Apr 28, 2024, 17:07 IST

BJD ଛାଡି BJP ଗଲେ ହେଲେବି ଟିକେଟ ପାଇଲେନି ଦେଖନ୍ତୁ ଗୁମୁରି ଗୁମୁରି କାନ୍ଦୁଛନ୍ତି କି ଅଭିନେତା ଅନୁଭବ ମହାନ୍ତି!!

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ରାଜନୀତିକୁ ନେଇ ଆସିଥିବା ଖବର ଜାଣି ପାରୁଛନ୍ତି । ଏବେ ରାଜନୀତି ଜଗତକୁ ନେଇ କଣ ସବୁ ଖବର ଆସିଛି ତାହା ଆପଣମାନେ ଜାଣି ପାରୁଛନ୍ତି ।
ଏବେ ସବୁ ଦଳର ପ୍ରାର୍ଥୀମାନଙ୍କୁ ଟିକେଟ ମିଳୁଛି । ଆଉ ଏବେ ରାଜନୀତି ସବୁ ଅଞ୍ଚଳରେ ସରଗରମ ରହିଛି । ଅନେକ ଅଭିନେତା ଆଉ ଅଭିନେତ୍ରୀ ମଧ୍ୟ ରାଜନୀତିରେ ପାଦ ଦେଉଛନ୍ତି । 
Uu
ଅଭିନେତା ଅରିନ୍ଦମ ରାୟ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତା ଅନୁଭବ ମହାନ୍ତି ଆଉ କିଛି ଅଭିନେତା ବିଜେଡି ଦଳରେ ଥିଲେ କିନ୍ତୁ ସେମାନେ ବିଜେଡି ଦଳ ଛାଡ଼ି ଏବେ ବିଜେପି ଦଳରେ ମିଶିଛନ୍ତି ।
ଏବେ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ ମାନଙ୍କୁ ଟିକେଟ ମିଳିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କେଉଁ ଅଭିନେତାଙ୍କୁ କେଉଁ ଅଞ୍ଚଳର ଟିକେଟ ମିଳିଛି । ଆସିଲା ବିଜେପି ଦଳରୁ ତାଲିକା । ବିଜେପି ଦଳର ପ୍ରାର୍ଥୀ ଅରିନ୍ଦମ ରାୟଙ୍କୁ ମଧ୍ୟ ଟିକେଟ ମିଳିଲା । 
ଅଭିନେତା ଅରିନ୍ଦମ ରାୟଙ୍କୁ ସାଲେପୁର ଅଞ୍ଚଳର ଟିକେଟ ମିଳିଛି । ଅଭିନେତା ଅନୁଭବ ମହାନ୍ତି ବିଜେଡି ଦଳ ଛାଡ଼ି ବିଜେପିରେ ମିଶିଛନ୍ତି । ଆଉ ତାଙ୍କୁ ବିଜେପି ଦଳ ପକ୍ଷରୁ ଟିକେଟ ମିଳିନାହିଁ । ଏବେ ସେ ଦୁଃଖରେ ଅଛନ୍ତି ବୋଲି ସୂଚନା ମିଳିଛି ।
Hh
ବିଜେପି ଦଳ ଅନୁଭବ ମହାନ୍ତିଙ୍କୁ ଟିକେଟ ନଦେଇ କେବଳ ଷ୍ଟାର ପ୍ରଚାରକ ଭିତରେ ସୀମିତ ରଖିଛି । ଆଉ ସେପଟେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମୁଣ୍ଡରେ ହାତୀ ଢାଳିଲାଣି ସୁନା କଳସ । ବର୍ଷାଙ୍କୁ ଟିକେଟ ମଧ୍ଯ ମିଳି ସାରିଲାଣି ।
ବର୍ଷା ପ୍ରିୟଦର୍ଶିନୀ ଦଳରେ ସାମିଲ ହୋଇ ବଡ଼ଚଣା ଅଞ୍ଚଳରୁ ଟିକେଟ ହାତେଇ ସାରିଲେଣି । ଏବେ ସେ ପ୍ରଚାର କରି ସାରିଲେଣି । ଅନୁଭବ ମହାନ୍ତି ଏବେ ବିଜେଡି ଦଳ ଛାଡ଼ି ବିଜେପି ଦଳରେ ସାମିଲ ହୋଇ ଗଲେଣି କିନ୍ତୁ ତାଙ୍କୁ ଟିକେଟ ମିଳିଲା ନାହିଁ ।
ଆଉ ଏବେ କଥା ଆସୁଛି କି ତାଙ୍କ ଭାଗ୍ୟ କେବେ ବଦଳିବ ନା ତାଙ୍କ ରାଜନୀତି କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ । ତାଙ୍କ ସହ ବିଜେପି ଦଳ ସହ ସାମିଲ ହୋଇଥିବା ନେତାମାନେ ଏବେ ନିର୍ବାଚନ ଟିକେଟ ପାଇ ପ୍ରଚାର କରିଲେନି । ନିର୍ବାଚନକୁ ଆଉ କିଛି ଦିନ ଥିବା ବେଳେ ଅନୁଭବଙ୍କ ଭାଗ୍ୟ ବଦଳିବ କି ନାହିଁ ତାହା ଜଣାପଡ଼ିବ ।

Advertisement