Updated: Mar 22, 2024, 07:11 IST

ଦାମ ରାଉତ ଙ୍କ ବ୍ରେନ୍ ଡେଡ୍, କାନ୍ଦି ପକେଇଲେ ରାଜା ସ୍ବାଇଁ..ହେ ଜଗନ୍ନାଥେ, ତାଙ୍କୁ ଜଲଦି ଭଲ କରି ଦିଅ..

Vh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ବର୍ତମାନ ମେଡିକାଲ ରେ ଦାମୋଦର ରାଉତ୍ ଚିକିତ୍ସିତ ହେଉଛନ୍ତି।ତାଙ୍କୁ ଦେଖା କରିବା ପାଇଁ ରାଜା ସ୍ୱାଇଁ ଯାଇଥିଲେ।
ବର୍ତମାନ ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଦାମୋଦର ରାଉତ୍ ଙ୍କ ହାର୍ଟ ଚାଲୁଛି କିନ୍ତୁ ବ୍ରେନ୍ ବନ୍ଦ ହୋଇଯାଇଛି।ସେ ବର୍ତମାନ ଗୁରୁତର ଅଛନ୍ତି।ସେଠାରେ ଅନେକ ଲୋକମାନେ ଉପସ୍ଥିତ ଅଛନ୍ତି।
Yy
ଏହା ଶୁଣି ସମସ୍ତେ ବହୁତ ଦୁଃଖ ପ୍ରକାଶ କରିଛନ୍ତି।ଶୀଘ୍ର ଭଲ ହୋଇ ଯାଆନ୍ତୁ ବୋଲି ସେ ଠାକୁର ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ କେତେବେଳେ କଣ ହୋଇଯିବ ତାହା କେହି କହି ପାରିବେ ନାହିଁ।
ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରିବା ଛଡ଼ା ଆଉ କିଛି ଉପାୟ ନାହିଁ।ରାଜା ସ୍ୱାଇଁ ଦାମୋଦର ରାଉତ୍ ଙ୍କୁ ବଡ଼ ଭାଇ ବୋଲି ସମ୍ବୋଧନ କରିଛନ୍ତି।ବହୁତ ଦିନ ରୁ ତାଙ୍କ ସହିତ ସମ୍ପର୍କ ରହିଛି।
ଯେତେବେଳେ ସ୍କୁଲ ଏବଂ କଲେଜ ରେ ପଢୁଥିଲେ ସେତେବେଳ ରୁ ପରସ୍ପର କୁ ଜାଣିଛନ୍ତି।ଏହି କଥା ଶୁଣିବା ପରେ ଏବଂ ଦେଖିବା ପରେ ତାଙ୍କର ମନ ବହୁତ ଦୁଃଖ ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି।
Gh
ତାଙ୍କର ହାର୍ଟ କାମ କରୁଛି କିନ୍ତୁ ତାଙ୍କର ବ୍ରେନ୍ କାମ କରୁ ନାହିଁ ବୋଲି ରାଜା ସ୍ୱାଇଁ କହିଛନ୍ତି।ବରିଷ୍ଠ ନେତା ଦାମୋଦର ରାଉତ୍ ବର୍ତମାନ ଗୁରୁତର।ବର୍ତମାନ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।
ଦାମୋଦର ରାଉତ ଙ୍କ ପୁଅ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତ୍ ରାୟ ଏଭଳି ସୂଚନା ମଧ୍ୟ ଦେଇଛନ୍ତି।ପ୍ରଥମେ ଦାମୋଦର ରାଉତ ଙ୍କ ର ହୃଦଘାତ ଆସିଥିଲା।ପରେ ବ୍ରେନ୍ କାମ କରୁ ନାହିଁ ବୋଲି ସୂଚନା ଦେଇଛନ୍ତି।
ଗତ ୧୮ ତାରିଖ ରୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି।ଏହି ଖବର ଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement