Updated: Nov 17, 2023, 10:31 IST

ଦିବ୍ୟସଙ୍କର ପୁଣି ହେଲେ ବାପା : ଦ୍ଵିତୀୟ ପତ୍ନୀ ସହ ଆର ବର୍ଷ ଫେବୃଆରୀ ରେ ହୋଇଥିଲା ବିବାହ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ କଳାହାଣ୍ଡି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଙ୍କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। କାରଣ ସେ ଦ୍ଵିତୀୟ ବିବାହ କରିଥିଲେ। ଆଉ ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ଦେବାର ଅନେକ ଦିନ ପରେ ହିଁ ସେ ଦ୍ଵିତୀୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ।
ଆଉ ଏହି ବିବାହ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। କାରଣ କେହି ଏହା ବିଶ୍ବାସ କରି ପାରି ନଥିଲେ କି ଏତେ ଦିନ ପରେ ବିଧାୟକ ଦିବ୍ୟଶଙ୍କର ଦ୍ଵିତୀୟ ବିବାହ କରିଛନ୍ତି ବୋଲି।
Special report
ମାତ୍ର ଏହା ପରେ ଏହି ବିବାହର ଅନେକ ଫଟୋ ଓ ଭିଡିଓ ଖୁବ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା। ଆଉ ବେଶ ଯାକ ଜମକରେ ମଧ୍ୟ ଏହି ବିବାହ ସମ୍ପନ୍ନ ହୋଇଥିଲା ବୋଲି ଏହା କୁହା ଯାଉଥିଲା।
ତାଙ୍କର ପତ୍ନୀ ଙ୍କ ନାମ ହେଉଛି ପ୍ରିୟଙ୍କା ଅଗସ୍ତି।ଫେବ୍ରୁଆରି ୨୬ ତାରିଖରେ ଭୁବନେଶ୍ୱର ର ଦି ଆଡଭେଞ୍ଚର ହୋଟେଲରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ମଧ୍ୟ ଏହା ଖବର ଆସିଥିଲା।
ଆଉ ଏବେ ମଧ୍ଯ ଏକ ବଡ଼ ଖବର ଆସି ପହଞ୍ଚି ଯାଇଛି ଏହା କୁହା ଯାଉଛି କି ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କର ପତ୍ନୀ ପ୍ରିୟଙ୍କା ଅଗସ୍ତି ଏବେ ବାପା ଓ ମାଆ ହୋଇ ଯାଇଛନ୍ତି।
Special Report
କାରଣ ନଭେମ୍ବର ୧୦ ତାରିଖରେ ପ୍ରିୟଙ୍କା ଅଗସ୍ତି ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ। ଆଉ ଏହା ଦିବ୍ୟଶଙ୍କର ଓ ତାଙ୍କରଆଶୀର୍ବାଦ ପତ୍ନୀ ପ୍ରିୟଙ୍କା ଙ୍କ ପାଇଁ ବେଶ ଖୁସୀର ମୁହୂର୍ତ୍ତ ଅଟେ। ଉଭୟଙ୍କ ପରିବାର ଲୋକ ଏନେଇ ଖୁବ ଖୁସୀରେ ମଧ୍ୟ ଅଛନ୍ତି।
ଏବେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଦିବ୍ୟଶଙ୍କର ଙ୍କୁ ଏବେ ଚାରିଆଡୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।
ଲୋକମାନେ ମଧ୍ଯ ବିଧାୟକ ଦିବ୍ୟଶଙ୍କର ଓ ତାଙ୍କର ପତ୍ନୀ ଙ୍କୁ ଅନେକ ଶୁଭେଚ୍ଛା ଜଣାଇ ଛନ୍ତି। ତେବେ ଏହି ଖବର ଶୁଣିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement