Sep 27, 2023, 12:44 IST

ଦିପାଳୀ ନିମ୍ନ ମାନ ର ରାସ୍ତା କାମ ଦେଖି କେନ୍ଦ୍ର ଉପରେ ତାତିଲେ, କି କାମ କରୁଛ କିହୋ କେନ୍ଦ୍ର ସରକାର? ରାସ୍ତା କଣ ଏମିତି କରିଚ

Special report

ନମସ୍କାର ପାଠକ ବନ୍ଧୁ। ଝାରସୁଗୁଡ଼ା ବିଧାୟକ ଦିପାଳୀ ଦାସ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଛନ୍ତି କି ଲୋକ ମାନଙ୍କ ପାଇଁ ଏବେ ଏକ ବହୁତ ବଡ଼ ପ୍ରଶ୍ନ ଅଛି।
Special report
ସେ କହିଛନ୍ତି କି କଟକ, ସମ୍ବଲପୁର ର ହାଇୱେ କାମ ଏବେ ପର୍ଯ୍ୟନ୍ତ ପେଣ୍ଡିଂ ହୋଇ ପଡି ରହିଛି। ଆଉ ଏନେଇ ବାରମ୍ବାର ମଧ୍ଯ କେନ୍ଦ୍ର ସରକାର ଙ୍କୁ ପ୍ରଶ୍ନ କରାଯାଉଛି।
ହେଲେ ଏହା ସବୁଠାରୁ ବଡ଼ କଥା ହେଉଛି କି ବାରମ୍ବାର ପ୍ରଶ୍ନ କରାଯିବା ସତ୍ତ୍ୱେ ମଧ୍ଯ କାମ ଚାଲୁଛି ବୋଲି କୁହା ଯାଉଛି। ଏନେଇ ଦୀପାଳି ପ୍ରଶ୍ନ କରିଛନ୍ତି କି କେତେ ଦିନ ପର୍ଯ୍ୟନ୍ତ ଏହି କାମ ଚାଲିବ ଆଉ କେବେ ଯାଇ ଏହି କାମ ସରିବ।
କାହିଁକି ଏହି କାମରେ ମଧ୍ୟ ବାରମ୍ବାର ଅବହେଳା ହେଉଛି? ଏହା ଲୋକ ମାନଙ୍କ ପାଇଁ ଏକ ବହୁତ ବଡ଼ ସମସ୍ୟା। ସେଥିପାଇଁ ଏନେଇ ଦିପାଳୀ ପ୍ରଶ୍ନ କରିଛନ୍ତି। ଆଉ ଲୋକମାନେ ମଧ୍ୟ ଏଥିପାଇଁ ଖୁବ୍ ହଇରାଣ ହୋଇଛନ୍ତି।
Special report
ପଶ୍ଚିମ ଓଡ଼ିଶାରୁ ପାଞ୍ଚ ଜଣ ସାଂସଦ ଅଛନ୍ତି। ହେଲେ ଦିପାଳୀ କହିଛନ୍ତି କି ଆଜି ପର୍ଯ୍ୟନ୍ତ ତାଙ୍କର ଏହି ପ୍ରଶ୍ନ ର ଉତ୍ତର କେହି ହେଲେ ମଧ୍ୟ ଦେଇ ପାରି ନାହାଁନ୍ତି। ଆଉ ଏହାକୁ ନେଇ ଦିପାଳୀ ଏବେ ମଧ୍ୟ ପ୍ରଶ୍ନ କରିଛନ୍ତି।
ଆଉ ସେ ଜାଣି ପାରୁ ନାହାଁନ୍ତି କି କଣ ପାଇଁ କଟକ, ସମ୍ବଲପୁର ର ହାଇୱେ କାମ ଏବେ ପର୍ଯ୍ୟନ୍ତ ପେଣ୍ଡିଂ ହୋଇ ପଡି ରହିଛି ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ। ଏହାକୁ ନେଇ ଲୋକ ମାନଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଅଛି।
ଦିପାଳୀ ଦାସ ଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଲୋକମାନେ ମଧ୍ଯ ଅନେକ ପ୍ରଶ୍ନ କରିଛନ୍ତି। ଆଉ ଦିପାଳୀ ଙ୍କ କଥାରେ ଯଥାର୍ଥତା ଅଛି ବୋଲି ମଧ୍ୟ ଲୋକମାନେ କହିଛନ୍ତି।
ତେବେ ଦିପାଳୀ ଙ୍କ ମୁହଁରୁ ଏହି କଥା ଶୁଣିବା ପରେ ଆପଣଙ୍କୁ ଏହି କଟକ ଓ ସମ୍ବଲପୁର ର ରାସ୍ତା କଣ ପାଇଁ ନିର୍ମାଣ ହୋଇ ପାରୁ ନାହିଁ କଣ ଲାଗୁଛି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।

Advertisement