Jun 4, 2024, 19:35 IST

ଛାଡ଼ପତ୍ରକୁ ନେଇ ମୁଁହ ଖୋଲିଲେ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ପତ୍ନୀ ନତାସା ଦେଖନ୍ତୁ ଆଗକୁ କଣ ହେବାକୁ ଯାଉଛି

Bg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ପାଇପାରିବେ । ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କୁ ତ ଆପଣମାନେ ଜାଣିଥିବେ । ଏହି କ୍ରିକେଟର ଜଣକ ବହୁତ ସୁନ୍ଦର ଭାବରେ ଖେଳ ଖେଳିଥାନ୍ତି । ଏବେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ କିଛି ଖବର ଆସୁଛି ଯାହାକୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି । 
Bb
ଏହି କ୍ରିକେଟର ଜଣକ ନତାଶା ଷ୍ଟେନକୋଭିନଙ୍କୁ ବିବାହ କରିଥିଲେ । ଏବେ ତାଙ୍କର ଛାଡ଼ପତ୍ର ହେବାକୁ ଯାଉଛି । ଆଉ ଏହି ଛାଡ଼ପତ୍ରକୁ ନେଇ ଅନେକ ଖବର ଆସିଥାଏ । ଏବେ ଏହି ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଛନ୍ତି କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ନତାଶା । ଅନେକ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ହାର୍ଦିକ ପାଣ୍ଡ୍ୟା । ସ୍ବାମୀ ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ କହିଲେ ଏଭଳି କିଛି । କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ାକୁ ନେଇ ଆସୁଥିବା ଖବର ଆପଣମାନେ ସମସ୍ତେ ଜାଣି ପାରୁଥିବେ ।
ସେମାନେ ଅଲଗା ହେବା ଖବର ଆପଣମାନେ ପାଇଥିବେ । ନତାଶା ତାଙ୍କ ଆକାଉଣ୍ଟରେ ଥିବା ସବୁ ଫଟୋ ଡିଲିଟ୍ କରି ଦେଇଥିଲେ । ଆଉ ସେ ତାଙ୍କ ସ୍ଵାମୀଙ୍କ ଠାରୁ ଅଲଗା ହେବା ନେଇ ଚର୍ଚ୍ଚା ହେଉଥିଲା । ପ୍ରତିଦିନ ଏହାକୁ ନେଇ ଖବର ଆସୁଥିଲା । ୨୦୨୦ ମସିହାରେ ହାର୍ଦିକ ପାଣ୍ଡ୍ୟା ତାଙ୍କ ସହିତ ନିର୍ବନ୍ଧ କରିଥିଲେ । ଏହାପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ତାଙ୍କର ଏକ ସନ୍ତାନ ମଧ୍ୟ ହୋଇଥିଲା । ଏବେ ନତାଶାଙ୍କ ଏଇ ପୋଷ୍ଟ ପରେ ସେମାନେ ଅଲଗା ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Bb
ଏହି କଥା ସବୁକୁ ନେଇ ନାତାସା କିଛି କଥା କହି ନଥିବା ବେଳେ ଏହି ସବୁ ଚର୍ଚ୍ଚା ଉପରେ ବ୍ରେକ ଲଗାଇଛନ୍ତି । ନତାଶା ଯାହା ସବୁ ଫଟୋ କାଟି ଦେଇଥିଲେ ତାକୁ ପୁଣି ସେ ପୋଷ୍ଟ କରିଛନ୍ତି । ଆଉ ଏହାକୁ ନେଇ ତାଙ୍କର ପ୍ରଂଶସକମାନେ ବହୁତ ଖୁସି ଅଛନ୍ତି ।
ଆଉ ଏବେ ଏହି ଖବର ପୁଣି ଚର୍ଚ୍ଚାକୁ ଆସିଛି । ବର୍ତ୍ତମାନ ସମୟରେ ସେମାନେ ଯଦି ଅଲଗା ହେଉ ନାହାନ୍ତି ତାହେଲେ ଏହା ଏକ ଭଲ ଖବର ଆଉ ଯଦି ସେମାନେ ଅଲଗା ହୋଇ ଯାଉଛନ୍ତି ତାହେଲେ ଏହା ଦୁଃଖ ଖବର ଅଟେ । କିନ୍ତୁ ଏହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

Advertisement