Apr 10, 2024, 11:26 IST

ଜେ-ଲ ରେ କେଜରିୱାଲ ଦେଲେ ରଣ ହୁଙ୍କାର...ସ୍ବାଧୀନତା ସଂଗ୍ରାମୀ ଜେ-ଲ୍ ଯାଇଥିଲେ, ମୁ ବି ଜେ-ଲ୍ ରେ.. କଣ ହେଲା ସେଇଠୁ

Gh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ନେଇ ଏବେ ସବୁଠାରେ ଚର୍ଚ୍ଚା।ହାଇକୋର୍ଟ ଦ୍ବାରା ତାଙ୍କୁ ଲାଗିଚି ବଡ ଝଟକା।
ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କିଛି ଦିନ ହେବ ତାଙ୍କୁ ଇଡି ରେ ଉପସ୍ଥିତ ହେବା ପାଇଁ କୁହା ଯାଇ ଥିଲା।ତାଙ୍କ ଉପରେ ଅନେକ ଦୋଷ ଲାଗି ଥିଲା।ତେବେ ଏହାକୁ ବେଖାତିର କରି ଥିଲେ ଅରବିନ୍ଦ କେଜରିୱାଲ।ଇଡି ର ବାରମ୍ବାର ସମନ୍ ସତ୍ତ୍ୱେ ସେ ସେଠାରେ ଉପସ୍ଥିତ ହେଉ ନ ଥିଲେ।
Gh
ଏହା ପରେ ସେ ହାଇକୋର୍ଟ ର ଦ୍ବାରସ୍ଥ ହୋଇ ଥିଲେ।ଏବେ ଏହାକୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉଛି।ହାଇକୋର୍ଟ ଅରବିନ୍ଦ କେଜରିୱାଲ ଙ୍କୁ ଦେଇଚି ଏକ ବଡ ଝଟକା।ସେ କରି ଥିବା ଅଭିଯୋଗ ହାଇକୋର୍ଟ ଖାରଜ କରି ଦେଇଚି।
ମଙ୍ଗଳବାର ଏହି ଘଟଣା ର ରାୟ ପ୍ରକାଶ ପାଇ ଥିଲା।ଏଥିରେ ହାଇ କୋର୍ଟ ଅରବିନ୍ଦ କେଜରିୱାଲ ଙ୍କ ସମନ କୁ ଖାରଜ କରି ଦେଇ ଥିଲା।ସେ ଏଥିରେ ଇଡି ଦ୍ଵାରା ଗିରଫ ହେବା ର ନିଷ୍ପତି କୁ ବିରୋଧ କରି ଥିଲେ।ତାଙ୍କ କହିବା ଅନୁଯାୟୀ ତାଙ୍କ ନିଜର କୌଣସି ଭୁଲ ନାହିଁ।
Bh
ତାଙ୍କୁ ଏଥିରେ ଫସାଇବା ପାଇଁ ଚେଷ୍ଟା କରା ଯାଉଛି।ତେବେ ହାଇକୋର୍ଟ ର ରାୟ ଅନୁସାରେ ଇଡି ଦ୍ଵାରା ଯେଉଁ ପ୍ରମାଣ ସଂଗ୍ରହ କରା ଯାଇ ଥିଲା।ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ଅନ୍ୟ ସାଥି ମାନଙ୍କ ସହିତ ମିଶି ନଷ୍ଟ କରିବାକୁ ଚେଷ୍ଟା କରି ଛନ୍ତି।
ଏହାକୁ ସହଜ ରେ ଗ୍ରହଣ କରା ଯାଇ ପାରିବ ନାହିଁ।ଏହା ଛଡ଼ା ସେ କୌଣସି କାମ କରିବା ପାଇଁ ଲୋକ ମାନଙ୍କ ଠାରୁ ଟଙ୍କା ଲୁଟି ନେଇ ଥାଆନ୍ତି।ଏପରି ବହୁତ ଅପରାଧ ମୂଳକ କାମ ରେ ସେ ଲିପ୍ତ ଅଛନ୍ତି।ହାଇକୋର୍ଟ ତାଙ୍କ ବିରୋଧ ରେ ଅଧିକ ରୁ ଅଧିକ ତଥ୍ୟ ସଂଗ୍ରହ କରୁ।
ଏହା ପରେ ଜଣା ପଡିଚି କି ଆମ ଆଦମୀ ପାର୍ଟି ହାଇକୋର୍ଟ ର ନିଷ୍ପତି କୁ ବିରୋଧ କରି ବୁଧବାର ଦିନ ସୁପ୍ରିମ କୋର୍ଟ କୁ ଯିବ।ତେବେ ଦେଖିବାକୁ ବାକି ରହିଲା ଏହାର ସମାଧାନ କେବେ ହେଉଚି।

Advertisement