ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାଙ୍ଗି ଯିବାକୁ ବସିଛି ହୀରାକୁଦ ବନ୍ଧ। ଆଉ ଭାସିଯିବ ସରକାର। ଘନଘନିଆ ରାତି ଅଧିଆ ବସୁଛି ବୈଠକ କି ବାସ୍ତବରେ କଣ କରାଯିବ। ଦିନକୁ ଦିନ ଏହାର ଚିନ୍ତା ମଧ୍ୟ ଖୁବ୍ ଘରିବାକୁ ଲାଗିଛି।
ସଚିବ ଙ୍କ ନିକଟକୁ ମଧ୍ୟ ବାରମ୍ବାର ଫୋନ କଲ ଆସିବାରେ ଲାଗିଛି। ଏକ ଦୃଷ୍ଟି ରୁ କହିବାକୁ ଗଲେ ଭାଙ୍ଗିବ ନୁହେଁ ବରଂ ଭାଙ୍ଗି ସାରିଲାଣି ହୀରାକୁଦ ବନ୍ଧ। ସେଥିପାଇଁ ଏବେ କାହାର ଆଖିରେ ନିଦ ନାହିଁ।
ଯେତେ ଚିନ୍ତା କଲେ ମଧ୍ୟ ଏହାର ସମାଧାନ ର ରାସ୍ତା ଆଦୌ ବହାରୁ ନାହିଁ। ପୱାର୍ଡ ବୋର୍ଡ ନେତା ମନ୍ତ୍ରୀ ମାନେ ଏବେ ଛନ୍ଦି ହୋଇ ରହି ଯାଇଛନ୍ତି।ଆଉ ଆଗକୁ ମାଡ଼ି ଆସୁଛି ଏହି ଭୟଙ୍କର ବିପତ୍ତି।
ଆଉ ନେତା ମନ୍ତ୍ରୀ ମାନଙ୍କ ସହ ମଧ୍ଯ ଘନଘନ ଆଲୋଚନା ହେବାରେ ଲାଗିଛି କି କେମିତି କରାଯିବ ଏହି ସମସ୍ୟାର ସାମ୍ନା। ସଚିବ କଣ କରିବେ କଣ ନାହିଁ ଜାଣି ପାରୁ ନାହାଁନ୍ତି। କାରଣ ସଚିବ ଙ୍କ ନିକଟକୁ ବାରମ୍ବାର ଫୋନ କଲ୍ ଆସୁଛି।
ଲୋକମାନେ ମଧ୍ୟ ଏହା ଶୁଣିବା ପରେ ସଂପୂର୍ଣ୍ଣ ଭାବରେ ଭୟବିତ ହୋଇ ଯାଇଛନ୍ତି। କାରଣ ହୀରାକୁଦ ବନ୍ଧ ଭାଙ୍ଗିଲେ ସାରା ଓଡ଼ିଶା ଦେଖିବ ଏହି ଜଳ ପ୍ରଳୟ। କାରଣ ହୀରାକୁଦ ଜଳ ଭଣ୍ଡାର ମଧ୍ୟରେ ରହିଥାଏ ହଜାର ହଜାର କ୍ୟୁସେକ ଜଳ।
ଯାହାକି ବନ୍ଧ ଭାଙ୍ଗିବା ପରେ ମଧ୍ୟ ଓଡ଼ିଶାରେ ଜକ ପ୍ରଳୟ ସୃଷ୍ଟି କରିବ।ଏହି ହୀରାକୁଦ ବନ୍ଧ ଏବେ ବହୁ ପୁରୁଣା ହୋଇ ଥିବାରୁ ଏହା ଏବେ ଫାଟିବା ଆରମ୍ଭ କରି ଦେଲାଣି।
ନେତା ମନ୍ତ୍ରୀ ମାନେ ଏହି କଥା ଶୁଣିବା ପରେ ଏହାର କିଭଳି ଭାବରେ ସମାଧାନ କରିବେ ତାହା ସେମାନେ ଆଦୌ ଜାଣି ପାରୁ ନାହାଁନ୍ତି। କାରଣ ଆଗକୁ ନିର୍ବାଚନ ଆସୁଥିବା ବେଳେ
ଯଦି ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଏ ତେବେ ସବୁକିଛି ହୋଇ ଯିବ ସଂପୂର୍ଣ୍ଣ ଭାବରେ ଏପଟ ସେପଟ। ଏଥିପାଇଁ ଏବେ ବୈଠକ କରାଯାଇ ଏହି ସମ୍ପର୍କରେ ଏବେ ଜୋର୍ ଦାର ଆଲୋଚନା ମଧ୍ୟ ଚାଲିଛି।