Oct 3, 2023, 12:12 IST

ବିଜେଡ଼ି କର୍ମୀ ଅଶାନ୍ତିଆ ହୋଇ ନବୀନ ଙ୍କ ବେକ ରେ ନୀଳ କପଡା ଗୁଡେ଼ଇ ଦେବାରୁ ଚିଡି ଗଲେ ନବୀନ, ଦେଖନ୍ତୁ କେମିତି ହେଉଛନ୍ତି

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଦେଶ, ବିଦେଶ, ରାଜ୍ୟ, ଅଞ୍ଚଳ ଏବଂ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ବା ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଆମ ଓଡ଼ିଶାର ଗର୍ବ ଆଉ ଗୌରବ ଅର୍ଜନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲଭାବରେ ଜାଣିଥିବେ । ଏହି ନେତା ଜଣକ ଯାହା କାମ କରନ୍ତି ବା ଯେଉଁ ସଭାକୁ ଯାଇଥାନ୍ତି ତାହାର ଭିଡିଓ ବା ଖବର ସବୁବେଳେ ସୋସିଆଲ ମିଡିଆରେ ମିଳିଥାଏ ।
ଏବେ ଏହି ନେତା ଜଣଙ୍କୁ ନେଇ କିଛି ଖବର ଆସିଛି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆଉ ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏବେ ଏହାକୁ ନେଇ ଅନେକ ଲୋକ ଅନେକ କଥା ମଧ୍ୟ କହିଛନ୍ତି । 
Special report
ଏହି ନେତା ଜଣକ ଆମ ରାଜ୍ୟ ପାଇଁ ଅନେକ କିଛି କାର୍ଯ୍ୟ କରିଛନ୍ତି । ଅନେକ ଲୋକ ତାଙ୍କୁ ବହୁତ ଭଲ ପାଇଥାନ୍ତି ଆଉ କିଛି ଲୋକ ଚାହୁଁ ଥାଆନ୍ତି ସେ ଆଉ ଶାସନ କ୍ଷମତା ନ ସମ୍ଭାଳନ୍ତୁ । ଆଗକୁ ନିର୍ବାଚନ ଆସିବାକୁ ଯାଉଛି ।
ଆଉ ସେଥିପାଇଁ ଅନେକ ଦଳ ଅନେକ କାମ କରୁଛନ୍ତି । ଅନେକ ଦଳ ଭିତରେ ବିଜେଡି ବା ବିକୁ ଜନତା ଦଳ ମଧ୍ୟ ଅଛି । ଆଉ ଏବେ ଏହି ଦଳ ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଆସିଥିବା ଖବର ଆପଣ ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଉ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସଭାରେ ଯୋଗ ଦେଇଥିଲେ । ଆଉ ସେଠାରେ ତାଙ୍କୁ ବିଜେଡି କର୍ମୀ ବିଜେଡି ଦଳର ବ୍ୟାଚ୍ ଏବଂ ତାଙ୍କ ବେକରେ ବିଜେଡି ଦଳର ବ୍ୟାନର ପକାଇଥିଲେ ।
କର୍ମୀ ମାନେ ଏହା ବେକରେ ପିନ୍ଧେଇବାର କିଛି ସମୟ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଚିଡଚିଡ୍ ହୋଇ ଯାଇଥିଲେ । ଯାହା ଆପଣମାନେ ଏହି ଭିଡିଓରେ ଦେଖିପାରିବେ । କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ଚିଡଚିଡ୍ ହେବାର କାରଣ କଣ ତାହା ଜଣାପଡ଼ି ନାହିଁ ।

Advertisement