ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ତ ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ବିଧାୟକ ସ୍ବର୍ଗତ ନବ କିଶୋର ଦାସଙ୍କୁ ଜାଣିଥିବେ । ଏହି ବିଧାୟକ ଜଣକ ବହୁତ ସୁନ୍ଦର କାମ କରିଥିଲେ । ବିଧାୟକ ନବ କିଶୋର ଦାସଙ୍କୁ ASI ଗୋପାଳ ଦାସ ଗୁଳି କରି ହ-ତ୍ୟା କରିଛି ।
ଏହି ଖବର ବିଷୟରେ ତ ସମସ୍ତେ ଜାଣିଥିବେ । ଏବେ ଝାରସୁଗୁଡ଼ା ଜିଲ୍ଲାର ନବ ବିଧାୟିକା ଭାବରେ ସ୍ବର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳୀ ଦାସ ହୋଇଛନ୍ତି । ଆଉ ସେ କାର୍ଯ୍ୟକୁ ଭଲଭାବରେ ତୁଲାଉଛନ୍ତି ।
ଏବେ ଏଭଳି କିଛି ଖବର ଆସିଛି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଝାରସୁଗୁଡ଼ା ଜିଲ୍ଲାରେ ଏକ ବଡ ଆଉ ସୁନ୍ଦର ଅଡିଟୋରିୟମ୍ କରାଯାଇଛି । ଏହି ଅଡିଟୋରିୟମ୍ ୧୪୦୦ ଆସନ ବିଶିଷ୍ଟ ଅଟେ । ଏହି ଅଡିଟୋରିୟମ୍ ନବ ଦାସଙ୍କ ନାମରେ କରାଯାଇଛି ।
ମନ୍ତ୍ରୀ ନବ ଦାସଙ୍କ ଝିଅ ଏହି ବିଷୟରେ ଅନେକ କଥା କହିଛନ୍ତି । ସେ କହିଛନ୍ତି, ୧୪୦୦ ବିଶିଷ୍ଟ ଏହି ଅଡିଟୋରିୟମ୍ ତାଙ୍କ ବାପାଙ୍କ ନାଁରେ ଅର୍ପଣ କରାଯାଇଛି । ତାଙ୍କ ବାପା ଚାହୁଁଥିଲେ ଝାରସୁଗୁଡ଼ା ଜିଲ୍ଲାର ନବ ନିର୍ମାଣ କରିବା ପାଇଁ ।
ଆଉ ସେ ଏହି ଅଡିଟୋରିୟମର ନିର୍ମାଣ କରିବା ପାଇଁ ୨୦୧୩ ମସିହାରୁ ପ୍ରୟାସ କରିଥିଲେ । ଏହାକୁ ଦେଖି ଝାରସୁଗୁଡ଼ାବାସୀ ବହୁତ ଖୁସି ଅଛନ୍ତି । ଏହା ଏକ ବଡ ଅଡିଟୋରିୟମ୍ ଅଟେ । ଆଉ ଏଭଳି ଅନେକ କାମ କରି ଝାରସୁଗୁଡ଼ା ଜିଲ୍ଲାର ନବ ନିର୍ମାଣ କରିବାକୁ ନବ ଦାସ ଚାହିଁଥିଲେ ।
ଆଉ ତାଙ୍କର ସବୁ ସ୍ବପ୍ନକୁ ତାଙ୍କ ଝିଅ ପୂରଣ କରିବେ ବୋଲି କହିଛନ୍ତି । ସେ ଏହି ଅଡିଟୋରିୟମ୍ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ଏହି ଅଡିଟୋରିୟମକୁ ଦେଖି ସମସ୍ତେ ବହୁତ ଖୁସି ଅଛନ୍ତି । ଆଉ ଅନେକ ନେତା ଏହି ବିଷୟରେ ଅନେକ ପ୍ରକାରର ମନ୍ତବ୍ୟ ଦେଉଛନ୍ତି ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ଏହି ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ନବ ଦାସଙ୍କୁ ଡକା ଯାଇଥାନ୍ତା କିନ୍ତୁ ତାଙ୍କ ବିୟୋଗ ଆଜି ସମସ୍ତଙ୍କୁ ଦୁଃଖ ଦେଇଛି ।