Updated: Mar 31, 2024, 13:10 IST

ଭୁବନେଶ୍ବର ରେ ଶକ୍ତି ପ୍ରଦର୍ଶନ କଲେ ଅପରାଜିତା..ଲୋକେ କହିଲେ ମ-ରି-ଯିବୁ ପଛେ ଅପରାଜିତା ଙ୍କୁ ଭୋଟ ଦେବୁ

Vb

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ଭୁବନେଶ୍ୱର ର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି।
ବର୍ତମାନ ମଧ୍ୟ ଅପରାଜିତ ଷଡ଼ଙ୍ଗୀ ଚର୍ଚ୍ଚା ରେ ରହିଛନ୍ତି।ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେବା ପରେ ଓଡ଼ିଶା ରେ ଚର୍ଚ୍ଚାର ଶୀର୍ଷ ରେ ରହିଛନ୍ତି।
Bh
ଅପରାଜିତ ୨୦୦୬ ରୁ ୨୦୧୩ ପର୍ଯ୍ୟନ୍ତ ଓଡ଼ିଶା ର ବିଭିନ୍ନ ବିଭାଗ ରେ କାର୍ଯ୍ୟ କରିଥିଲେ।୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ଭୁବନେଶ୍ୱର ମୁନିଶପାଲ କର୍ପୋରେସନ ର କମିଶନର ଭାବରେ କାର୍ଯ୍ୟ ତୁଲାଇ ଥିଲେ।
ବର୍ତମାନ ଚର୍ଚ୍ଚା ହେଉଛି ଯେ ଅପରାଜିତ ଷଡ଼ଙ୍ଗୀ ନିଜର ଶକ୍ତି ଦେଖାଇଛନ୍ତି।ଜୟଦେବ ନିର୍ବାଚନ ମଣ୍ଡଳୀ ରେ ଅପରାଜିତ ଷଡ଼ଙ୍ଗୀ ଅଭିଯାନ ଆରମ୍ଭ କରିଛନ୍ତି।ବାଲିପାଟଣା ଖେଳ ପଡିଆ ଠାରେ ଏକ ସଭା ଆୟୋଜିତ ହୋଇଥିଲା । 
ଯେଉଁଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଚିଲିକା ବିଧାୟକ ପ୍ରଶାନ୍ତି ଜଗଦେବ,ଜୟଦେବ ବିଧାୟକ ଡ. ଅରବିନ୍ଦ ଢ଼ାଲି, ବିଜେପି ଯୁବ ନେତା ସତ୍ୟପ୍ରିୟ ବେହେରା ପ୍ରମୁଖ ଯୋଗଦେଇ ଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି।
Hh
ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅପରାଜିତ ଷଡ଼ଙ୍ଗୀ ଙ୍କୁ ଲୋକମାନେ ବହୁତ ଭଲ ପାଇବା ଦେଇଛନ୍ତି।ସେମାନଙ୍କୁ ବହୁତ ସୁନ୍ଦର ଭାବରେ ଫୁଲ ପକାଇ ସ୍ବାଗତ ଜଣାଇଛନ୍ତି।
ସେଠାରେ ଥିବା ଲୋକମାନେ ଅପରାଜିତ ଷଡ଼ଙ୍ଗୀ ଙ୍କ ସହିତ ହାତ ମିଳାଇ ଥିଲେ ଏବଂ ଆଲିଙ୍ଗନ ମଧ୍ୟ କରିଥିଲେ।ଜୟଦେବ ନିର୍ବାଚନ ମଣ୍ଡଳୀ ରେ ରୋଡ ସୋ କରି ଅପରାଜିତ ଷଡ଼ଙ୍ଗୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ବାଲି ପାଟନା ପର୍ଯ୍ୟନ୍ତ ଶୋଭାଯାତ୍ରା ହୋଇଥିବାର ଦେଖିବାକୁ ମିଳିଛି।
ଏହି ଖବର ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଖବରଟି ଦେଖିବା ପରେ ଅପରାଜିତ ଷଡ଼ଙ୍ଗୀ ଙ୍କ ପ୍ରଶଂସା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି।ଏବଂ ଆଉ କିଛି ଲୋକ ଆଲୋଚନା କରିବାରେ ଲାଗିଛନ୍ତି।

Advertisement