Jan 5, 2024, 12:57 IST

ଖୁବ୍ ଶୀଘ୍ର ଜେଲ୍ ଯାଇ ପାରନ୍ତି ଅରବିନ୍ଦ କେଜରିୱାଲ, ଡରି ଡରି ବଞ୍ଚୁଛନ୍ତି ଅରବିନ୍ଦ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ଭଲ ଭାବେ ଜାଣି ଥିବେ।ଏବେ ସେ ଅବକାରୀ ଦୁର୍ନୀତି ମାମଲା ରେ ଫସି ଯାଇଛନ୍ତି।ସେ ଆମ ଆଦମୀ ପାର୍ଟି ର ଜଣେ ଭଲ ନେତା ରୂପେ ପରିଚିତ।
Special Report
ସବୁବେଳେ ଦୁର୍ନୀତି ବିରୋଧ ରେ ସ୍ୱର ଉତ୍ତୋଳନ କରୁଥିବା ଅରବିନ୍ଦ କେଜ୍ରିୱାଲ ଏବେ ନିଜେ ଏହାରି ଭିତରେ ପଶି ଯାଇଛନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଚି।କେବଳ ଅରବିନ୍ଦ କେଜ୍ରିୱାଲ ନୁହଁନ୍ତି।ରାଜ୍ୟ ଜମି ଦୁର୍ନୀତି ଅନ୍ୟ ଜଣେ ନେତା ମଧ୍ୟ ଫସି ଯାଇଛନ୍ତି।ସେ ହେଉଛନ୍ତି ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୁରେନ୍।
ଉଭୟ ଇଡି ର ବାରମ୍ବାର ସମନ ପରେ ମଧ୍ୟ ହାଜର ହେଉ ନାହାନ୍ତି।ଇଡି ଅନେକ ଥର ଆମ ଆଦମୀ ପାର୍ଟି ର ନେତା ମାନଙ୍କ ଘରେ ରେଡ କରି ସାରିଛି।ହେଲେ ଏ ଯାଏଁ ତାଙ୍କୁ କୌଣସି ପ୍ରକାର ସୂଚନା ମିଳି ପାରି ନାହିଁ।
କୁହା ଯାଉଛି ଯେ ଅରବିନ୍ଦ କେଜ୍ରିୱାଲ ଇଡି ରେ ଉପସ୍ଥିତ ନ ହୋଇ ନିଜ ପାଇଁ ବିପଦ କୁ ଡାକି ଆଣୁଛନ୍ତି।ନିକଟ ରେ ସେ ଗୋଟିଏ ପ୍ରେସ ମିଟ ଡକାଇ କହିଥିଲେ କି ଇଡି ଅନେକ ଥର ମୋତେ ସମନ ପଠାଇ ଅଛି।ହେଲେ ମୁଁ ଯିବି ନାହିଁ।ମୁଁ କୌଣସି ପ୍ରକାର ଭୁଲ କରି ନାହିଁ।ଏହା ହେଉଚି ବିଜେପି ର ଗୋଟିଏ ଚକ୍ରାନ୍ତ।
Special Report
ସେ ଜାଣି ଶୁଣି ମୋତେ ଫସାଇ ବାକୁ ଚେଷ୍ଟା କରୁଛି।ଅନେକ ଥର ଇଡି ପକ୍ଷରୁ ମୋତେ ଜେରା କରା ଯାଇଛି।ହେଲେ ଏ ନେଇ ଇଡି କୁ କୌଣସି ସୂଚନା ମିଳି ପାରି ନାହିଁ।ହେଲେ ସେ କାହିଁକି ଏତେ ଥର ସମନ ପଠାଉଛି।କିନ୍ତୁ ଅନ୍ୟ ବରିଷ୍ଠ ନେତା ମାନେ କହିଛନ୍ତି କି ଅରବିନ୍ଦ କେଜ୍ରିୱାଲ ଙ୍କୁ ଇଡି ରେ ଉପସ୍ଥିତ ହେବା ଜରୁରୀ।
ଯଦି ସେ ଏପରି ନ କରନ୍ତି।ତାଙ୍କୁ ଇଡି ଗିରଫ କରି ପାରେ।ତେଣୁ ନିଜ ପକ୍ଷରୁ କୌଣସି ପ୍ରକାର ଭୁଲ କରିବା ଉଚିତ ନୁହେଁ ବୋଲି ସେମାନେ କହିଥିଲେ।ଯାହାକୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।
ସେହି ପରି ଅନ୍ୟ ପଟେ ହେମନ୍ତ ସୁରେନ୍ ଆଗରୁ ସତର୍କ ହୋଇ ଯାଇଛନ୍ତି।ଅନେକ ଥର ଇଡି ତାଙ୍କ ପାଖକୁ ସମନ ପଠାଇ ଅଛି।ହେଲେ ସେ ଏହାକୁ ଗୁରୁତ୍ବ ଦେଇ ନାହାନ୍ତି।ରାଜ୍ୟ ଜମି ଦୁ-ର୍ନୀ-ତି ମାମଲା ରେ ସେ ଫସି ଯାଇ ଛନ୍ତି।
ନିଜ ଗିରଫ କଥା ଭାବି ସେ ଆଗୁଆ ଜାମିନ ଆବେଦନ କରି ସାରିଛନ୍ତି।ଏହା ପରେ ତାଙ୍କ ନିକଟ ରେ ଥିବା ଲୋକ ଙ୍କ ଘରେ ଇଡି ରେଡ ମଧ୍ୟ କରି ସାରିଛି।ଏବେ ଦେଖିବାକୁ ବାକି ରହିଲା କେବେ ଏହି ଦୁଇ ମୁଖ୍ୟ ମନ୍ତ୍ରୀ ଙ୍କ ଘରେ ଇଡି ରେଡ କରୁଛି।

Advertisement