Mar 31, 2024, 11:45 IST

ଲୋକ ଙ୍କୁ ନିର୍ବାଚନରେ ସମ୍ବୋଧନ କଲେ କଙ୍ଗନା..ମତେ ଭୋଟ ଦେଇକି ଦେଖ, ପୁରା ଦେଶ ବଦଳାଇ ଦେବି..

Vg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ବଲିଉଡ ଅଭିନେତ୍ରୀ କଙ୍ଗନା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ତାଙ୍କ ଅଭିନୟ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି।
ଏବଂ ଲୋକମାନେ ତାଙ୍କ ଅଭିନୟ ସହିତ କଙ୍ଗନା ଙ୍କ କଥା କୁ ମଧ୍ୟ ପସନ୍ଦ କରିଥାନ୍ତି।ବର୍ତମାନ ସୂଚନା ମିଳିଛି ଯେ ଗତ କାଲି ଠାରୁ ଅଭିନେତ୍ରୀ ତଥା ବିଜେପି ପ୍ରାର୍ଥୀ କଙ୍ଗନା ଅଭିଯାନ ଆରମ୍ଭ କରିଛନ୍ତି।
Bb
ହିମାଚଳ ପ୍ରଦେଶ ରେ ମଣ୍ଡି ରେ ଅଭିଯାନ ଆରମ୍ଭ କରିଛନ୍ତି ଅଭିନେତ୍ରୀ କଙ୍ଗନା।ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ମଣ୍ଡି ର ଲୋକମାନେ ଏବଂ ଭାଇ ଭଉଣୀ ମାନେ ତାଙ୍କୁ ବିଜୟୀ କରିବେ ବୋଲି ଆଶା ରଖିଛନ୍ତି।
ତାଙ୍କୁ ବିଜୟୀ କରି ଭାଇ ଭଉଣୀ ତାଙ୍କର ଇଜ୍ଜତ ରଖିବେ।ଯାହାକି ବର୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।ହିମାଚଳ ପ୍ରଦେଶର ମଣ୍ଡି ରେ ଅଭିଯାନ ଆରମ୍ଭ କରିଲେ ବିଜେପି ପ୍ରାର୍ଥୀ ତଥା ବଲିଉଡ ଷ୍ଟାର୍ କଙ୍ଗନା।
ପ୍ରାର୍ଥୀ ଘୋଷଣା ପରେ ଆଜି ମଣ୍ଡି ରେ ପହଞ୍ଚି ଥିଲେ କଙ୍ଗନା।ତାଙ୍କୁ ବିଜେପି ପକ୍ଷରୁ ଜୋରଦାର ସ୍ବାଗତ କରାଯାଇଥିଲା।ଆଜି ମଣ୍ଡି ରେ ପହଞ୍ଚିବା ପରେ ହିଁ ଆକ୍ସନ ମୁଡ ରେ ଦେଖା ଦେଇଥିଲେ କଙ୍ଗନା।ମଣ୍ଡି ରେ ଏକ ବିଶାଳ ରୋଡ ସୋ କରିଥିଲେ।
Bh
ବହୁ ନେତା ଆଉ କର୍ମୀ ମାନେ ମଧ୍ୟ ସାମିଲ ହୋଇଥିଲେ।ନିଜକୁ ମଣ୍ଡି ର ଝିଅ ବୋଲି କହି ଅଭିଯାନ ଆରମ୍ଭ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା।
ଏଥି ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଭଳି ମାର୍ଗ ଦର୍ଶନ କରିବେ ସେ ଅନୁସାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।ବହୁତ ଭିଡ଼ ଜମିଥିବା ମଧ୍ୟ ଦେଖିବାକୁ ମିଳିଛି।ଏବଂ ବିଜୟୀ କରିବେ ବୋଲି ତାଙ୍କର ମୁଣ୍ଡି ଙ୍କ ଲୋକ ମାନଙ୍କ ଉପରେ ଭରସା ରହିଛି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ମଧ୍ୟ ଆଲୋଚନା କରିବାରେ ଲାଗିଛନ୍ତି।

Advertisement