Updated: May 25, 2023, 09:40 IST

ପାକିସ୍ତାନୀ ଲୋକ ଗୁଡ଼ା କାହାରି ନୁହେଁ ଭାରତ ଲୋକ ମାନେ କହୁଥିଲେ ହେଲେ ମୁ ଆଜି ଜାଣିଲି ସେଗୁଡା କେତେ ସ୍ବାର୍ଥ ପର, କାନ୍ଦି କାନ୍ଦି କହିଲେ ଇମ୍ରାନ

Imran

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ସୋସିଆଲ ମିଡିଆରେ ଏକ ଖବର ଖୁବ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୁ ନେଇ ସେଠାରେ ଚର୍ଚ୍ଚା ମଧ୍ୟ ଜୋର୍ ଧରିବାରେ ଲାଗିଛି।ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ,ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କ ନିର୍ଦ୍ଦେଶରେ ସମଗ୍ର ଦେଶରେ ହିଂସା ଓ ଅଗ୍ନିକାଣ୍ଡ ଘଟିଥିଲା।
Imran khan
ପାକିସ୍ତାନ ରେ ଚାଲିଥିବା ବର୍ତ୍ତମାନ ସମୟରେ ରାଜନୈତିକ ଉତ୍ତେଜନା ବନ୍ଦ୍ ହେବାର ନାଁ ହିଁ ନେଉ ନାହିଁ। ଶାହାବାଜ ସରକାର ତାଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ଧକ୍କା ଦେଉଛନ୍ତି।
ସେ ଇମ୍ରାନ ଖାନ୍ ଙ୍କ ଉପରେ ମଧ୍ୟ କ୍ରମାଗତ ଭାବରେ ଆକ୍ରମଣ ମଧ୍ଯ କରୁଥିଲେ।ପାକିସ୍ତାନର ଶାହାବାଜ ସରକାର ବର୍ତ୍ତମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଙ୍କ ଦଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛନ୍ତି।
Imran
ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି କି , ଇମ୍ରାନ ଖାନ କ୍ରମାଗତ ଭାବେ ଦେଶର ସେନାକୁ ଟାର୍ଗେଟ କରୁଛନ୍ତି। ସେ ମଧ୍ଯ ସେନା ଙ୍କୁ ତାଙ୍କର ଶତ୍ରୁ ବୋଲି ବିବେଚନା କରିଛନ୍ତି।
ଇମ୍ରାନ ଖାନ ଙ୍କ ସମଗ୍ର ରାଜନୀତି ମଧ୍ଯ ସେନା ଠାରୁ ଆରମ୍ଭ ହୋଇଥିଲା ଆଉ ଆଜି ସେହି ଇମ୍ରାନ ଖାନ ସେନା ଙ୍କୁ ମଧ୍ୟ ବିରୋଧ କରୁଛନ୍ତି।ତାଙ୍କର କର୍ମୀ, ନେତା ଏବଂ ସମର୍ଥକମାନେ ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରୁଛନ୍ତି।
Imran Khan
ଦେଶରେ ଏଭଳି ପରିବେଶ ସୃଷ୍ଟି କରିବା ସମ୍ପତ୍ତି ନଷ୍ଟ କରିବା ଏବଂ ଜନସାଧାରଣଙ୍କୁ ଏଥି ନିମନ୍ତେ ଉତ୍ସାହିତ କରିବା ପାଇଁ ଇମ୍ରାନ ଖାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି।
ତେବେ ଦେଖାଯାଉ ଆଗକୁ ଇମ୍ରାନ ଖାନ ଙ୍କୁ କେଉଁ ଦଣ୍ଡ ଦିଆ ଯାଉଛି। ଆଉ ତାଙ୍କ ସପକ୍ଷରେ କେଉଁ କେଉଁ ସତ୍ୟତା ଆଗକୁ ଉନ୍ମୋଚନ ହେବ।

Advertisement