ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ବିଜେପି ରେ ମିଶିଲା ବହୁ ଚର୍ଚ୍ଚିତ ଚେହେରା ନେହା ପାଣିଗ୍ରାହୀ।ଆପଣ ମାନେ ସମସ୍ତେ ନେହା ଏବଂ ତାଙ୍କ ବଡ ଯା ଙ୍କୁ ଭଲ ଭାବେ ଜାଣି ଥିବେ।କାର ଖାନା ଜରିଆ ରେ ସେ ଅନେକ ଦିନ ହେଲାଣି ଚର୍ଚ୍ଚା ରେ ଅଛନ୍ତି।
ସେ ଲୋକ ମାନଙ୍କୁ ଖାଦ୍ୟ ଯୋଗାଇ ଦେଉଥିଲେ।ହେଲେ କିଛି ଲୋକ ଙ୍କ ଆପତ୍ତି ଫଳ ରେ ତାଙ୍କୁ ତାଙ୍କ କାର ଖାନା କୁ ଅନେକ ଥର ବନ୍ଦ କରିବାକୁ ପଡିଲା।ଏହା ପର ଠାରୁ ସେ ଚର୍ଚ୍ଚା ରେ ରହିବାକୁ ଆରମ୍ଭ କଲେ।
![Hh](https://news38times.com/static/c1e/client/93724/uploaded/7df7f377de1f97f15cc09ab4a8cde426.png)
ଏବେ ପୁଣି ଥରେ ନେହା ପାଣିଗ୍ରାହୀ ଙ୍କୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ ଆଜି ସକାଳେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି।ତାଙ୍କୁ ଦଳ ଖୁବ୍ ଖୁସି ରେ ପାଛୋଟି ଆଣି ଥିଲା।ଏହା ପରେ ସେ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖି ଥିଲେ।
ସେ କହିଥିଲେ କି କିଛି ଲୋକ ମାନେ ମୋତେ ରାଜନୀତି ରେ ପ୍ରବେଶ କରିବା ପାଇଁ ବାଧ୍ୟ କରିଥିଲେ।ମୁଁ ଆଗରୁ ରାଜନୀତି ରେ ପ୍ରବେଶ କରି ବାକୁ ଚାହୁଁ ଥିଲି।ହେଲେ ଏତେ ଜଲଦି କେବେ ବି ଚାହୁଁ ନ ଥିଲେ।ମୁଁ ଖାଦ୍ୟ ଲୋକ ମାନଙ୍କୁ ଯୋଗାଇ ଦେବା ପାଇଁ ଚାହିଁ ଥିଲି।
![Hh](https://news38times.com/static/c1e/client/93724/uploaded/fbe1359e14738004bc1f5f002e23a3a7.png)
ହେଲେ କିଛି ଲୋକ ମୋତେ ଏଭଳି କାମ କରେଇ ଦେଲେନି।ଏଥିପାଇଁ ମୁଁ ଦୁଃଖିତ।ମୁଁ ଏବେ ରାଜନୀତି ରେ ପ୍ରବେଶ କଲି।ମାନ୍ୟବର ପ୍ରଧାନ ମନ୍ତ୍ରୀ ହେଉଛନ୍ତି।ମୋ ଆଦର୍ଶ।ଅପରାଜିତା ମ୍ୟାଡାମ ମୋତେ ଖୁବ୍ ଭଲ ଲାଗନ୍ତି।
ଦଳ ଯାହା ବି ନିଷ୍ପତି ନେବ ମୁଁ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବି।ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦେବି।ମହିଳା ମାନଙ୍କ ର ବିକାଶ କିଭଳି ଭାବେ ହେବ ତାହା ଉପରେ ବିଚାର କରିବି।ମୁଁ ସବୁବେଳେ ଏଭଳି କାମ।କରିବାକୁ ପସନ୍ଦ କରେ।
ଅପରାଜିତା ମ୍ୟାମ୍ ଙ୍କ ଠାରୁ ଅନେକ କଥା ଶିଖିବାକୁ ପାଇଛି।ଏବେ ପ୍ରଥମ ଥର ପାଇଁ ରାଜନୀତି ରେ ପ୍ରବେଶ କଲି।ଏବେ ଅନେକ କିଛି ଶିଖିବାର ଅଛି।ତେବେ ତାଙ୍କର ଏହି ମତ କୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ବିରୋଧ କରିଛନ୍ତି।ଯାହାକୁ ନେଇ।ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।