ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଆଗକୁ ନିର୍ବାଚନ ରହିଛି।ଏବେ ଠାରୁ ରାଜନୈତିକ ଦଳ ମାନେ ନିଜ ପ୍ରଚାର ଆରମ୍ଭ କରି ଦେଇଛନ୍ତି।ପୁଣି ଥରେ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି।
ମହିଳା ମାନଙ୍କୁ ଦିଆ ଯିବ ୩୦୦୦ ଟଙ୍କା।ନିକଟ ରେ ରାଜ୍ୟ ସରକାର ସ୍କୁଲ କଲେଜ୍ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂଆ ଯୋଜନା କରି ଥିଲେ।ଏବେ ଏହି ଯୋଜନା ରେ ସାମିଲ ହେବାକୁ ଯାଉଛନ୍ତି ମହିଳା ମାନେ।ଗତ କାଲି ମିଶନ ଶକ୍ତି ର ମହିଳା ମାନଙ୍କ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ ମହିଳା ମାନଙ୍କ ସୁବିଧା ପାଇଁ ସରକାର ଏକ ଯୋଜନା ପ୍ରଣୟନ କରିଛନ୍ତି।ଏହି ଯୋଜନା ରେ ମହିଳା ମାନଙ୍କୁ କିଛି ଟଙ୍କା ଯୋଗାଇ ଦିଆ ଯିବ।ପ୍ରଥମେ ଏକ ହଜାର ଟଙ୍କା ସେମାନଙ୍କ ଖାତା କୁ ଯିବ।ଏହା ପରେ ସେମାନେ ଏହି ଟଙ୍କା ରେ ସେମାନଙ୍କ ପାଇଁ ୟୁନିଫର୍ମ କିଣିବେ।
ଏହାର କିଛି ଦିନ ପରେ ସେମାନଙ୍କ ଖାତା କୁ ପୁନର୍ବାର ଦୁଇ ହଜାର ଟଙ୍କା ଦିଆ ଯିବ।ଏଥିରେ ସେମାନେ ବ୍ଲେଜର କିଣିବେ।ଏହି ପରି ଭାବେ ସେମାନଙ୍କୁ ତିନି ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ।ଏହା ଶୁଣିବା ପରେ ମିଶନ ଶକ୍ତି ମହିଳା ମାନେ ବହୁତ ଖୁସି ହୋଇ ଯାଇଛନ୍ତି।
ଏହି ଯୋଜନା ରେ ୭୦ ହଜାର ମହିଳା ଉପକୃତ ହେବେ।ପ୍ରଥମେ ୭୨୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାଜ୍ୟ କ୍ୟାବିନେଟ୍ ଘୋଷଣା କରିଛି।ଏହା ଛଡ଼ା ଏଠାରେ କିଛି କଳାକାର ମାନଙ୍କ ପାଇଁ ମଧ୍ୟ ଭତ୍ତା ର ବ୍ୟବସ୍ଥା କରା ଯାଇଛି।
କଳାକାର ମାନେ ମାସକୁ ଏଥର ଦୁଇ ୨୦୦୦ ଟଙ୍କା ପାଇବେ।ଆଗକୁ ୮୦ ବର୍ଷ ହୋଇଥିବା ବୃଦ୍ଧା ମାନଙ୍କ ପାଇଁ ୨୫୦୦ ଟଙ୍କା ଘୋଷଣା କରା ଯାଇ ଥିଲା।ରାଜ୍ୟ ସରକାର ଏହାକୁ ଘୋଷଣା କରି ଥିଲେ।
ଏବେ ଆଉ ଏକ ଯୋଜନା ଆସିଚି।ଏଥିରେ ମିଶନ ଶକ୍ତି ର ମହିଳା ମାନେ ଉପକୃତ ହେବେ।ମାସ କୁ ୩୦୦୦ ଟଙ୍କା ସେମାନେ ପାଇବେ।ଏହାକୁ ଶୁଣି ସାରିବା ପରେ ସେମାନେ ବହୁତ ଖୁସି ହୋଇ ଯାଉଛନ୍ତି।ଏବେ ସେମାନଙ୍କର କିଭଳି ଉନ୍ନତି ହୋଇ ପାରିବ ତାହା ଉପରେ ରାଜ୍ୟ ସରକାର ଯୋଜନା କରିଛନ୍ତି।