Apr 4, 2024, 17:00 IST

ନିଜ ଦଳ ପାଇଁ କେତେ ସଚ୍ଚୋଟ କହିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦେଖନ୍ତୁ ଦଳ ପାଇଁ ଦେଲେ ଏହି ବୟାନ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଜାଣିପାରିବେ କି ଓଲିଉଡ ଜଗତର ମହାନ୍ କଳାକାର ସିଦ୍ଧାନ୍ତ ମହାପାତ୍ର କଣ ସବୁ କହିଛନ୍ତି । ଏହି ଅଭିନେତା ଜଣକ ଅନେକ କଥା କହିଛନ୍ତି ରାଜନୀତିକୁ ନେଇ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ବିଜେପି ଦଳର ନେତା ଅଟନ୍ତି ।
Hh
ବିଜେପି ଦଳର ନେତା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦଳରେ ମିଶିବା ପୂର୍ବରୁ ଅନେକ କଥା ଶୁଣିଛନ୍ତି । ସେ କହିଛନ୍ତି ତାଙ୍କୁ ପ୍ରଚାରର ଦାୟିତ୍ଵ ମିଳିଲେ ସେ ବହୁତ ଖୁସି ହେବେ । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଆଉ ନୀତି ଆଦର୍ଶରେ ସେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ମିଶିଥିଲେ ।
ଯେତେବେଳେ ଯାହା କଥା କୁହାଯାଏ ତାହା ଭାବି ଚିନ୍ତି କହିବା ଉଚିତ୍ । ଆଉ ବିଜେପି ଦଳରେ ସେ ସାମିଲ ହୋଇ ଖୁସି ଅଛନ୍ତି । ଭାରତୀୟ ଦଳରେ ମିଶିଲା ପରେ ସେ ଅନେକ କାମ କରିଛନ୍ତି ।
ଓଡ଼ିଆ ପଢ଼ି ପାରୁଥିବା ଲୋକ ଆଉ ଓଡ଼ିଆ ଭାଷାକୁ ଆଗକୁ ନେଉଥିବା ଲୋକ ଦରକାର । ଭାରତୀୟ ଜନତା ପାର୍ଟି କେବଳ ସ୍ୱର ଉତ୍ତୋଳନ କରିବ ନାହିଁ ସେ ଅନେକ କାମ ବି କରିବ । ଜଣେ ଓଡ଼ିଆ ଲୋକ ଓଡ଼ିଆ ଭାଷାକୁ ଆଗକୁ ନେବାକୁ ତା ଉପରେ ବିଶ୍ବାସ ଥିବ ।
Jh
ଏବେ ଯେଉଁ ଶାସକ ଦଳ ସବୁ ଅଛନ୍ତି ସେମାନେ ଆମ ପାଇଁ କଣ ସବୁ କରିଛନ୍ତି ତାହା ତ ସମସ୍ତେ ଜାଣିଥିବେ । ବିଜେପି ଦଳର ଅନେକ ନିଷ୍ପତି ରହିଛି । ଯେଉଁ ଶାସକ ଦଳ ଅଛନ୍ତି ତାଙ୍କର ମାଟି ଧୀରେ ଧୀରେ ଖସି ଖସି ଆସୁଛି । 
ଓଡ଼ିଶାରେ ଡବଲ ସରକାର ହେବେ ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ କହିଛନ୍ତି । ଦଳର ନିଷ୍ପତି ହେଉଛି ସବୁଠାରୁ ଅଧିକ ଆଉ ସମ୍ମାନିତ । ଦଳର ନେତା ଦଳ ପାଇଁ ଅନେକ କାମ କରିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଅର୍ଥାତ୍ ବିଜେପି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର ବିନମ୍ରତାର କହିଛନ୍ତି
ତାଙ୍କୁ ଯଦି ଦଳ ତରଫରୁ ଟିକେଟ ମିଳିବ ନାହିଁ ତାହେପରେ ମଧ୍ୟ ସେ ଦଳ ପାଇଁ ପ୍ରଚାର କରିବେ । ସେ ସବୁବେଳେ ବିଜେପି ଦଳ ପାଇଁ ଆଗୁଆ ଅଛନ୍ତି । ଏଭଳି ଅନେକ କଥା ଏହି ଅଭିନେତା ଜଣକ କହିଛନ୍ତି ।

Advertisement