Mar 27, 2024, 09:13 IST

ଅଡ଼ୁଆ ବଢ଼େଇଲା କେଜରିୱାଲ ଙ୍କ ଚିଠି..ମୁଁ ଯାଉଚି ତମେ ସବୁ ଭଲ ରେ ରହିବ..

Tt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Y
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଅଡୁଆରେ ଦିଲ୍ଲୀ ସରକାରର ଜଳମନ୍ତ୍ରୀ ଆତିଶୀ ମର୍ଲେନା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଜଳ ସମସ୍ୟାର ସମାଧାନ ପାଇଁ ବିଭାଗର ମନ୍ତ୍ରୀ ଆତିଶୀ ମର୍ଲେନାଙ୍କୁ ଲେଖିଥିବା ଚିଠିର ତଦନ୍ତ କରିବ ଇଡି। 
ଗତକାଲି ଆତିଶୀ ଦାବି କରିଥିଲେ ଯେ, ମୁଖ୍ୟମନ୍ତ୍ରୀ ହେପାଜତରେ ଥାଇ ଦିଲ୍ଲୀବାସୀଙ୍କ ପିଇବା ପାଣି ନେଇ ଚିନ୍ତିତ। ଏହାପରେ କେଜ୍ରିୱାଲ ଲେଖିଥିବା ଏକ ଚିଠିକୁ ଦେଖାଇଥିଲେ। ଏବେ ଏହାକୁ ନେଇ ଇଡି ସନ୍ଦେହ ପ୍ରକାଶ କରିଛି।
Yh
ହେପାଜତରେ ଥିବା ବେଳେ କୌଣସି ଷ୍ଟେସନାରୀ ଜିନିଷ ଅନୁମତି ନାହିଁ। ତେଣୁ ଆତିଶୀଙ୍କୁ ଇଡି ପଚରାଉଚରା କରିବ ବୋଲି ଜଣାପଡିଛି। ଗତକାଲି ଆମ୍ ଆଦମୀ ପାର୍ଟି କହିଥିଲା, କେଜ୍ରିୱାଲ ତାଙ୍କ ଓକିଲଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। 
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲ ଗିରଫ ହୋଇଛନ୍ତି। ୨୮ ତାରିଖ ଯାଏ ଏବେ ସେ ଇଡି ହେପାଜତରେ ରହିଛନ୍ତି। ସେ ଜେଲରେ ଥାଇ ସରକାର ଚଳାଇବେ ବୋଲି ନିଷ୍ପତି ନେଇଥିବା ଆପ୍ କହିଛି।
ବିରୋଧୀ କିନ୍ତୁ ଏହାକୁ ବିରୋଧ କରୁଛନ୍ତି। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦରକାର ବୋଲି ଦାବି କରିଛି ବିଜେପି। ଏହାକୁ ନେଇ କୋର୍ଟରେ ଏକ ପିଆଇଏଲ ମଧ୍ୟ ଦାୟର ହୋଇଛି।

Advertisement