May 6, 2024, 00:28 IST

ଅପରାଜିତା ଙ୍କ ପ୍ରଥମ ଶ-ତ୍ରୁ ହେବ ସେ କାଳୁ..ତାକୁ ବିଜେପି ରେ ସ୍ଥାନ ଦେଇ ବହୁତ୍ ବଡ଼ ଭୂଲ କରିଦେଲ

Hhuu

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରଶାନ୍ତ ଜଗଦେବ ଙ୍କୁ କାଳୁ ଙ୍କ ଖୋଲା ଚ୍ୟାଲେଞ୍ଜ। କହିଲେ କି ପ୍ରଶାନ୍ତ ଜଣେ ଅଭ୍ୟାସଗତ ଅପରାଧୀ। ବିଜେଡିର ରିଜେକ୍ଟ ନେତା ହେଉଛନ୍ତି ପ୍ରଶାନ୍ତ ଜଗଦେବ। ଖୋର୍ଦ୍ଧା ବିଧାନସଭା ଆସନ ବିଜେପି ନେତା ପ୍ରଶାନ୍ତ
ଜଗଦେବ ଙ୍କୁ ପ୍ରାର୍ଥୀ କରିବା ପର ଠାରୁ ଗୋଟେ ପରେ ଗୋଟେ ଘଟଣା ଖୋର୍ଦ୍ଧା ରାଜନୀତି କୁ ରୋଚକ କରିବାରେ ଲାଗିଛି। ଏହି ପରିପେଖି ରେ ଏବେ ସ୍ଵାଧୀନ ଭାବରେ ଲଢ଼ିବା ପାଇଁ ପ୍ରଶାନ୍ତ ଙ୍କୁ ,
Bb
ବିଜେପି ଅସନ୍ତୁଷ୍ଠ ନେତା କାଳୁ ଖଣ୍ଡାୟତ ଆହ୍ବାନ କରିବାର ଚର୍ଚ୍ଚାର ବିଷୟ ପାଲଟିଛି। ସୁଚନା ମୁତାବକ କାଳୁ ବିଜେପି ଛାଡି ସ୍ଵାଧୀନ ଭାବରେ ଲଢ଼ିବା ପାଇଁ ବିଚାର କରିବା ପରେ ପ୍ରଶାନ୍ତ ତାଙ୍କୁ ପରିହାସ କରୁଥିଲେ।
କାଳୁ ବିଧାୟକ ପ୍ରାର୍ଥୀ ନୁହେଁ ବରଂ ସେ ସରପଞ୍ଚ ପାଇଁ ଯୋଗ୍ୟ ବୋଲି କଟାକ୍ଷ କରିଥିଲେ। କାଳୁ ମାତ୍ର ୫୦୦୦ ଭୋଟ ପାଇବେ ବୋଲି ଏହା ପ୍ରଶାନ୍ତ କହିଥିଲେ। ଏହାର ଜବାବ ମଧ୍ୟ ଦେଇ କାଳୁ କହିଛନ୍ତି କି,
ବିଜେପି ଛାଡି ସ୍ୱାଧୀନ ରେ ଲଢ଼। ସାମ୍ୱାଦିକ ସମ୍ମିଳନୀ ରେ କାଳୁ ଖଣ୍ଡାୟତ କହିଛନ୍ତି କି ପ୍ରଶାନ୍ତ ଜଣେ ରିଜେକ୍ଟ ପର୍ସନ ବୋଲି। ବିଜେଡ଼ି ତାଙ୍କୁ ଦଳରୁ କାଢି ଦେଇଥିଲା। ସେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଳରେ ହିଁ ଜିତି ଆସୁଥିଲେ।
Hh
ଲୋକଙ୍କ ନିକଟରେ ତାଙ୍କର କୌଣସି ପ୍ରକାରର ପରିଚୟ ନାହିଁ।୨୫ ବର୍ଷ ରାଜ୍ୟରେ ଶାସନ କରୁଥିବା ଏକ ଦଳ ତାଙ୍କୁ ବହିସ୍କାର କରୁଛି ମାନେ ସେ କି ନେତା ବୋଲି କାଳୁ ପ୍ରଶ୍ନ କରିଛନ୍ତି।
କେବଳ ପ୍ରଶାନ୍ତ ଜଗଦେବ ନୁହେଁ, ଅପରାଜିତା ଷଡ଼ଙ୍ଗୀ ଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି କାଳୁ ଖଣ୍ଡାୟତ। ସେ କହିଥିଲେ କି ତାଙ୍କ ଟିକେଟ କଟିବା ପଛରେ ଅପରାଜିତା ମହାନ୍ତି ହେଉଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ। ତାଙ୍କ ଚକ୍ରାନ୍ତ ର ମଧ୍ୟ ସେ ଶିକାର ହୋଇଥିବା କଥା କହିଥିଲେ।
ଜିଲ୍ଲାପାଳ ଥିବା ସମୟରେ ଏକ ସ୍ଥାନରେ ଦଶ ହଜାର ଟଙ୍କା ଲାଞ୍ଚ ନେଇଥିବା କଥା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement