Apr 30, 2024, 09:23 IST

କହୁ କହୁ ସତ କହିଦେଲେ କି ଅପରାଜିତା...ପ୍ରଚାର ପାଇଁ ଲୋକେ ମତେ ଟଙ୍କା ଦେଇଛନ୍ତି

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଭୁବନେଶ୍ୱର ସାଂସଦ ତଥା ବର୍ତ୍ତମାନ ର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଭଲ ଭାବେ ଜାଣି ଥିବେ।ଏବେ ସେ ନିର୍ବାଚନ ପ୍ରଚାର କାର୍ଯ୍ୟ ରେ ବ୍ୟସ୍ତ ଅଛନ୍ତି।
ଦୀର୍ଘ ପାଞ୍ଚ ବର୍ଷ ସେ ଜଣେ ସାଂସଦ ରୂପେ ରହି ଥିଲେ।ଲୋକ ଙ୍କ ଭଲ ପାଇବା ପାଇଁ ସେ ଆଜି ଏତେ ବାଟ ରେ ପହଞ୍ଚି ପାରିଛନ୍ତି।ସେ ସବୁବେଳେ ଆମ ରାଜ୍ୟର ଉନ୍ନତି କଥା ଚିନ୍ତା କରି ଥାଆନ୍ତି।ଆଜି ଆମେ ସେହି ଅପରାଜିତା ଷଡ଼ଙ୍ଗୀ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Gh
ସୂଚନା ଅନୁସାରେ ବର୍ତ୍ତମାନ ସମୟ ରେ ନିର୍ବାଚନ ପ୍ରଚାର ପାଇଁ ଅନେକ ନେତା ମନ୍ତ୍ରୀ ମାନେ ଏବେ ବ୍ୟସ୍ତ ଅଛନ୍ତି।ତେବେ ଗତ କାଲି ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ରେ ନିର୍ବାଚନ ର ପ୍ରଚାର କରୁ ଥିଲେ।
ଏହି ସମୟ ରେ ତାଙ୍କୁ କିଛି ଗଣ ମାଧ୍ୟମ ପ୍ରତିନିଧି ପ୍ରଶ୍ନ କରି ଥିଲେ।ସେ ତାହାର ଉତ୍ତର ଦେବାକୁ ଯାଇ କହି ଥିଲେ କି ଆମର ଲକ୍ଷ୍ୟ ହେଉଚି କେବଳ ଲୋକ ଙ୍କ ର ସେବା କରିବା।ଲୋକ ମାନେ ମୋ ସହିତ ଥିବା ଯାଏଁ ମୁଁ ସମସ୍ତଙ୍କର ସେବା କରିବି।
Hh
ମୋତେ ଲୋକ ମାନେ ବହୁତ ଭଲ ପାଉଛନ୍ତି।ମୁଁ ଦୀର୍ଘ ପାଞ୍ଚ ବର୍ଷ ସେହି ଲୋକ ମାନଙ୍କ ସେବା କରି ଆସିଚି।ଆଗକୁ ମଧ୍ୟ କରିବି।ତେବେ କିଛି ଦିନ ତଳେ ମୁଁ ମୋ ଅଫିସ ରେ ବସିଥିବା ସମୟ ରେ ଜଣେ ବ୍ୟକ୍ତି ଆସି ମୋତେ ୨୦୦୦୦ ଟଙ୍କା ର ଚେକ୍ ଧରାଇ ଥିଲେ ।
ଓ କହିଥିଲେ କି ଏହି ଟଙ୍କା ରେ ତମେ ନିର୍ବାଚନ ଲଢ଼।ଆମେ ସମସ୍ତେ ତମ ସହ ଅଛୁ।ଏହା ଛଡ଼ା ଗତ କାଲି ଜଣେ ବୃଦ୍ଧ ବ୍ୟକ୍ତି ମୋ ପାଖକୁ ଆସି ଥିଲେ।ସେ ମୋ ସାମ୍ନା ରେ ୫୦ହଜାର ଟଙ୍କା ର ଚେକ୍ କାଟି ଥିଲେ।
ଏହାପରେ ମୋତେ ସେଇଟା କୁ ଧରେଇ କହି ଥିଲେ ତମେ ନିର୍ବାଚନ ଲଢ଼ିକି ଆସ ଆମେ ସବୁବେଳେ ତମ ସହିତ ଅଛୁ।ଲୋକ ଙ୍କ ଏଭଳି ଭଲ ପାଇବା ମୋ ସହ ଅଛି।ସମସ୍ତେ ଚାହୁଁଛନ୍ତି।ମୁଁ ପୁଣି ଥରେ ବିଜୟ ହାସଲ କରେ।ସେମାନଙ୍କ ପାଇଁ କାମ କରେ।ତେବେ ଆଗକୁ କଣ ଘଟୁଛି ତାହା ଦେଖିବାକୁ ବାକି ରହିଲା।

Advertisement