Apr 3, 2024, 08:17 IST

ବବି ଙ୍କୁ ସିଧା ସଳଖ ନିଶାନା କଲେ ଜଗଦେବ..ନିହାତି ଗୋଟେ ମୁର୍ଖ ହଉଚି ବବି, ସମ୍ବଲପୁର ରୁ ଲଢିବ ଭାବୁଚି..

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିର୍ବାଚନ ଯେତିକି ପାଖେଇ ଆସୁଛି ସେତେ ମାତ୍ରାରେ ନିର୍ବାଚନୀ ମଇଦାନ ଗୁଡିକ ସରଗରମ ହେବା ରେ ଲାଗିଛି।
ବର୍ତ୍ତମାନ ସମୟରେ ନେତା ମାନେ ନିଜ ନିଜ ଦଳକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସଂପୂର୍ଣ୍ଣ ଭାବରେ ପ୍ରଚେଷ୍ଟା ଚଳାଇଛନ୍ତି। ଏହାକୁ ନେଇ ପ୍ରତ୍ୟେକ ଦିନ ଅନେକ ଖବର ମଧ୍ୟ ଖୁବ ପ୍ରସାରିତ ହେବାରେ ଲାଗିଛି।
Hh
ଏନେଇ ବିଜେପି ନେତା ପ୍ରଶାନ୍ତ ଜଗଦେବ ଦେଇଥିବା ବୟାନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସେ କହିଥିଲେ କି ସମ୍ବଲପୁର ଫିଲିଂ ଅଛି ଆଉ କଟକ ରୁ ଲୋକ ମାନେ ଯାଇ ସମ୍ବଲପୁର ରେ କେବେ ଭୋଟ ଦେଲେଣି ନା ଭୋଟ ଦେବେ।
ସେଥିପାଇଁ ସେ କହିଥିଲେ ଯିଏ ବୋକା ସେ ଯାଇଛି ତାଙ୍କୁ ବଳି ପକାଇବା ପାଇଁ ହିଁ ପଠା ଯାଇଛି। ସେ କହିଥିଲେ କି ପ୍ରଣବ ପ୍ରକାଶ ଦଳ ଯାଜପୁର ରେ ଲଢ଼ିବା ଲୋକ।
ତାଙ୍କୁ ସମ୍ବଲପୁର ରେ କଟକିଆ ବୋଲି କହିବେ। ତାଙ୍କୁ ଭୋଟ ଦେବା ତ ଦୂରର କଥା। ସେଥିପାଇଁ ତାଙ୍କୁ କେହି ହେଲେ ମଧ୍ୟ ଭୋଟ ଦେବେ ନାହିଁ ବୋଲି ବିଜେପି ନେତା ପ୍ରଶାନ୍ତ ଜଗଦେବ କହିଥିଲେ।
Gh
ଆଉ ଏକଥା ସେ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବାକୁ ଯାଇଥିବା ସମୟରେ ହିଁ କହିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରୁ ହିଁ ତାଙ୍କର ଏଭଳି କିଛି ବୟାନ ଆସିଚି। ଏହାକୁ ନେଇ ଗଣ ମାଧ୍ୟମରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି। ଲୋକମାନେ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ମତ ଦେଇଛନ୍ତି। କେହି ତାଙ୍କର ସମର୍ଥନ କରିଥିବା ବେଳେ ଆଉ କେହି ତାଙ୍କର ସମାଲୋଚନା ମଧ୍ୟ କରିଛନ୍ତି।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଆଉ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement