ନମସ୍କାର ପାଠକ ବନ୍ଧୁ। ରାଜନୀତିକ ବିଶ୍ଲେଶକ ରବି ଦାସ ଏଭଳି କିଛି କଥା କହିଥିଲେ ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ସେ କହିଥିଲେ କି ଅରବିନ୍ଦ କେଜରିୱାଲ ଙ୍କ ଭିତରେ ନିଶ୍ଚିତ ଭାବରେ ଏକ ଆଶଙ୍କା ଅଛି ଆପ୍ ଭିତରେ ମଧ୍ୟ ରହିଛି।
ଯେତେ ସିବିଆଇ ଯାଞ୍ଚ୍ କରିଛନ୍ତି ଅରବିନ୍ଦ କେଜରିୱାଲ ଙ୍କ ନିକଟରେ ମନି ଲେଣ୍ଡରିଂ ର କୌଣସି ପଇସା ନାହିଁ ବୋଲି ଏହା ଜଣା ପଡ଼ିଛି। ହେଲେ ଆପ ର ଗୋଟେ ପରେ ଗୋଟେ ନେତା ଏବେ ଗିରଫ ହେଉଛନ୍ତି।
ଯେପରି କି ସଞ୍ଜୟ ସିଂହ ଏବେ ଗିରଫ ହୋଇ ଅଛନ୍ତି। ମନିଶିଶ୍ୟ ଦେବ ମଧ୍ୟ ଗିରଫ ହୋଇ ରହିଛନ୍ତି। ସେଥିପାଇଁ ରବି ଦାସ ପ୍ରଶ୍ନ କରିଛନ୍ତି କି ସେ କ୍ଷେତ୍ରରେ ଏବେ ଆପ କଣ କରିବ?
ମନିଶିଶ୍ୟ ଦେବ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ବାଧ୍ୟ ହୋଇ ତାଙ୍କ ଜାଗାରେ ଏକ ନୁଆ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଲେ। ହେଲେ ମୁଖ୍ୟମନ୍ତ୍ରୀ ଙ୍କ ଘଟଣାରେ ଆପ ସେଭଳି ଭାବରେ ପଦକ୍ଷେପ ନେବ ନାହିଁ ବୋଲି ମଧ୍ୟ ସେ ଏହା ବାରଣ କରିଥିଲେ।
କାରଣ ଆପ ଦଳର ସଂପୂର୍ଣ୍ଣ ଅସ୍ତିତ୍ବ ଏବେ ଅରବିନ୍ଦ କେଜରିୱାଲ ଙ୍କ ଉପରେ ନିର୍ଭର କରୁଛି। କାରଣ ଅରବିନ୍ଦ କେଜରିୱାଲ ହେଉଛନ୍ତି ସେ ଦଳର ନେତା ପ୍ରତିଷ୍ଠାତା।
ଯଦି ଛଅ ସାତ ମାସ ମଧ୍ୟରେ ମନିଶିଶ୍ୟ ଦେବ ଙ୍କ ଶୁଣାଣି ଆସେ ତେବେ ତାହା ଜଣାପଡି ଯିବ କି ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେତେ ମାତ୍ରାରେ ସଂପୃକ୍ତ ଅଟନ୍ତି। ଅରବିନ୍ଦ କେଜରିୱାଲ ଙ୍କୁ ଡ଼ାକି ପଚରା ଉଚରା କରାଯାଇ ପାରେ।
ହେଲେ ତାଙ୍କୁ ଗିରଫ କରିବା ଆଇନ ର ଏକ ଖରାପ୍ ବ୍ଯବହାର ହେବ ବୋଲି ସେ କହିଥିଲେ। ନିର୍ବାଚନ ଘୋଷଣା ପରେ ମଧ୍ୟ ଇଡି ତାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରି ଦେଇଛି। ନିର୍ବାଚନ ପର ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରାଯାଇ ପାରି ଥାଆନ୍ତା।
ଆଉ ଆପ କୁ କ୍ଷତିଗ୍ରସ୍ତ କରିବା ପାଇଁ ଏଭଳି କରାଯାଉ ଥାଏ ତେବେ ଅରବିନ୍ଦ କେଜରିୱାଲ ଥିବା ପର୍ଯ୍ୟନ୍ତ ଆପ ଭାଙ୍ଗିବ ନାହିଁ। ହେଲେ ସେ ଗିରଫ ହେଲେ ମଧ୍ୟ ଇସ୍ତଫା ଦେବେ ନାହିଁ।