ନମସ୍କାର ପାଠକ ବନ୍ଧୁ।ପ୍ରଚାର କରିବା ସମୟ ରେ ଗଳି ପଡିଲେ ମନ୍ତ୍ରୀ ଙ୍କ ପୁଅ।ଗାଡ଼ି ଉପରେ ଠିଆ ହୋଇ ଅନ୍ୟ ନେତା ମାନଙ୍କ ସହିତ ପ୍ରଚାର କରୁଥିବା ସମୟ ରେ ତେଲେଙ୍ଗାନା ମୁଖ୍ୟ ମନ୍ତ୍ରୀ ଙ୍କ ପୁଅ ଖସି ପଡ଼ିଥିଲେ।ଯାହାକୁ ନେଇ ଏବେ ଖବର ସାମ୍ନା କୁ ଆସିଚି।
ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ର ନିଜାମାବାଦ ଅଞ୍ଚଳ ରେ।ଏଠାରେ ମୁଖ୍ୟ ମନ୍ତ୍ରୀ କେଶିଆର ରାଓ ଙ୍କ ପୁଅ କେଟିଆର ରାଓ ଗାଡ଼ି ରୁ ପଡ଼ି ଯାଇଛନ୍ତି।ସାମାନ୍ୟ ଆଘାତ ଲାଗି ସେ ଏବେ ଡାକ୍ତର ଖାନା ରେ ଭର୍ତି ହୋଇ ଛନ୍ତି।
ସୂଚନା ଅନୁସାରେ ଆସନ୍ତା ନଭେମ୍ବର ୩୦ ତାରିଖ ରେ ତେଲେଙ୍ଗାନା ରାଜ୍ୟ ରେ ନିର୍ବାଚନ ହେବାକୁ ଯାଉଛି।ଏହାର ପ୍ରଚାର ବିଭିନ୍ନ ମନ୍ତ୍ରୀ ଓ ନେତା ମାନେ ଏବେ ଠାରୁ ଆରମ୍ଭ କରି ସାରିଲେଣି।
ମୁଖ୍ୟ ମନ୍ତ୍ରୀ କେସିଆର ରାଓ ଙ୍କ ପୁଅ କେଟିଆର ରାଓ ତାଙ୍କ ଦଳ ର ଅନ୍ୟ ନେତା ମାନଙ୍କ ସହିତ ଭ୍ୟାନ ଉପରେ ଠିଆ ହୋଇ ଥିଲେ।ଓ ଲୋକ ମାନଙ୍କୁ ପ୍ରଣାମ ଜଣାଉ ଥିଲେ।ଏହି ସମୟ ରେ ହଟାତ ଭ୍ୟାନ ଡ୍ରାଇଭର ଜଣକ ବ୍ରେକ।ମାରି ଦେଇଥିଲା।ଯାହା ଫଳ ରେ ଉପରେ ଥିବା ସମସ୍ତ ଲୋକ ତଳ କୁ ଖସି ପଡ଼ି ଥିଲେ।
ସମସ୍ତଙ୍କ ଶରୀର ରେ ସାମାନ୍ୟ ଆଘାତ ଲାଗିଚି।ତେଣୁ ସେମାନଙ୍କୁ ଉଦ୍ଧାର କରା ଯାଇ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଚି। କେଟିଆର ରାଓ ଏବେ ନିର୍ବାଚନ ପାଇଁ ସମସ୍ତଙ୍କ ସହିତ ମିଶୁ ଛନ୍ତି।
ସେ ନିଜ ଦଳ କୁ ଭୋଟ ଦେବା ପାଇଁ ଲୋକ ମାନଙ୍କୁ କହୁଛନ୍ତି।ହେଲେ ହଟାତ ଏତେ ବଡ ଦୁ-ର୍ଘ-ଟ-ଣା ଘଟି ଯିବ ତାହା କୁ କେହି ଭାବି ନ ଥିଲେ। ଡ୍ରାଇଭର ଜଣକ ବ୍ରେକ ମାରିବା ଫଳ ରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଭ୍ୟାନ ର ରେଲିଙ୍ଗ ଟି ଭାଙ୍ଗି ଯାଇଥିଲେ।ମୁଖ୍ୟ ମନ୍ତ୍ରୀ ଙ୍କ ପୁଅ ପଡ଼ି ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଛି।ଏହାକୁ ନେଇ ଅନେକ ଲୋକ ଅନେକ ମତ ଦେଉଛନ୍ତି।ଏବେ ସେ ସୁସ୍ଥ ଅଛନ୍ତି।