Nov 23, 2023, 12:50 IST

ଇସ୍ରାଏଲ ଆଉ ପାଲେଷ୍ଟାଇନ ଯୁଦ୍ଧ ରେ ମଧ୍ୟସ୍ଥି ହେବାକୁ ମୋଦୀ ଙ୍କୁ ଲୋକେ କଲେ ଅନୁରୋଧ : ଆଜ୍ଞା , ଆପଣ ଚାହିଁଲେ ଯୁଦ୍ଧ ବନ୍ଦ ହୋଇଯିବ

Special Report

ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର।୪ ଦିନ ପାଇଁ ବନ୍ଦ ରହିବ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ।ଚାରି ଦିନ ପରେ ପୁଣି ଥରେ ଏହି ଯୁଦ୍ଧ ଚାଲୁ ରହିବ।ଆପଣ ମାନେ ଜାଣି ଥିବେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି।
Special Report
ଏହି ଯୁଦ୍ଧରେ ବ୍ୟାପକ କ୍ଷୟ କ୍ଷତି ମଧ୍ୟ ହୋଇ ସାରିଲାଣି। ପଣବନ୍ଦୀ ଙ୍କୁ ମୁକ୍ତ କରିବା ପାଇଁ ଏହି ଯୁଦ୍ଧ କୁ ଚାରି ଦିନ ବନ୍ଦ କରିବା ପାଇଁ ଏକ ରାଜିନାମା ହୋଇଛି।ଅନେକ ପଣ ବନ୍ଦୀ ମହିଳା ଓ ଶିଶୁ ମାନଙ୍କୁ ଏଥିରୁ ମୁକ୍ତ ଦିଆ ଯିବ।
ସୂଚନା ଅନୁସାରେ ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଏକ ଯୁଦ୍ଧ ଚାଲୁ ରହିଛି।ଏହି ଯୁଦ୍ଧ ଅକ୍ଟୋବର ମାସ ରୁ ଆରମ୍ଭ ହୋଇ ସାରିଛି।ଯୁଦ୍ଧରେ ଅନେକ ଲୋକ ମୃତ୍ୟୁ ବରଣ କରି ସାରିଲେଣି।
ତଥାପି ତାଙ୍କ ସରକାର ଯୁଦ୍ଧ କୁ ଆଗକୁ ନେବା ପାଇଁ ପରାମର୍ଶ ଦେଇଛନ୍ତି।ଇସ୍ରାଏଲ ଦେଶ ହମାସ କୁ ଚାରି ଦିଗ ରୁ ଘେରି ରହିଛି।ସେଠାକାର ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଛନ୍ତି।
Special Report
ଏହାକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି।ଇସ୍ରାଏଲ ଓ ହମାସ ର ସରକାର ମିଶି ଏକ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି।ଏହି ଚୁକ୍ତି ଅନୁଯାୟୀ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଦ କରି ଦିଆଯିବ।
ହମାସ ତାର ୫୦ ଜଣ ମହିଳା ଓ ଶିଶୁ ପ୍ରାଣବନ୍ଦି ଙ୍କୁ ମୁକ୍ତ କରି ଦେବ।ଇସ୍ରାଏଲ ମଧ୍ୟ ତାର ଲୋକ ମାନଙ୍କୁ ମୁକ୍ତ କରିବ ବୋଲି ଶୁଣା ଯାଉଛି।ଏବେ ଇସ୍ରାଏଲ ର ବାୟୁ ମଣ୍ଡଳ ପୁରା ପୁରି ପ୍ରଦୂଷିତ ହୋଇ ଯାଇଛି।
କଳା କଳା ବାଦଲ ଘୁରି ବୁଲୁଛି।ବୋମା ଗୁଡ଼ିକୁ ଉପରୁ ନିକ୍ଷେପ କରା ଯାଉଛି।ଲୋକ ମାନେ ଅଧିକ ରୁ ଅଧିକ ଭୟ ବିତ ହୋଇ ଯାଇଛନ୍ତି।ସେମାନେ ଆଉ ଘରୁ ବାହାର କୁ ବାହାରୁ ନାହାଁନ୍ତି।

Advertisement