Updated: Sep 27, 2023, 13:01 IST

ଗାଆଁ ଲୋକ ଙ୍କ ପାଇ ନବୀନ ବାବୁ କଲେ ସୁନ୍ଦର ବସ୍ ଯୋଜନା : ବିରୋଧୀ କହିଲେ ହଁ ବଢିଆ, ଏଥର ଗାଆଁ ଲୋକ ଙ୍କୁ ପଟେଇବାକୁ ନୂଆ ଫର୍ମୁଲା

Special report

ନମସ୍କାର ପାଠକ ବନ୍ଧୁ।ଏବେ ରାଜ୍ୟ ସରକାର ସ୍ଵଂୟ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ପାଇଁ ଅନେକ ସୁବିଧା ଯୋଗାଇ ଦେଉଛନ୍ତି।ଏହା ଦ୍ବାରା ଓଡ଼ିଶା ରେ ଅନେକ ମହିଳା ମାନେ ଉପକୃତ ହେଉଛନ୍ତି।ନିକଟ ରେ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଯୋଜନା ର ଶୁଭାରମ୍ଭ କରିଛନ୍ତି।
Special report
ଆପଣ ମାନେ ଯାହାକୁ ଶୁଣିଲେ ବହୁତ ଖୁସି ହୋଇ ଯିବେ।ଓଡ଼ିଶା ର ମହିଳା ମାନଙ୍କ ପାଇଁ ସେ କିଛି କାମ ଯୋଗାଇ ଦେବାକୁ ଯାଉଛନ୍ତି।ଯାହା ଦ୍ଵାରା କେହି ମହିଳା ଆଉ ଘର ର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହି ପାରିବ ନାହିଁ।ଏବେ ଏହାକୁ ନେଇ ଲୋକ ଙ୍କ ଭିତରେ ବହୁତ ଚର୍ଚ୍ଚା ହେଉଚି।
ସୂଚନା ଅନୁସାରେ ଆଗକୁ ନିର୍ବାଚନ ରହିଛି।ତେଣୁ ଲୋକ ମାନଙ୍କୁ କିପରି ରୂପେ ବିଭିନ୍ନ କାମ ରେ ନିଯୁକ୍ତି କରି ତାଙ୍କ ଠାରୁ ଭୋଟ ହାତେଇବା ସରକାର ଙ୍କ ର ଲକ୍ଷ୍ୟ।ସେଥିପାଇଁ ସେ ଆରମ୍ଭ କରିଛନ୍ତି ମିଶନ ଶକ୍ତି ନାମରେ ଏକ ସଂସ୍ଥା।
ଯେଉଁଥିରେ ସ୍ଵଂୟ ସହାୟକ ଗୋଷ୍ଠୀ ର ମହିଳା ମାନେ କୌଣସି ଏକ ସରକାରୀ କ୍ଷେତ୍ର ରେ ଅସ୍ଥାୟୀ କର୍ମଚାରୀ ରୂପେ କାର୍ଯ୍ୟ କରିବେ।ଏଥିପାଇଁ ସେମାନଙ୍କୁ କିଛି ଅର୍ଥ ମଧ୍ୟ ଦିଆ ଯିବ।ଅନେକ ମହିଳା ଏହା ଦ୍ଵାରା ଲାଭବାନ ହେବେ।ସେମାନଙ୍କୁ ଆଉ ବାହାରେ ଯାଇ କାମ କରିବାକୁ ପଡ଼ିବ ନାହିଁ।
Special report
ରାଜ୍ୟ ରେ ୪୬୪୯ ଟି ସ୍ଵଂୟ ସହାୟକ ଗୋଷ୍ଠୀ ରହିଛି।ସେହି ଗୋଷ୍ଟି ର ମହିଳା ମାନଙ୍କୁ ବେଆଇନ ଭାବେ ନିଯୁକ୍ତି ଦିଆ ଯିବ।ପ୍ରତି ମାସରେ ସେମାନଙ୍କୁ ଟଙ୍କା ଦିଆ ଯିବ।ଓ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଅଧିକ ଟଙ୍କା ମଧ୍ୟ ଦିଆଯିବ।
ରାଜ୍ୟ ସରକାର ୨୦ ଟି ସମୀକ୍ଷା ରେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ମହିଳା ମାନଙ୍କୁ କିଛି କାର୍ଯ୍ୟ ଯୋଗାଇ ଦେବା ପାଇଁ ଜୋର୍ ସୋର୍ ରେ ପ୍ରସ୍ତୁତି ଜାରି ରହିଛି।ଏହାର ନାମ ମିଶନ ଶକ୍ତି ରହିଛି।ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କାମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏବେ ନୀତି ପ୍ରସ୍ତୁତ କରୁଛନ୍ତି।
ରାଜ୍ୟ ରେ ମହିଳା ମାନଙ୍କର ସଶକ୍ତି କରଣ ପାଇଁ ରାଜ୍ୟ ସରକାର ବହୁ ନିୟମ ପ୍ରଣୟନ କରିଛନ୍ତି।ସେଥିରୁ କିଛି ନିୟମ ଲୋକ ଙ୍କ ପାଖରେ ପହଞ୍ଚିଛି।
ଏହା ସହିତ ନବୀନ ପଟ୍ଟନାୟକ ମାଛ ଚାଷ,କୁକୁଡ଼ା ଚାଷ ପାଇଁ ଋଣ ଦେଉଛନ୍ତି।ଏହା ସବୁବେଳେ କରା ଗଲେ ଅନେକ ଲୋକେ ଲାଭବାନ ହେବେ।ଓ ରାଜ୍ୟର ଉନ୍ନତି ହେବ।

Advertisement