାରୁ ବିବାଦ ବଢିବାରେ ଲାଗିଚି।ସେ ଏବେ ଚିନ ଗସ୍ତରେ ରେ ଯାଇଛନ୍ତି।ସେଠାରେ ରହି ସେ କହିଛନ୍ତି କି ମୁଁ ନିଜ ଦେଶ କୁ ଫେରିବା ପୂର୍ବ ରୁ ଭାରତ ତାର ସେନା କୁ ନିଜ ଦେଶ କୁ ଫେରାଇ ନେଉ।ନ ହେଲେ କିଛି ବି ଭଲ ହେବ ନାହିଁ।
Heeh
ଏ ନେଇ ଅନେକ ବିବାଦ ଆଗରୁ ମଧ୍ୟ ଦେଖା ଦେଇଥିଲା।ଏବେ ପୁଣି ଥରେ ଏହି ବିବାଦ ଦେଖା ଦେଇଛି।ରାଷ୍ଟ୍ରପତି ଙ୍କ ଏଭଳି କଥା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପୂର୍ବ ରୁ ମଧ୍ୟ ଭାରତ ର ୭୭ ସେନା ଙ୍କୁ ପ୍ରତ୍ୟାହାର କରାଇ ନେବା ପାଇଁ କହିଥିଲେ ମାଇଜୁ ସରକାର।ଏବେ ପୁଣି ଥରେ ସେ ଏଭଳି କଥା କହିଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ପ୍ରତିରକ୍ଷା କ୍ଷେତ୍ର ରେ ଭାରତ ଓ ମାଳଦ୍ଵିପ ର ଆଗରୁ ମଧ୍ୟ ଅନେକ ଇତିହାସ ରହିଛି।ଇତିହାସ କୁ ଦେଖିଲେ ଭାରତ ଓ ମାଳଦ୍ଵିପ ର ବହୁତ ଭଲ ସଂପର୍କ ରହିଥିଲା।
ଉଭୟ ପରସ୍ପର କୁ ସବୁବେଳେ ସାହାର୍ଯ୍ୟ କରୁଥିଲା।ତେବେ ଆଜି କାହିଁକି ସେଠାକାର ସରକାର ଏପରି କହିଛନ୍ତି ତାହା ଜଣା ପଡି ନାହିଁ।ଏହି କଥା କୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ କଥା କୁହା ଯାଇଚି।
ଆଗରୁ ବିଦ୍ରୋହୀ ଗୋଷ୍ଠୀ ରାଷ୍ଟ୍ରପତି ଙ୍କୁ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ।ଏହି ସମୟ ରେ ଭାରତ ସେମାନଙ୍କୁ ସାହାର୍ଯ୍ୟ କରିଥିଲା।ହେଲେ ସେମାନେ ଏବେ ଏହି କଥା କୁ ନେଇ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି।
ଏହା ପୂର୍ବ ରୁ ଅନେକ ଥର ସେଠାକାର କିଛି ଲୋକ ମାନେ ଭାରତୀୟ ସେନା ଙ୍କୁ ନିଜ ଦେଶ ରୁ ବାହାର କରିବା ପାଇଁ କହିଥିଲେ।ଏହାକୁ ନେଇ ସେଠାରେ କେତେ ଥର ଆନ୍ଦୋଳନ ମଧ୍ୟ ହୋଇଛି।

Advertisement