Jan 9, 2024, 13:22 IST

ବଡ଼ ଦୁଃଖ ରେ ଦୁଃଖ ଖବର ଦେଲେ ଧର୍ମେନ୍ଦ୍ର ପ୍ରଧାନ ,୨୦୨୪ ରେ ନିର୍ବାଚନ ରେ ଟିକେଟ ପାଇବେନି ଅପରାଜିତା..

Special Report

ନମସ୍କାର ପାଠକ ବନ୍ଧୁ।ରାଜ୍ୟ ରାଜନୀତି ରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅପରାଜିତା ଷଢ଼ଙ୍ଗି।ତାଙ୍କୁ ଏବେ କିଏ ବା ନ ଜାଣେ।ସେ ବିହାର ର ଝିଅ ଓ ଓଡ଼ିଶା ର ବୋହୂ।ଜଣେ ଭଲ ନେତ୍ରୀ ରୂପେ ସେ ଏବେ ଓଡ଼ିଶା ରେ ପରିଚିତ।
Special Report
ସେ ବିଜେପି ଦଳ ର ସାଂସଦ ରୂପେ ପରିଚିତ।ଭୁବନେଶ୍ଵରର ନେତ୍ରୀ ରୂପେ ସେ ପରିଚିତ।ହେଲେ ନିକଟ ରେ ଶୁଣିବାକୁ ମିଳିଛି କି ତାଙ୍କୁ ଏଠାରେ ଆଉ ନିର୍ବାଚନ ରେ ଟିକେଟ ଦିଆ ଯିବ ନାହିଁ।ଏହାର ଅନେକ କାରଣ ରହିଛି।ଏବେ ତାଙ୍କ ଉପରେ ବହୁତ ରାଗି ଯାଇଛନ୍ତି ଅନ୍ୟ ବିଜେପି କର୍ମୀ ମାନେ।
ସେ ବିଜେପି ଦଳ ର ନୀତି ନିୟମ କୁ ମାନୁ ନାହାନ୍ତି।ନିଜ ଇଚ୍ଛା ଅନୁସାରେ କାମ କରୁଛନ୍ତି।ସେ ଲୋକ ଙ୍କ ସେବା ରେ ନିଜକୁ ହଜାଇ ଦେଇଛନ୍ତି।ଯାହାକୁ ସହି ପାରି ନାହାଁନ୍ତି ଅନ୍ୟ ନେତ୍ରୀ ମାନେ।ସେମାନେ ଦାବି କରିଛନ୍ତି କି ଏଥର ହେବାକୁ ଥିବା ନିର୍ବାଚନ ରେ ତାଙ୍କୁ ଟିକେଟ ଦିଆ ଯିବ ନାହିଁ।
ବିଜେପି ଦଳ ର ମୁଖ୍ୟ ନେତା ଅମିତ ଶାହା ଏହାକୁ ନେଇ ସିଧା ସିଧା ମନା କରି ଦେଇଛନ୍ତି।ତାଙ୍କ କହିବା ଅନୁଯାୟୀ ଅପରାଜିତା ଙ୍କ କାମ କାହାକୁ ବି ପସନ୍ଦ ଆସି ନାହିଁ।ସେ ଦଳ ର ନୀତି ନିୟମ କୁ ମାନୁ ନାହାନ୍ତି।ଯେଉଁଥିପାଇଁ ତାଙ୍କୁ କେହି ମଧ୍ୟ ସମର୍ଥନ କରି ନାହାନ୍ତି।
Special Report
୨୦୨୪ ମସିହାରେ ଅପରାଜିତା ଟିକେଟ ପାଇବାକୁ ନେଇ ଏବେ ଠାରୁ ଚିନ୍ତା ରେ ରହୁଛନ୍ତି।ତେବେ ଏହି କଥା ଟି ସମ୍ପୂର୍ଣ୍ଣ ରୂପେ ସତ୍ୟ।ଏବେ ଅପରାଜିତା ଙ୍କୁ ନେଇ ଲୋକ ମାନେ ଅନେକ କଥା କହୁଥିବା ର ଶୁଣା ଯାଉଛି।ତାଙ୍କ ଉପରେ ଈର୍ଷା କରିଛନ୍ତି କିଛି ବରିଷ୍ଠ ନେତା ମାନେ।
ସେହି କାରଣ ରୁ ଅପରାଜିତା ଙ୍କ ଟିକେଟ କାଟିବାକୁ ଅନେକ ନେତା ଚେଷ୍ଟା କରୁଛନ୍ତି।ରାଜନୀତି ରେ ଯାହା ବି ହେଉ।ହେଲେ ବ୍ୟକ୍ତିଗତ ଭାବେ ବିଜେଡି ଦଳ ର ମୁଖ୍ୟ ତଥା ଓଡ଼ିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହିତ ଅପରାଜିତା ଙ୍କ ର ଭଲ ସମ୍ପର୍କ ରହିଛି।
ତେବେ ଏବେ କୁହା ଯାଉଚି କି ଏଥର ଅପରାଜିତା ବୋଧ ହୁଏ ବିଜେଡି ଦଳ ରେ ସାମିଲ ହେବେ।ରାଜ୍ୟ ରାଜନୀତି ରେ ତାଙ୍କ ଭୂମିକା ଅତୁଳନୀୟ।ଶାନ୍ତ ଥିବା ବେଳେ ଯେତିକି ନରମ ରାଗି ଗଲେ ବହୁତ ଗରମ।
ଆଜି ଏହି ନେତ୍ରୀ ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ଖୁବ୍ ଶୀଘ୍ର ସେ ବିଜେଡି ଦଳ ରେ ସାମିଲ ହେବେ ବୋଲି ଶୁଣା ଯାଉଛି।ଏବେ ଦେଖିବାକୁ ବାକି ରହିଲା ୨୦୨୪ ମସିହା ରେ ଅପରାଜିତା କେଉଁ ଦଳ ରେ ସାମିଲ ହେଉଛନ୍ତି।

Advertisement