Mar 9, 2024, 09:57 IST

ବିଜୁ ସ୍ବାସ୍ଥ୍ୟ କାର୍ଡ ରୁ କିପରି ଉଠାଇବେ ପଇସା..ଏଇ ଗୋଟେ କାମ କରି ଦେଖନ୍ତୁ ରହିବେ ଫାଇଦା ରେ..

Gh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବର୍ତମାନ ନବୀନ ସ୍ମାର୍ଟ କାର୍ଡ କୁ ନେଇ ଚାରିଆଡ଼େ ଚର୍ଚ୍ଚା। ନବୀନ ସ୍ମାର୍ଟ କାର୍ଡ ରୁ କିପରି ସୁବିଧା ପାଇବେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।ସରକାର ଜନତା ଙ୍କ ପାଇଁ ନୂଆ ନୂଆ ଯୋଜନା ସବୁ ଆଣୁଛନ୍ତି।
ନବୀନ କାର୍ଡ କୌଣସି ନୂଆ କାର୍ଡ ନୁହେଁ, କେବଳ ନୂଆ ନାମକରଣ କରାଯାଇଛି।ନବୀନ ସ୍ବାସ୍ଥ୍ୟ କାର୍ଡ ୨୦୧୮ ରେ ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।
Gh
ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ରହିଛି ସେହି ମାନଙ୍କୁ କେବଳ ଏହି କାର୍ଡ ମିଳିଥିଲା।କିନ୍ତୁ ବର୍ତମାନ ଯେଉଁ ମାନଙ୍କର ରାସନ କାର୍ଡ ନାହିଁ ସେମାନେ ମଧ୍ୟ ଏହି କାର୍ଡ ପାଇ ପାରିବେ।
ଏହି କାର୍ଡ ଟି ହେଉଛି ଏକ ଏ ଟିମ୍ କାର୍ଡ ଭଳି।କିନ୍ତୁ ଏଥିରେ ଟଙ୍କା ଉଠାଇ ପାରିବେ ନାହିଁ।ଆପଣମାନେ ଯେତେବେଳେ ରୋଗାକ୍ରାନ୍ତ ହେଉଛନ୍ତି ଏହି କାର୍ଡ ମାଧ୍ୟମରେ ଆପଣ ହସ୍ପିଟାଲ କୁ ଯାଇ ମାଗଣା ଚିକିତ୍ସା କରାଇ ପାରିବେ।
Hhh
ଏହି କାର୍ଡ ରେ ମିନିମମ ଅର୍ଥ ରାଶି ରହିଛି।ଯାହା ହେଉଛି ପୁରୁଷ ମାନଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା। ଯଦି କୌଣସି ପୁରୁଷ ରୋଗଗ୍ରସ୍ତ ହେଉଛନ୍ତି ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫ୍ରି ରେ ଚିକିତ୍ସିତ ହୋଇ ପାରିବେ।
ଯଦି ଆପଣଙ୍କୁ ସାମାନ୍ୟ କୌଣସି ରୋଗ ହେଉଛି ଜର ଅବା ଅନ୍ୟ କିଛି ହେଉଛି ତାହେଲେ ଏହି କାର୍ଡ ର ବ୍ୟବହାର କରି ପାରିବେ ନାହିଁ। ଯଦି ବଡ଼ ଧରଣର ରୋଗ ହେଉଛି ତାହେଲେ ଆପଣ ଏହି କାର୍ଡ କୁ ବ୍ୟବହାର କରି ପାରିବେ।
ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ପରିସର କୁ ସମ୍ପ୍ରସାରିତ କରି ନବୀନ ସ୍ମାର୍ଟ କାର୍ଡ ଯୋଜନା ରେ ଜନ ସାଧାରଣ ଙ୍କୁ ସାମିଲ କରିବାକୁ ନାମ ପଞ୍ଜିକରଣ କରିବାକୁ ଚେଷ୍ଟା କରିଛନ୍ତି। ବିଏସକେୱାଇ ଅନ୍ତର୍ଭୁକ୍ତ ହୋଇ ନଥିବା ସବୁ ପରିବାର ଏହି ଯୋଜନା ର ସୁଫଳ ପାଇ ପାରିବେ।

Advertisement