May 8, 2024, 19:23 IST

ମୁଁହ ଖୋଲିଲେ Vk Pandian ଦେଖନ୍ତୁ BJP କୁ ପଚାରିଲେ ଏହି ବଡ ପ୍ରଶ୍ନ କହିଲେ ସାହସ ଅଛି ତ.....

Ju

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hj
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପୀଢ଼ିଙ୍କ ପାଇଁ ସୋସିଆଲ ମିଡ଼ିଆ ଏକ ସହଜ ଓ ସରଳ ମାଧ୍ୟମ ପାଲଟିଛି।
ବନ୍ଧୁଗଣ କେନ୍ଦ୍ରସରକାରଙ୍କୁ ଆକ୍ରମଣ କରିଛନ୍ତି ଭିକେ ପାଣ୍ଡିଆନ। ଓଡିଶାରେ ବିଜେପି ଓ ବିଜେଡି ଏହି ଦୁଇଟି ଦଳ ଆଗରେ ରହିଛନ୍ତି ବା ଚର୍ଚ୍ଚାରେ ରହିଛନ୍ତି। ମୋଦୀ ବିଜେଡିକୁ ଟାର୍ଗେଟ କରି କହିବା ପରେ ଏବେ ବିଜେଡି ମୋଦୀକୁ ଟାର୍ଗେଟ କରି କହିଛନ୍ତି ଭିକେ ପାଣ୍ଡିଆନ। 
୬ ତାରିଖ ଦିନ ମୋଦୀ ଓଡ଼ିଶା ଆସି କହିଥିଲେ କି ବିଜେଡିର ଶେଷ ତାରିଖ ଜୁନ ୪ ତାରିଖ। ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି। ଯାହାପରେ ମଞ୍ଚ ଉପରେ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଭିକେ ପାଣ୍ଡିଆନ କହିଛନ୍ତି ଯେ,
Hj
ଆଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଚେହେରା ଓଡିଶାର ଜନସାଧାରଣଙ୍କ ସାମ୍ନାକୁ ଆଣନ୍ତୁ। ଖାଲି ସେତିକି ନୁହେଁ ପାଣ୍ଡିଆନ ଆହୁରି କହିଛନ୍ତି କି, "ଓଡିଶାରେ ବିଜେପି ସରକାର ଆସିଲେ ଓଡ଼ିଶା ୨୫ ବର୍ଷ ପଛକୁ ଚାଲିଯିବ। 
କାରଣ ୨୫ ବର୍ଷ ତଳେ ଯେତେବେଳେ କଂଗ୍ରେସ ସରକାର ଥିଲା ସେତେବେଳେ ଯେମିତି ସବୁ ନିଷ୍ପତି ଦିଲ୍ଲୀରୁ ଆସୁଥିଲା ଠିକ୍ ସେମିତି ବିଜେପି ବିଜୟ ହାସଲ କଲା ପରେ ଓଡିଶାର ଭାଗ୍ୟ ଏମିତି ହିଁ ହେବ ସବୁ ନିଷ୍ପତି ଦିଲ୍ଲୀ ନେବ। ଓଡ଼ିଶା ହତାରେ କିଛି ନଥିବ।
ସେଥିପାଇଁ ଓଡିଶାରେ ଦିଲ୍ଲୀ ନୁହେଁ ରାଜ୍ୟବାସୀ ବାଛିବେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଏମିତି କହିଛନ୍ତି ପାଣ୍ଡିଆନ"। "ଜୁନ ୯ ତାରିଖରେ ନବୀନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଯାହା ସାରା ଦେଶ ଦେଖିବ। ଏମିତି କିଛି ମଞ୍ଚ ଉପରେ କହିଥିଲେ ଭିକେ ପାଣ୍ଡିଆନ"।

Advertisement