Sep 24, 2023, 10:48 IST

କିଏ ମାରିଲା ଅତିରିକ୍ତ ଜିଲ୍ଲାପାଳ ଙ୍କୁ, ଏହା ପଛରେ ରହିଛି କି ଆଉ କେଉଁ ବଡ଼ ମାଛ ଙ୍କ ହାତ? କଣ ପାଇଁ ତାକୁ ଦିଆ ଯାଉଥିଲା ମାନସିକ ଅତ୍ୟାଚାର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ସହକାରୀ ଜିଲ୍ଲାପାଳ ଙ୍କ ମୃ-ତ୍ୟୁ ଉପରୁ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି। ଏହା କୁହା ଯାଉଛି କି ସମସ୍ତେ ମିଶି ତାଙ୍କୁ ମାରିଦେବା ପରେ ପୋଖରୀ ରେ ପକାଇ ଦେଇଛନ୍ତି।
Special report
ଏହି ହ-ତ୍ୟା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର। ମାରିବା ପରେ ଏବେ ଖସି ଯିବା ପାଇଁ ଚେଷ୍ଟା କରୁଛନ୍ତି ଜିଲ୍ଲାପାଳ। ଏଭଳି କିଛି ଅଭିଯୋଗ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଙ୍କ ପରିବାର ଲୋକ।
ସେମାନେ କହିଛନ୍ତି କି ତାଙ୍କ ଝିଅ କୁ ହ-ତ୍ୟା କରାଯାଇଛି। ଆଉ ତାଙ୍କୁ ମାରି ମଧ୍ୟ ପୋଖରୀରେ ପକାଇ ଦିଆ ଯାଇଛି। ଏଭଳି କିଛି ଖବର ଦେଖିବାକୁ ମିଳିଛି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ୍ ରେ।
ସେହି କାର୍ଯ୍ୟାଳୟରେ ରେ କାମ କରୁଥିଲେ ସୁସ୍ମିତା ଆଉ ସେ ମଧ୍ୟ ମାନସିକ ସ୍ତରରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡ଼ିଥିଲେ। ତାଙ୍କୁ ଦିଆ ଯାଉଥିଲା କୌଣସି କାମକୁ ନେଇ ବାରମ୍ବାର ମାନସିକ ନିର୍ଯ୍ୟାତନା।
Special report
ସୁସ୍ମିତା ମନା କରୁଥିଲେ ମଧ୍ୟ ତାଙ୍କୁ ବାଧ୍ୟ କରାଯାଉ ଥିଲା। ଯାହା ଫଳରେ କି ସେ ଘରୁ ବାହାରି ଯାଇ ଏକ ହୋଟେଲ୍ ରେ ମଧ୍ଯ ରହୁଥିଲେ। ଆଉ ତା ପରେ ହିଁ ମିଳିଥିଲା ସୁସ୍ମିତା ଙ୍କ ମୃ-ତ ଦେହ।
ହ-ତ୍ୟା ପଛରେ ଅଛନ୍ତି ରାଉରକେଲାର ଜିଲ୍ଲାପାଳ ଡ଼ାକ୍ତର ଶୁଭଙ୍କର ମହାପାତ୍ର। ଆଉ ଏନେଇ ଅନ୍ୟ ଦୁଇଜଣ ଙ୍କ ନାମ ମଧ୍ଯ ଏହି ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ କରା ଯାଇଛି। ଆଉ ଏବେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି।
ଘର ଲୋକ ମାନଙ୍କ କହିବା ଅନୁସାରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ସୁସ୍ମିତା। ସବୁବେଳେ କହୁଥିଲେ କି ତାଙ୍କ ଅଫିସ୍ ରେ ତାଙ୍କୁ ଖୁବ ମାନସିକ ଚାପ ଦେଉଛନ୍ତି। ଆଉ ଏଥିପାଇଁ ସେ ଅତିରିକ୍ତ ଜିଲ୍ଲାପାଳ ଙ୍କ ନାମ ମଧ୍ୟ ନେଉଥିଲେ।
ଅଫିସ୍ କୁ ଯେତେବେଳେ ତାଙ୍କର ଭାଇ ଫୋନ୍ କରିଥିଲେ ସେତେବେଳେ ସୁସ୍ମିତା କହିଥିଲେ କି ଅଫିସ୍ ରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅଛି। ଆଉ ଏହାପରେ ସୁସ୍ମିତା ନିଖୋଜ ହୋଇ ଯାଇଥିଲେ ଏବଂ ତାଙ୍କର ମୃ-ତ ଶରୀର ମିଳିଥିଲା।

Advertisement