Apr 30, 2024, 09:15 IST

ମୁଁ ହେଲି ମୋଦୀ ଙ୍କ ଗୁଣ୍ଡୁଚି ମୂଷା...ତାଙ୍କ ଅନୁସାରେ ମୁ ସବୁ କାମ କରୁଚି, କରିବି..

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଉ କିଛି ଦିନ ମଧ୍ୟରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।ଯାହାକୁ ନେଇ ଏବେ ସବୁ ରାଜନୈତିକ ଦଳ ର ପ୍ରାର୍ଥୀ ମାନେ ନିଜ ନିଜର ପ୍ରଚାର ରେ ଲାଗି ପଡିଛନ୍ତି।
ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟ ରେ କହିବାକୁ ଯାଉଛୁ।ଆଜି ଆମେ ପୁରୀ ନିର୍ବାଚନ ମଣ୍ଡଳୀ କଥା କହିବାକୁ ଯାଉଛୁ।ସେଠାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ।ନିଜକୁ ଜିତାଇବା ପାଇଁ ସେମାନେ ଜୋର୍ ସୋର ରେ ଲାଗି ପଡିଛନ୍ତି।
Hh
ସୂଚନା ଅନୁସାରେ ଗତ କାଲି ଏହି ଦୁଇ ବିଜେପି ପ୍ରାର୍ଥୀ ନିର୍ବାଚନ ଅଫିସ ରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ଏହା ପରେ ସେ ସେଠାରୁ ଏକ ପ୍ରଚାର ଗାଡ଼ି କଲେକ୍ଟର ଅଫିସ ପର୍ଯ୍ୟନ୍ତ ନେଇ ଥିଲେ।
ତାଙ୍କ ପ୍ରଚାର ସମୟ ରେ ଅନେକ ଲୋକ ତାଙ୍କ ସହିତ ରହିଥିଲେ।ତେବେ ଏଥିରୁ ଜଣା ପଡ଼ୁଚି କି ଆମ ରାଜ୍ୟ ର ଲୋକ ମାନେ ଧୀରେ ଧୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଆଣିବା ପାଇଁ ଇଚ୍ଛା କରୁଛନ୍ତି। ତେବେ ଏ ନେଇ ସମ୍ବିତ ପାତ୍ର ଙ୍କୁ ପଚରା ଯାଇ ଥିଲା।
ସେ କହିଥିଲେ କି ଏହା କେବଳ ଆମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ ସମ୍ଭବ ହୋଇଚି।ସେ କହିଛନ୍ତି କି ଯଦି ଆମେ ସେତିକି ପରିଶ୍ରମ କରିବୁ ତାହାଲେ ଆମକୁ ସଫଳତା ନିଶ୍ଚୟ ମିଳିବ।
Yy
ବିନା ପରିଶ୍ରମ ରେ ଆମେ କେବେ ବି ଆଗକୁ ଯାଇ ପାରିବୁ ନାହି।ପୁରୀ ବାସୀ ଏବେ ପୁରୀ ର ବିକାଶ ଚାହୁଁଛନ୍ତି।ଏହା କେବଳ ଭାରତୀୟ ଜନତା ପାର୍ଟି ଦ୍ଵାରା ସମ୍ଭବ ହୋଇ ପାରିବ।
ଆମେ ସମସ୍ତେ ଏଥର ମିଶି ବିଜେପି କୁ ଆଣିବା।ଆମ ପୁରୀ ର ବିକାଶ ଏଥର ଆମ ହାତ ରେ।ଏହା ପରେ ସେ ଆହୁରି ମଧ୍ୟ କହିଥିଲେ କି ଅନୁଛେଦ ୩୭୦ ଧାରା ହଟିବା ଓ ଅନ୍ୟାନ୍ୟ ଯେତିକି କାମ
ହୋଇଛି ତାହା କେବଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପାଇଁ।ଏ ସମସ୍ତ କାମ କୁ ନେଇ ଲୋକ ମାନେ ତାଙ୍କ ପାଖରେ ଅଛନ୍ତି।ତେବେ ସେଥିପାଇଁ ତାଙ୍କୁ ଏଥର ଜିତାଇବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି।

Advertisement