Feb 10, 2024, 17:53 IST

ମୃତ୍ୟୁର ଏକବର୍ଷ ପରେ ଘରକୁ ଆସିଲା ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ଆତ୍ମା ଦେଖନ୍ତୁ - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Special report
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।ତେବେ ବାନ୍ଧୁଗଣ ଗତ କିଛି ମାସ ତଳେ ଆମ ଓଡିଶାର ପୂର୍ବତ୍ତମ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କର ମୃତ୍ୟୁ ହୋଇ ଥିଲା।
ନବଙ୍କୁ ଏଏସଆଇ ଗୋପାଳ ଦାସ ହ-ତ୍ୟା କରି ଥିଲା। ତେବେ ନବଙ୍କ ହ-ତ୍ୟା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇ ଥିଲା କାରଣ ନବ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ଏବଂ
Special report
ବିଜେଡି ଦଳର ପ୍ରମୁଖ ନେତା ମଧ୍ୟ ଥିଲେ। ତେବେ ବାନ୍ଧୁଗଣ ନବଙ୍କ ମୃ-ତ୍ୟୁ-ବ-ର-ଣ ଆଜିକୁ ବର୍ଷେ ହେଇଗଲାଣି। ଏବେ ବି ନବଙ୍କୁ ଷଡ଼ଯନ୍ତ୍ର କରି ହ-ତ୍ୟା କରିଥିବା ବ୍ୟକ୍ତିଟି ମଧ୍ୟ ଧରାପଡ଼ିନି।
ନବଦାସଙ୍କ ପାଖରେ କଣ ନଥିଲା ଗଦା ଗଦା ସମ୍ପତ୍ତିର ମାଲିକ ଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ପରି ବଡ ପଦବୀରେ ରହି ସେ କ୍ଷମତାଶାଳୀ ଥିଲେ ନବ। କିନ୍ତୁ ସେହି କ୍ଷମତା ତାଙ୍କ ମୃ-ତ୍ୟୁକୁ ଅଟକା ପାରିଲାନାହିଁ।
Special report
ନବ ଦାସଙ୍କ ବୟସ ଥାଉ ଥାଉ ତାଙ୍କ ଜୀବନ ଚାଲିଗଲା। ଅନେକ ସ୍ବପ୍ନ, ଇଚ୍ଛା ଏବଂ ଆଶା ତାଙ୍କର ଅଧାରେ ରହିଗଲା। ନବ ଦାସ ମନରେ କେତେ ଇଚ୍ଛା ନେଇ ମିଟିଂରେ ଯୋଗ ଦେବାକୁ ଯାଇଥିଲେ।
Special report
କିନ୍ତୁ ସେ କଣ ଜାଣିଥିଲେ ସେଠାରେ ତାଙ୍କୁ ମରଣ ଅପେକ୍ଷା କରିଛି ବୋଲି। ନବ ଲୋକ ମାନଙ୍କ ସହିତ ମିଶିବାକୁ ଯାଇଥିଲେ କିନ୍ତୁ ଶେଷରେ କୋକେଇରେ ବୁହା ହେଇଥିଲେ।
ନବଙ୍କର ଓଡ଼ିଶାର ବିକାଶରେ ସାମିଲ ହେବା ପାଇଁ ବହୁତ ଇଚ୍ଛା ଥିଲା। ଓଡିଶାର ସେବା କରିବା ପାଇଁ ନବଙ୍କର ବହୁତ ମନରେ ଆଶା ଥିଲା। କିନ୍ତୁ ସବୁ ସ୍ବପ୍ନ ତାଙ୍କର ଭାଙ୍ଗି ଯାଇଛି। ନବଙ୍କୁ ଗୁଳି ମାରି ହତ୍ୟା କରିଥିବା ପୋଲିସ ନିଶ୍ଚିନ୍ତ ଦଣ୍ଡ ପାଇବ।

Advertisement