Updated: Mar 16, 2024, 09:00 IST

ନିର୍ବାଚନ ଜିତିଲେ ମହିଳା ଙ୍କୁ ବର୍ଷ କୁ ମିଳିବ ୧ ଲକ୍ଷ ଏମିତି କିଛି ବଡ଼ ଘୋଷଣା କରିଦେଲେ ରାହୁଲ..

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ରାହୁଲ ଗାନ୍ଧୀ ଙ୍କ ନିର୍ବାଚନି ପ୍ରତିଶ୍ରୁତି।ଗରିବ ମହିଳା ଙ୍କ ଆକାଉଣ୍ଟ କୁ ଯିବ ବାର୍ଷିକ ଲକ୍ଷେ ଟଙ୍କା।ଚାକିରି ରେ ମଧ୍ୟ ୫୦%ସଂରକ୍ଷଣ ମିଳିବ।
ଆର୍ଥିକ ଅନଗ୍ରସର ମହିଳା ଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ବାର୍ଷିକ ଲକ୍ଷେ ଟଙ୍କା ଲେଖାଏଁ ପ୍ରତ୍ୟେକ ଲାଭ ହସ୍ତାନ୍ତର ଏବଂ ସରକାରୀ ଚାକିରୀ ରେ ୫୦% ସଂରକ୍ଷଣ।
Yy
ଏହା ଉତ୍ତର ପଶ୍ଚିମ ମହାରାଷ୍ଟ୍ର ର ଧୁଲେଇ ଜିଲ୍ଲା ରେ ବୁଧୁବାର ଦିନ ଏକ ରାଲି ରେ ରାହୁଲ ଗାନ୍ଧୀ ଘୋଷଣା କରିଥିବା ପାଞ୍ଚୋଟି ମହିଳା ନ୍ୟାୟ ଗ୍ୟାରେଣ୍ଟି ରେ ଶୀର୍ଷ ରେ ରହିଛି।
ମହିଳାଙ୍କୁ କଂଗ୍ରେସ ର ଅନ୍ୟ ଗ୍ୟାରେଣ୍ଟି ଭିତରେ ରହିଛି ଅଙ୍ଗନବାଡ଼ି,ମଧ୍ୟାହ୍ନ ଭୋଜନ, କର୍ମୀ ଙ୍କ ମାସିକ ଆୟ ଏବଂ କର୍ମ ଜିବୀ ମହିଳାଙ୍କ ହଷ୍ଟେଲ ପାଇଁ ସରକାରୀ ଅନୁଦାନ କୁ ଦୁଇ ଗୁଣୀତ କରିବା। 
5u
ଗ୍ୟାରେଣ୍ଟି ମୋଦି ସରକାର ଦେଇଥିବା ପ୍ରତିଶୃତି ଭଳି ନୁହେଁ ଯିଏ ତାହା ପୁରଣ କରିବାରେ ବିଫଳ ହୋଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।ଯଦି କଂଗ୍ରେସ କୁ ନିର୍ବାଚନୀ ଜନାଦେଶ ମିଳେ ତାହେଲେ ମହିଳା ମାନଙ୍କୁ ସେମାନଙ୍କର ଅଧିକାର ସମ୍ପର୍କ ରେ ସଚେତନ କରାଇବା ଏବଂ ଆଇନଗତ ପ୍ରସଙ୍ଗ ରେ ସହାୟତା ଯୋଗାଇ ଦେବା ପାଇଁ ପ୍ରତି ଜିଲ୍ଲା ରେ ଅଫିସର ନିଯୁକ୍ତ କରାଯିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ସବୁ ଜିଲ୍ଲା ରେ ସଦର ମହକୁମା ରେ ଖୋଲା ଯିବ।ଏବଂ ସମଗ୍ର ଦେଶରେ ଏଭଳି ସୁବିଧା ସଂଖ୍ୟା ଦୁଇ ଗୁଣିତ କରାଯିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ରାହୁଲ ଗାନ୍ଧୀ ଅନ୍ୟ ପାଞ୍ଚୋଟି ଗ୍ୟାରେଣ୍ଟି ଦେବାରୁ ଗୋଟିଏ ସପ୍ତାହ ରୁ କମ୍ ସମୟ ରେ ଦଳ ରେ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ବିଷୟରେ ଉଲ୍ଲେଖ କରିଥିଲେ।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement