Oct 22, 2023, 12:12 IST

ଦେଶବାସୀ ଙ୍କୁ ଖୁସି କରିବାକୁ ରାହୁଲ କଲେ ଦୋଷା ତି, କହିଲେ କଣ ଏମିତି ମୋଦୀ କରୁଚି ଯେ ମୁ ପାରିବିନି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ରାହୁଲ ଗାନ୍ଧୀ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି।
Special report
ଆଉ ଆପଣ ମାନେ ଏହା ମଧ୍ୟ ଜାଣିଥିବେ କି ଦିନକୁ ଦିନ ତାଙ୍କର ଲୋକପ୍ରିୟତା ମଧ୍ଯ ବଢ଼ିବାରେ ଲାଗିଛି। ଆଜ୍ଞା ହଁ ଲୋକ ସଭା ନିର୍ବାଚନ ଯେତେ ନିକଟତର ହେବାରେ ଲାଗିଛି ରାହୁଲ୍ ଗାନ୍ଧୀ ଙ୍କ ସମ୍ପର୍କରେ ସେତେ ମାତ୍ରରେ ଚର୍ଚ୍ଚା ମଧ୍ଯ ହେବାରେ ଲାଗିଛି।
କାରଣ ସେ ଏଭଳି କିଛି କାମ କରୁଛନ୍ତି ଯାହାକି ଲୋକ ମାନଙ୍କୁ ଖୁବ ପସନ୍ଦ ଆସୁଛି। ତେଣୁ ସେ ଚାଷୀ ମାନଙ୍କ ସହ ବିଲରେ ଯାଇ କାମ କରିବା ହଉ ଅଥବା ଚାଷୀ ମହିଳାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିବା ହେଉ।
ହେଲେ ଏବେ ରାହୁଲ ଗାନ୍ଧୀ ଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ରେ ଏଭଳି କିଛି ଦେଖିବାକୁ ମିଳିଛି ଯାହାକୁ ଦେଖିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।
Special report
ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ରାହୁଲ୍ ଗାନ୍ଧୀ ଏକ ଜଳଖିଆ ଦୋକାନ କୁ ଯାଇଛନ୍ତି ଆଉ ସେଠାରେ ମଧ୍ୟ ସେ ଦୋସା ତିଆରି କରିଛନ୍ତି। ଏହାକୁ ଦେଖିବା ପାଇଁ ସେଠାରେ ଅନେକ ଲୋକ ମାନେ ମଧ୍ୟ ରୁଣ୍ଡ ହୋଇ ଯାଇଛନ୍ତି।
ରାହୁଲ୍ ଗାନ୍ଧୀ ମଧ୍ୟ ଖୁବ ସୁନ୍ଦର୍ ଭାବରେ ଦୋସା ବନେଇ ଥିବାର ଦେଖିବାକୁ ମିଳିଛି। ଦୋସା କରିବା ସମୟରେ ସେ କଢ଼େଇ ରୁ ତେଲ ମଧ୍ୟ ଆଣି ଟିକେ ଟିକେ ପକାଉ ଥିଲେ।
ସେଠାରେ ଥିବା ଲୋକମାନେ ମଧ୍ୟ ତାଙ୍କୁ କହିଥିଲେ ଦୋସା କେମିତି ହୋଇଥାଏ। ଆଉ ଲୋକମାନେ ମଧ୍ୟ ସେଠାରେ ଖୁବ୍ ମଜା ମସ୍ତି ମଧ୍ଯ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି।
ଏହାକୁ ଦେଖି ଅନେକ ଲୋକ ମାନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ତେବେ ଆପଣ ମାନେ ଏହି ଭିଡିଓ ଦେଖିବା ପରେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement