Feb 12, 2024, 08:45 IST

ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଘର ପରିବାର ସମ୍ପତି ପରିମାଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନବୀନ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ମାସ ୧୬ ତାରିଖରେ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।ତାଙ୍କ ବାପାଙ୍କୁ ମଧ୍ୟ ଆପଣମାନେ ବହୁତ ଭଲ ଭାବରେ ଜାଣିଥିବେ ।
Special report
ଆମ ଓଡ଼ିଶାର ଗୈାରବ ବିଜୁ ପଟ୍ଟନାୟକ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ଏବଂ ମାଆଙ୍କ ନାଁ ଜ୍ଞାନ ପଟ୍ଟନାୟକ । ଆପଣମାନେ ଏହା ଜାଣି ନଥିବେ ଯେ ନବୀନ ପଟ୍ଟନାୟକଙ୍କ ମା ଜ୍ଞାନ ପଟ୍ଟନାୟକ ସେ ଜଣେ ପଞ୍ଜାବୀ ଥିଲେ।
ନବୀନ ପଟ୍ଟନାୟକ ତାଙ୍କର ପ୍ରାରମ୍ଭିକ ଶିକ୍ଷାର ଆରମ୍ଭ ଡେରାଡୁନର ସ୍କୁଲରୁ କରିଥିଲେ । ତାପର ସେ ଦିଲ୍ଲୀରେ ବିଏ ପାସ୍ କରିଥିଲେ । ନବୀନ ପଟ୍ଟନାୟକ ଜଣେ ଲେଖକ ଥିଲେ ଏବଂ ରାଜନୀତି ଠାରୁ ଦୂରରେ ରହୁଥିଲେ କିନ୍ତୁ
Special report
୧୯୯୭ ମସିହାରେ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ମୃ-ତ୍ୟୁ ପରେ ତାଙ୍କର ଇଚ୍ଛା ନଥିଲେ ମଧ୍ୟ ସେ ରାଜନୀତିରେ ପାଦ ଦେଇଥିଲେ ଏବଂ ବାପାଙ୍କ ଗୋଟିଏ ବର୍ଷ ମୃ-ତ୍ୟୁ ପରେ ବାପାଙ୍କ ନାମରେ ବିଜୁ ଜନତା ଦଳ ଗଠନ କରିଥିଲେ ।
ତାଙ୍କର ରାଜନୈତିକ କ୍ୟାରିଅର ତାଙ୍କୁ ଲୋକପ୍ରିୟତା ଆଣି ଦେଇଛି। ଏହା ସହିତ ସେ ଓଡ଼ିଶାରେ ୪ଥର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ଏହାପରେ ସେ ୨୦୨୧ ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଛନ୍ତି।
Special report
ବାପାଙ୍କ ମୃ-ତ୍ୟୁ ପରେ ସେ ଆସ୍କା ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ତାପରେ ସେ ବିଜେଡି ଦଳ ପାଇଁ ଲଢିଥିଲେ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ।
Special report
ନବୀନ ନୀଜର ଦକ୍ଷତା ପାଇଁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ଅନେକ ଗୁଡ଼ିଏ ବହି ଲେଖିଛନ୍ତି। ତାଙ୍କର ବର୍ତ୍ତମାନର ସମ୍ପତ୍ତି ୫୦ କୋଟିରୁ ଉର୍ଦ୍ଧ୍ବ।
ମୁଖ୍ୟମନ୍ତ୍ରୀ ତାଲିକା ଅନୁଯାୟୀ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପାଖାପାଖି ୨୫ଲକ୍ଷ ଟଙ୍କା ରହିଛି। ଏହାସହିତ ତାଙ୍କ ପାଖରେ ୨ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ରହିଛି। ଏବଂ ଦିଲ୍ଲୀ ଏବଂ ଭୁବନେଶ୍ବରରେ ତାଙ୍କ ଘର ଅଛି।

Advertisement