Mar 12, 2024, 10:09 IST

ନିର୍ବାଚନ ମଇଦାନରେ ଓହ୍ଲାଇଲେ ସିଦ୍ଧାନ୍ତ ଆଉ ରଚନା,ଏଣିକି ସତରେ କଣ ରଚନା ଆଉ ସିଦ୍ଧାନ୍ତ ମିଶିକି ଲଢ଼ିବେ??

Hu

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଓଲିଉଡ଼ ଜଗତର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ କେତେବେଳେ ମଥାରେ ଦେଇ ପାଟ ଓଢଣୀ,ଲୋକଙ୍କ ମନ ଜିତୁ ଥିଲେ ଆଉ କେତେବେଳେ ତାଙ୍କର ନୀଳ ରଙ୍ଗର ଆଖିରେ ସମସ୍ତଙ୍କୁ ପାଗଳ କରି ଦେଉଥିଲେ।
କେତେବେଳେ ବୁଲ୍ ବୁଲ ଗାଇ ଫଗୁଣ ରେ ରାଧା ହୋଇ ନାଚୁ ଥିଲେ, ତ ଆଉ କେତେବେଳେ ଅନେକ ନାରୀ ଙ୍କ ପାଇଁ ନାରାୟଣୀ ପାଲଟି ଥିଲେ।ରଚନା ବାନାର୍ଜୀ ଓଡ଼ିଶା ରେ ଘରେ ଘରେ ପରିଚିତ କଳାକାର ଅଟନ୍ତି।ଓଡ଼ିଶା ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ।
Gh
ରଚନା ଆଉ ସିଦ୍ଧାନ୍ତ ମହାପାତ୍ର ଙ୍କ ଯୋଡ଼ି ଦେଖିବା ପାଇଁ ଦର୍ଶକ ମାନେ ଅପେକ୍ଷା କରି ରହିଥାନ୍ତି।ଏବେ ସେହି ରଚନା ବାନାର୍ଜୀ ଅଭିନେତ୍ରୀ ରୁ ପାଲଟି ବେ ରାଜନୀତି।କାହିଁକି ନା ଏଥର ଲୋକସଭା ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି ରଚନା ବାନାର୍ଜୀ।
ତୃଣମୂଳ କଂଗ୍ରେସ ରେ ସେ ଟିକେଟ ରେ ପ୍ରଥମ ଥର ପାଇଁ ନିର୍ବାଚନୀ ନୌକା ରେ ବସିଛନ୍ତି।ରଚନା ବାନାର୍ଜୀ ଙ୍କୁ ପଶ୍ଚିମବଙ୍ଗ ର ପ୍ରାର୍ଥୀ କରିଛି।ପଶ୍ଚିମବଙ୍ଗ ରେ ରଚନା ବାନାର୍ଜୀ ଙ୍କ ପ୍ରଶଂସକ ଅଧିକ ଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଉପରେ ଏଥର ଭରସା ରଖିଛନ୍ତି।
Yy
ସେପଟେ ପଶ୍ଚିମବଙ୍ଗ ର ସମସ୍ତ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିମ୍।କୋଲକାତା ଜନଗର୍ଜନ ସଭା ରେ ୪୨ ଜଣ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛନ୍ତି ଟିଏମସି।ତୃଣମୂଳ କଂଗ୍ରେସ ର ନେତ୍ରୀ Mahua Moitra ପୁଣିଥରେ କ୍ରିଷ୍ଣା ନଗର ଆସନ ରୁ ଲଢ଼ିବାବାକୁ ଯାଉଛନ୍ତି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ ରଚନା ବାନାର୍ଜୀ ଙ୍କ ପ୍ରଶଂସକ ମାନେ ବହୁତ ଖୁସି ହୋଇଛନ୍ତି।

Advertisement