Apr 5, 2024, 12:46 IST

ଦାମ ରାଉତ ଙ୍କ ଦଶହାଣ୍ଡି ରୁ ବାହାରିଲା ବିଜେଡି ଶଙ୍ଖ...

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କିଛି ଦିନ ତଳେ ବିଜେଡି ଦଳ ର ଜଣେ ଆଗ ଧାଡ଼ି ରେ ନେତା ଦାମୋଦର ରାଉତ ଙ୍କ ମୃ-ତ୍ୟୁ ହୋଇ ଯାଇ ଥିଲା।ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।
ଏହା ପରେ ତାଙ୍କୁ ମେଡିକାଲ ରେ ଭର୍ତି କରା ଯାଇଥିଲା।କିନ୍ତୁ ଶେଷ ରେ ସେ ସମସ୍ତଙ୍କୁ ଛାଡି ଆର ପାରି କୁ ଚାଲି ଯାଇଛନ୍ତି।ତାଙ୍କ ମୃତ୍ୟୁ ରେ ରାଜନୀତି ଜଗତ ରେ ଏକ ବଡ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଚି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।
Gh
ଗତ କାଲି ଦାମୋଦର ରାଉତ ଙ୍କ ଦଶ କ୍ରିୟା କରା ଯାଇଚି।ଏଥିରେ ତାଙ୍କ ପୁଅ ଓ ପରିବାର ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।ବିଜେଡି ଦଳ ର ମୁଖ୍ୟ ନେତା ଓ ମନ୍ତ୍ରୀ ମାନେ ସେଠାକୁ ଯାଇ ଥିଲେ।୫ ଟି ସଚିବ ଭି କେ ପାଣ୍ଡିଆନ ମଧ୍ୟ ଉକ୍ତ ସ୍ଥାନ ରେ ଉପସ୍ଥିତ ଥିଲେ।
ସେ ସେଠାରେ ତାଙ୍କ ପରିବାର ସଦସ୍ୟ ଙ୍କୁ ବୁଝାଇ ଥିଲେ।ଦାମୋଦର ରାଉତ ଙ୍କ ପୁଅ ଙ୍କ ସହିତ ଅନେକ ସମୟ ଧରି କଥା ହୋଇ ଥିଲେ।ଏହା ପରେ ତାଙ୍କ ସହିତ ଫଟୋ ଉଠାଇ ସେ ଚାଲି ଯାଇ ଥିଲେ।
Bh
ଦାମୋଦର ରାଉତ ଙ୍କ ପୁଅ ସମ୍ଭିତ ଙ୍କ କହିବା ଅନୁଯାୟୀ ଦାମୋଦର ଙ୍କ ଦଶ ହାଣ୍ଡି ଭିତରୁ ଶଙ୍ଖ ଚିହ୍ନ ବାହାରି ଥିଲା।ଏହାକୁ ୫ ଟି ସଚିବ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ସତରେ କଣ ଏଭଳି କିଛି ହୁଏ ବୋଲି ତାଙ୍କ ମନ ରେ ପ୍ରଶ୍ନ ଉଙ୍କି ମାରୁ ଥିଲା।
ତାଙ୍କ ଦଶାହ କ୍ରିୟା ରେ ଅନେକ ଲୋକ ଉପସ୍ଥିତ ଥିଲେ।ଭିକେ ପାଣ୍ଡିଆନ ସେଠାକୁ ଯାଇ ତାଙ୍କ ପରିବାର କୁ ସାନ୍ତ୍ଵନା ଦେଇ ଥିଲେ।ଦାମୋଦର ରାଉତ ଜଣେ ପ୍ରସିଦ୍ଧ ରାଜନୀତିକ ଥିଲେ।ସବୁବେଳେ ନିଜ ସ୍ଥାନ ର ବିକାଶ କଥା ଚିନ୍ତା କରୁଥିଲେ।
ଆଜି ସେ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି।ତାଙ୍କ ମୃ-ତ୍ୟୁ ପାଇଁ ସେଠାରେ ଏକ ବଡ ସଭା ର ଆୟୋଜନ କରା ଯାଇ ଥିଲା।ଏଥିରେ ଭୀକେ ପାଣ୍ଡିଆନ ଯୋଗ ଦେଇ ଦାମ ରାଉତ ଙ୍କ ବିଷୟ ରେ କହିଥିଲେ।ଏହା ଶୁଣିବା ପରେ ସମସ୍ତଙ୍କ ଆଖି ରେ ଲୁହ ଆସି ଯାଇଥିଲା।

Advertisement