Feb 24, 2024, 07:51 IST

ହତ୍ୟା ଅଭିଯୋଗ ରେ ଜେଲ୍ ଗଲେ ବିଜେଡି ନେତା।ଦେଖନ୍ତୁ କେମିତି କରିଥିଲେ ହତ୍ୟା ଷଡ଼ଯନ୍ତ୍ର...

Special report

ନମସ୍କାର ପାଠକ ବନ୍ଧୁ।ବୃଦ୍ଧା କୁ ଲୁ-ଟ କରି ପରେ ତାଙ୍କୁ ହ-ତ୍ୟା କରା ଯାଇଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ଠାରେ।ସେଠାରେ ବିଜୁ ଛାତ୍ର ଦଳ ର ସଭାପତି ଅମିତ ପଟ୍ଟନାୟକ ଓ
Special report
ତାଙ୍କର ଦୁଇ ସହଯୋଗୀ ଦାଉଦ ଜେନା ଓ ପ୍ରତୀକ ପଟ୍ଟନାୟକ ନାମକ ତିନି ଜଣ ଅଭିଯୁକ୍ତ ବୃଦ୍ଧା କୁ ମା-ରି ଦେଇଛନ୍ତି।ବୃଦ୍ଧା କୁ ହ-ତ୍ୟା କରି ଶେଷ ରେ ତାଙ୍କ ଘରୁ ସବୁକିଛି ଲୁ-ଟ କରି ନେଇ ଥିଲେ ତିନି ଜଣ ଅଭିଯୁକ୍ତ।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଇଛି।
ସୂଚନା ଅନୁସାରେ ୭୨ ବର୍ଷୀୟ ବୃଦ୍ଧା ଶ୍ରୀମତୀ ସରୋଜିନୀ ପଟ୍ଟନାୟକ ନିଜ ଘରେ ଏକୁଟିଆ ଶୋଇ ଥିବା ସମୟ ରେ ତାଙ୍କ ଘରେ ତିନି ଜଣ ବ୍ୟକ୍ତି ପ୍ରବେଶ କରି ଥିଲେ।ଏହା ପରେ ତାଙ୍କ ଘରୁ ଲୁଟ କରି ତାଙ୍କୁ ହ-ତ୍ୟା କରିଛନ୍ତି।
ଏଥିରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅମିତ ପଟ୍ଟନାୟକ।ଯିଏ କି ବିଜେଡି ଛାତ୍ର ନେତା ର ଉପ ସଭାପତି ଅଟନ୍ତି।ଏଭଳି କାଣ୍ଡ ଘଟାଇ ସାରିବା ପରେ ତାଙ୍କୁ ବିଜେଡି ଛାତ୍ର ସଭାପତି ପଦ ରୁ ତାଙ୍କୁ ବିଦା କରା ଯାଇଛି।ଯାହାକୁ ନେଇ ସମସ୍ତେ ଏବେ ଖୁବ୍ ଚର୍ଚ୍ଚା କରୁଛନ୍ତି।
Special report
ଗତ ଜାନୁଆରୀ ୨୧ ତାରିଖ ରେ ଜଣେ ବୃଦ୍ଧା ମହିଳା ଙ୍କୁ ଅତି ନିର୍ମମ ଭାବେ ହ-ତ୍ୟା କରା ଯାଇଛି।ଏହି ଘଟଣା ଘଟିବା ପରେ ଗଜପତି ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।
ଏହା ପରେ ଜଣା ପଡ଼ି ଥିଲା କି ଏଥିରେ ବିଜେଡି ଛାତ୍ର ସଭାପତି ଅମିତ ପଟ୍ଟନାୟକ ମୁଖ୍ୟ ଅଭିଯୁକ୍ତ ଅଟନ୍ତି।ଲୁଟ ପାଇଁ ହ-ତ୍ୟା ହୋଇଛି ବୋଲି ମହିଳା ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଛନ୍ତି।ପ୍ରଥମେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅମିତ ପଟ୍ଟନାୟକ ଙ୍କୁ ଗିରଫ କରି ଥିଲେ।
ଏହା ପରେ ଅମିତ ପଟ୍ଟନାୟକ ସବୁ କଥା ପୋଲିସ ଆଗରେ କହି ଥିଲେ।ପୋଲିସ ଏବେ ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଏବେ ମହିଳା ଙ୍କ ପରିବାର ଲୋକେ କହିଛନ୍ତି କି ସେହି ତିନି ଜଣ ବ୍ୟକ୍ତି ଙ୍କୁ ଫା-ଶୀ ଦଣ୍ଡ ରେ ଦଣ୍ଡିତ କରା ଯାଉ।

Advertisement